WhatsApp Image 2026 08 01 at 17.01.07

ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ କୁ ରାଷ୍ଟ୍ରପତିଙ୍କ ସମ୍ମତି

ନୂଆଦିଲ୍ଲୀ : ଆଣ୍ଟି ପେପର  ଲିକ୍  ସଂଶୋଧନ ବିଲ୍ ଏହି ସପ୍ତାହରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଛି । ରାଷ୍ଟ୍ରପତିଙ୍କ ସମ୍ମତି ସହିତ, ଏହା ଏବେ ଆଇନରେ ପରିଣତ ହୋଇଛି। ନୂତନ ଆଇନ ଅନୁଯାୟୀ, ପେପର  ଲିକ୍ ପାଇଁ ଦାୟୀ ବ୍ୟକ୍ତିମାନେ ତିନି ମାସ ମଧ୍ୟରେ ଦଣ୍ଡ ପାଇବେ। ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲ୍ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ଫଳସ୍ୱରୂପ, ଆଇନ ଅନୁଯାୟୀ ଦଣ୍ଡ ବ୍ୟବସ୍ଥା ଅଧିକ କଠୋର ହୋଇଯାଇଛି। ନୂତନ […]

Read More Text.
Idduki

କେରଳରେ ଭୂସ୍ଖଳନ: ୩ ମୃତ, ରେଡ୍ ଆଲର୍ଟ ଜାରି

କେରଳ : କେରଳରେ ଲଗାତାର ହେଉଥିବା ପ୍ରବଳ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ସ୍ଥିତି ଭୟଙ୍କର ରହିଛି । କେରଳରେ ମୌସୁମୀ ଭୟଙ୍କର ରୂପ ଦେଖାଇବା ଆରମ୍ଭ କରିଛି । ପ୍ରବଳ ବର୍ଷା ଯୋଗୁଁ ମଧ୍ୟ କେରଳର ଅନେକ ଜିଲ୍ଲାରେ ବନ୍ୟା ଏବଂ ଭୂସ୍ଖଳନର ଘଟଣା ଦେଖିବାକୁ ମିଳୁଛି । ଏହାଯୋଗୁଁ ଏପର୍ଯ୍ୟନ୍ତ ବହୁ ଧନଜୀବନ କ୍ଷୟକ୍ଷତି ହୋଇଛି । ପରିସ୍ଥିତି ଖରାପ ହେଉଥିବା ଦେଖି ପ୍ରଶାସନ ପକ୍ଷରୁ ଅନେକ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । […]

Read More Text.
Screenshot 2026 08 01 073734 750x430

ଶସ୍ତା ହେଲା କମର୍ସିଆଲ ସିଲିଣ୍ଡର

ନୂଆଦିଲ୍ଲୀ : ଖୁସି ସହ ଆଶ୍ୱସ୍ତି ଖବର। ଶସ୍ତା ହେଲା କମର୍ସିଆଲ ସିଲିଣ୍ଡର। ହୋଟେଲ ଏବଂ ରେଷ୍ଟୁରାଣ୍ଟ ଭଳି ବିଭିନ୍ନ ସ୍ଥାନରେ ବ୍ୟବହୃତ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ଶନିବାର ଦିନ ଯଥେଷ୍ଟ ହ୍ରାସ ପାଇଛି। ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୯୨ ଟଙ୍କା ହ୍ରାସ ପାଇଛି। ବିମାନ ଟର୍ବାଇନ୍ ଇନ୍ଧନ (ଏଟିଏଫ) ମଧ୍ୟ ପ୍ରତି ଲିଟର ପ୍ରତି ୫ ଟଙ୍କା ବୃଦ୍ଧି କରାଯାଇଛି। ଆନ୍ତର୍ଜାତୀୟ ଇନ୍ଧନ ମୂଲ୍ୟରେ ପରିବର୍ତ୍ତନର ପ୍ରତିକ୍ରିୟାରେ ଏହି ପରିବର୍ତ୍ତନ କରାଯାଇଛି। ରାଷ୍ଟ୍ରାୟତ୍ତ […]

Read More Text.
EIC

ବନ୍ୟା ପାଇଁ ବଢ଼ିଲା SIR ଅବଧି, ୧୫ ଦିନ ଘୁଞ୍ଚାଇଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର : ଓଡ଼ିଶାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ପ୍ରକ୍ରିୟାର ସମୟ ସୀମାକୁ ୧୫ ଦିନ ବୃଦ୍ଧି କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍. ଗୋପାଳନ କହିଛନ୍ତି, ବର୍ତ୍ତମାନ ରାଜ୍ୟର ୧୯ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଥିବାରୁ ସରକାରୀ ଯନ୍ତ୍ରଣା ରିଲିଫ୍ ଓ ପୁନର୍ବାସ କାର୍ଯ୍ୟରେ ବ୍ୟସ୍ତ ରହିଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ଦାବି ଓ ଆପତ୍ତି ଦାଖଲର ଶେଷ ତାରିଖ ଅଗଷ୍ଟ ୪ରୁ ବଢ଼ାଇ ଅଗଷ୍ଟ ୧୯ କରାଯାଇଛି। ସେହିପରି ଚୂଡ଼ାନ୍ତ […]

Read More Text.
Cm

ବନ୍ୟାରେ ୮ ଲକ୍ଷ ଲୋକ ପ୍ରଭାବିତ, ସମୀକ୍ଷା ପରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବନ୍ୟାରେ ୮ ଲକ୍ଷ ଲୋକ ପ୍ରଭାବିତ। ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା ପରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୧୨ଟି ବ୍ଲକ ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବନ୍ୟାରେ ରାଜ୍ୟର ୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୨ ଲକ୍ଷ ୬୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରିଲିଫ ଓ ରେସକ୍ୟୁ ଅପରେସନରେ ୧୭ ଓଡ୍ରାଫ୍, ୭ NDRF, ୧୨୯ ଅଗ୍ନିଶମ ଟିମ୍ […]

Read More Text.
Crime

ଜମି ବିବାଦକୁ ନେଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

ପୁରୀ: ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ହତ୍ୟା । ଜମିଜମା ବିବାଦକୁ କେନ୍ଦ୍ର କରି ନୃଶଂସ ହତ୍ୟାକାଣ୍ଡ ଘଟିଛି । ପୁରୀ ଜିଲ୍ଲା ଚନ୍ଦନପୁର ଥାନା ମହାନା ସାହି ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ସେହି ଗାଁର କାଳିଆ ମଲ୍ଲିକ । ମୃତ କାଳିଆଙ୍କ ସହ ଗାଁର ଛବିମନ୍ୟୁ ଦାସଙ୍କ ଜମିଜମା ବିବାଦ ରହିଥିଲା । ଗତକାଲି ସକାଳେ ଛବିମନ୍ୟୁ ଗାଁ ଛକରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିବାବେଳେ କାଳିଆ ତାଙ୍କୁ […]

Read More Text.
IMG 20260731 WA0147

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପେନସନ ମେଳା 

୨୩ ଜଣଙ୍କୁ ବିଦାୟ ସମ୍ବର୍ଦ୍ଧନା, ୯ ଜଣଙ୍କୁ ପୂର୍ଣ୍ଣାଙ୍ଗ ପେନସନ୍   ବାରିପଦା : ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମୀଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି ଙ୍କ ସଭାପତିତ୍ବରେ ଫେବୃଆରୀ ମାସରେ ଅବସର ଗ୍ରହଣ କରିଥିବା 23 ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଥିବା ସମସ୍ତ ସରକାରୀ, ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ଓ ପୂର୍ଣ୍ଣ ଅନୁଦାନ […]

Read More Text.
IMG 20260731 WA0151

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବେତନଟୀ ଲ୍ୟାମ୍ପର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଗିରଫ

ବାରିପଦା :  ମୟୁରଭଞ୍ଜ ଜିଲ୍ଲା ବେତନଟୀ ଲ୍ୟାମ ର ପୂର୍ବତନ ପରିଚାଳନା ନିର୍ଦେଶକ ହିମାଂଶୁ ଦାସ କୁ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ 40 ଲକ୍ଷ 94 ହଜାର 306 ଟଙ୍କା ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଅଛି l ଶ୍ରୀ ଦାସ 2027-18 ମସିହାରେ ବେତନଟୀ ଲ୍ୟାମ୍ପରେ ପରିଚାଳନା ନିର୍ଦେଶକ ଦାୟିତ୍ୱରେ ଥିବା ସମୟରେ କୃଷି ରୁଣ ପାଇଁ ଆବେଦନ କରିଥିବା ଚାଷୀମାନଙ୍କ ଠାରୁ ଆପ୍ଲିକେସନ ଫି ,  ସବ୍ସଷ୍ଟେସନାଲ […]

Read More Text.
Jail

ଚୋରା କାଠ ଓ ରଣା ସାପ ବିକ୍ରି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜେଲ ଓ ଜୋରିମାନା

ବାରିପଦା : ଆଜି ବନ ବିଭାଗ ପକ୍ଷରୁ କରାଯାଇଥିବା  ଦୁଇଗୋଟି ଭିନ୍ନ ଭିନ୍ନ ମାମଲାର ବିଚାର କରି ମାନ୍ୟବର ଚିଫ ଜୁଡ଼ିସିଆଲ ମାଜିଷ୍ଟେଟ ଦେବାଶିଷ ମହାନ୍ତି ଦୁଇଜଣ ଅଭିଯୁକ୍ତ କୁ କାରାଦଣ୍ଡ ସମେତ ଆର୍ଥିକ ଦଣ୍ଡାଦେଶ ରେ ଦଣ୍ଡିତ କରିଛିନ୍ତି l ଅଭିଯୁକ୍ତ ମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଜଦୁନାଥପୁର ଗ୍ରାମର ସମୀର ବେହେରା(33) ଏବଂ ଯଶିପୁର ଥାନା ଅଞ୍ଚଳର ନୀଳାମ୍ବର ବିନ୍ଧାଣୀ (88) l ସମୀର ବେହେରା କୁ ସେକ୍ସନ 51 […]

Read More Text.
61 1 e1785513875477 300x153

SCO ଶିଖର ସମ୍ମିଳନୀକୁ ପାକିସ୍ତାନରୁ ମୋଦୀଙ୍କୁ ନିମନ୍ତ୍ରଣ, ଗସ୍ତକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ପାକିସ୍ତାନ ସାଂଘାଇ ସହଯୋଗ ସଂଗଠନ (SCO) ୨୦୨୭ ଆୟୋଜନ କରିବ। SCO ଶିଖର ସମ୍ମିଳନୀ ୨୦୨୭ର ଆୟୋଜକ ଭାବରେ, ପାକିସ୍ତାନ ଆନୁଷ୍ଠାନିକ ଭାବରେ ସୂଚିତ କରିଛି ଯେ ସେ ଏହି ଶିଖର ସମ୍ମିଳନୀକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିବ। ଉଲ୍ଲେଖଯୋଗ୍ୟ, ଅପରେସନ ସିନ୍ଦୁର ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାକିସ୍ତାନ ଗସ୍ତ ବିଷୟରେ ଆଲୋଚନା କରାଯାଉଛି। ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ସମ୍ପ୍ରତି ଏକ ଗଣମାଧ୍ୟମରେ କହିଥିଲେ ଯେ ସମସ୍ତ ଏସସିଓ ସଦସ୍ୟ ଦେଶଙ୍କୁ ଏହି ଶିଖର ସମ୍ମିଳନୀରେ […]

Read More Text.