ବିଶ୍ବ ଦକ୍ଷତା କେନ୍ଦ୍ରକୁ ନିତି ଆୟୋଗର ପ୍ରଶଂସା
ଭୁବନେଶ୍ବର: ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ପ୍ରତ୍ୟେକ ନାଗରିକଙ୍କ ସାମାଜିକ ଓ ଆର୍ଥିକ ପ୍ରଗତି ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଲକ୍ଷ୍ୟ ହାସଲରେ ଦକ୍ଷତା ବିକାଶ କ୍ଷେତ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଭୁବନେଶ୍ୱରଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ର ଏ ଦିଗରେ ଏକ ଉଲ୍ଲେଖନୀୟ ମଡେଲ ଭାବେ ଉଭା ହୋଇଛି। ଭାରତର ଏହି ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ରର ପଦକ୍ଷେପକୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି। ନୀତି […]
Read More Text.