President e1785770676520 300x164

ଓଡ଼ିଶାରେ ମହାମହିମ, ଜଗତଗୁରୁ କୃପାଳୁଜୀ ବିଶ୍ୱବିଦ୍ୟାଳୟର କଲେ ଉଦଘାଟନ

ଭୁବନେଶ୍ବର : ଓଡ଼ିଶାରେ ମହାମହିମ ଦ୍ରୌପଦୀ ମୁର୍ମୁ ।  କଟକ ବାଆଁରାରେ ଜଗତଗୁରୁ କୃପାଳୁଜୀ ବିଶ୍ୱବିଦ୍ୟାଳୟର କଲେ ଉଦଘାଟନ । ଆସନ୍ତାକାଲି ସକାଳେ ସ୍ବତନ୍ତ୍ର ଟ୍ରେନ ଯୋଗେ କରିବେ ବ୍ରହ୍ମପୁର ଗସ୍ତ । ରାଷ୍ଟ୍ରପତିଙ୍କ ଟ୍ରେନ ବ୍ରହ୍ମପୁର ଷ୍ଟେସନର ୪ ନଂ ପ୍ଲାଟଫର୍ମରେ ଲାଗିବ। ଟ୍ରେନରେ ଯାତ୍ରା ପାଇଁ ରାଷ୍ଟ୍ରପତିଙ୍କ ପାଇଁ ଆମୋଦଦାୟକ ସ୍ୱତନ୍ତ୍ର କୋଚ ରହିଛି। ୧୦ଟି ବିଶିଷ୍ଟ ବିଶିଷ୍ଟ ସ୍ୱତନ୍ତ୍ର ଟ୍ରେନରେ ରାଷ୍ଟ୍ରପତି ବ୍ରହ୍ମପୁର ଯିବେ। ଏହା ପୂର୍ବରୁ ବ୍ରହ୍ମପୁର ରେଳ ଷ୍ଟେସନକୁ ନୂଆ ରୂପରେ […]

Read More Text.
Screenshot 2026 08 02

ବନ୍ୟାରେ ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ ମିଳିବ ୧.୨ ଲକ୍ଷ ଟଙ୍କାର କ୍ଷତିପୂରଣ

ଭୁବନେଶ୍ୱର : ବନ୍ୟାରେ ୨୨ ଜିଲ୍ଲାର ୮୫ ବ୍ଲକ, ୧୫ ସହରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା କ୍ଷୟକ୍ଷତି ନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସାଢ଼େ ୮ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ରିଲିଫ କାର୍ଯ୍ୟ ଜାରି ରହିବ । ଏସଟିଆରଏଫ ନିୟମ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ । SDRF ପ୍ୟାକେଜ ଅନୁସାରେ ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୨୦ […]

Read More Text.
Screenshot 2026 08 03

ଶ୍ରାବଣ ସୋମବାରରେ ମହାନଦୀରୁ ପାଣି ଉଠାଇବା ବେଳେ ବୁଡିଗଲା ପୁଅ, ଉଦ୍ଧାର କରିବାକୁ ଯାଇ ବାପା ମୃତ

ପାରାଦ୍ବୀପ: ଶ୍ରାବଣ ସୋମବାର ପାଇଁ ପାଣି ଭାର ନେଇ ଯିବା ନିମନ୍ତେ ମହାନଦୀକୁ ଯାଇଥିଲେ। ସେଠାରେ ହଠାତ୍‌ ନଦୀରେ ଗୋଡ଼ ଖସି ଭରାନଈକୁ ଭାସିଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ବାପା ନଦୀଗର୍ଭରେ ହଜି ଯାଇଛନ୍ତି। ମୃତକ ଜଣକ ହେଲେ ପାରାଦ୍ୱୀପ ଲକ୍ ଥାନା ନିମିଢିହି ଗ୍ରାମର ଇଶ୍ଵର ବାରିକ। ଜଗତସିଂପୁର ଜିଲ୍ଲା ପାରାଦ୍ବୀପ ଭୂତୁମୁଣ୍ଡାଇ ଘାଟରେ ଏକ ଦୁଃଖଦ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ନିମିଢିହି ଗ୍ରାମର ଇଶ୍ୱର ବାରିକ ତାଙ୍କ ଛୋଟ ପୁଅକୁ […]

Read More Text.
IMG 20260802 WA0166

ଭଣ୍ଡନ ଆଶ୍ରମ ବିଦ୍ୟାଳୟରେ ଯୋଗ ପ୍ରଶିକ୍ଷଣ ଶିବିର

ବାରିପଦା : ମୟୁରଭଞ୍ଜ ଜିଲ୍ଲା କୁସୁମୀବ୍ଲକ ତଲକପୋଖରୀ ପଞ୍ଚାୟତସ୍ଥିତ ଭଣ୍ଡନ ଆଶ୍ରମ ବିଦ୍ୟାଳୟ ପରିସରରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ରଜତ କୁମାର ଦାସଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ .ବିଶାଖା ହେମ୍ବ୍ରମ ମୁଖ୍ୟଅତିଥି ଦ୍ଭାବେ ଯୋଗ ଦେଇ ସୁସ୍ଥ ଓ ନିରୋଗ ରହିବା ପାଇଁ ଯୋଗାଭ୍ୟାସ କରିବା ନିତ୍ୟାନ୍ତ ଆବଶ୍ଯକବୋଲି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ସମ୍ମାନିତ ଅତିଥିଭାବେ  କୃଷକ ମୋର୍ଚା ଜିଲ୍ଲା ସହ-ସଂଯୋଜିକା କବିତା ରାଣୀ ଗିରି,ଶିକ୍ଷୟିତ୍ରୀ ପ୍ରମିଳା […]

Read More Text.
Ferry

ମଝି ସମୁଦ୍ରରେ ଜଳିଗଲା ଫେରୀ, ୫ ମୃତ, ୪୧ ନିଖୋଜ

ନୂଆଦିଲ୍ଲୀ : ମଝି ସମୁଦ୍ରରେ ଜଳିଗଲା ଯାତ୍ରୀବାହୀ ଫେରୀ, ୫ ମୃତ, ୪୧ ନିଖୋଜ । ଇଣ୍ଡୋନେସିଆ ମାଦୁରା ଦ୍ବୀପ ନିକଟରେ ଘଟିଛି ଏ ବଡ଼ ଧରଣର ଅଘଟଣ । ଫେରୀରେ ନିଆଁ ଲାଗିଯିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ୪୧ ଜଣ ନିଖୋଜ ଥିବାରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସୂଚନା ଅନୁଯାୟୀ, ଏହି ଫେରୀରେ ୨୭୧ ଜଣ ଯାତ୍ରୀଙ୍କ ସହ କ୍ରୁ ମେମ୍ବର ଥିଲେ । ଇଷ୍ଟ ଜାଭାର ସୁରବାୟାଠାରୁ ଫେରୀଟି ଯାତ୍ରା […]

Read More Text.
Pm modi e1785687392437 300x170

ପ୍ରଧାନମନ୍ତ୍ରୀଙ୍କ ନିଶା ମୁକ୍ତଯୁବ ଅଭିଯାନ ଆରମ୍ଭ, ସାମିଲ ହେବେ ୧ କୋଟିରୁ ଅଧିକ ଯୁବକ

ନୂଆଦିଲ୍ଲୀ: ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆଜି ନିଶାମୁକ୍ତ ଯୁବ ଅଭିଯାନ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶ୍ବର ୨୮ ହଜାରରୁ ଅଧିକ ସ୍ଥାନରୁ ୧କୋଟିରୁ ଅଧିକ ଯୁବକ ସାମିଲ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପୂର୍ବରୁ ସାରା ଦେଶରେ ଯୁବପିଢିମାନେ ଏକ ନିଶାମୁକ୍ତ ଭାରତ ଗଠନ କରିବାକୁ ଏକ ପ୍ରତିଜ୍ଞା ନେବେ । ଏହି ଅଭିଯାନ କାର୍ଯ୍ୟକ୍ରମରେ ପୂଜ୍ୟ ଆମ୍ମା, ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର, ପୂଜ୍ୟ ଦାଜୀ, ଡକ୍ଟର ଚିନ୍ମୟ ପାଣ୍ଡ୍ୟା […]

Read More Text.
Images (1)

ପେରୁରେ ବିମାନ ଦୁର୍ଘଟଣା : ୧୩ ମୃତ

ନୂଆଦିଲ୍ଲୀ : ଶନିବାର ଦିନ ପେରୁରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଫଳରେ ବିଶ୍ୱ ପ୍ରସିଦ୍ଧ ନାଜକା ଲାଇନ୍ସକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଏକ କ୍ଷେତରେ ଖସିପଡ଼ିଛି । ଭୂମିରେ ପଡ଼ିବା ମାତ୍ରେ ବିମାନଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ନିଆଁ ଲାଗି ଯାଇଥିଲା । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ, କିନ୍ତୁ କାହାକୁ ରକ୍ଷା କରାଯାଇ ପାରିନଥିଲା । ଫଳରେ ଏହି ପ୍ଲେନରେ ଥିବା ସମସ୍ତ […]

Read More Text.
Images

ଏଥର ଗୋଟିଏ ପର୍ଯ୍ୟାୟରେ ହେବ ନିଟ୍‌ ପିଜି-୨୦୨୬ ପରୀକ୍ଷା

ନୂଆଦିଲ୍ଲୀ: ନିଟ୍ ପିଜି-୨୦୨୬ ପରୀକ୍ଷାକୁ ସ୍ବଚ୍ଛ, ନିରପେକ୍ଷ ଓ ପରୀକ୍ଷାର୍ଥୀଙ୍କ ପାଇଁ ସୁବିଧାଜନକ କରିବା ନିମନ୍ତେ କେନ୍ଦ୍ର ସରକାର ବ୍ୟାପକ ପରିବର୍ତ୍ତନ କରିଛନ୍ତି। ଅଗଷ୍ଟ ୩୦ ତାରିଖ ରବିବାର ସକାଳ ୯ଟାରୁ ଅପରାହ୍ଣ ୧୨ଟା ୩୦ ପର୍ଯ୍ୟନ୍ତ ସାରା ଦେଶରେ ଗୋଟିଏ ପର୍ଯ୍ୟାୟରେ କମ୍ପ୍ୟୁଟର୍‌ଭିତ୍ତିକ ପରୀକ୍ଷା ହେବ। ପରୀକ୍ଷାର୍ଥୀଙ୍କୁ ସକାଳ ୭ଟାରୁ କେନ୍ଦ୍ରରେ ପ୍ରବେଶ ଅନୁମତି ମିଳିବ ଏବଂ ସାଢ଼େ ୮ଟାରେ ପ୍ରବେଶଦ୍ବାର ବନ୍ଦ କରିଦିଆଯିବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ୍‌ ପ୍ରକାଶ ନଡ୍ଡା ଶନିବାର ନ୍ୟାସନାଲ୍‌ ବୋର୍ଡ ଅଫ୍‌ […]

Read More Text.
WhatsApp Image 2026 08 02 at 7.10.20 PM 1068x712

ଆସୁଛନ୍ତି ରାଷ୍ଟ୍ରପତି, ଆକ୍ସନ୍ ମୋଡ୍ ରେ କମିଶନରେଟ୍ ପୋଲିସ

ଭୁବନେଶ୍ୱର :ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ଆକ୍ସନ୍ ମୋଡ୍ ରେ କମିଶନରେଟ୍ ପୋଲିସ। ଏୟାରପୋର୍ଟଠାରୁ ଆରମ୍ଭ ହୋଇଛି କାରକେଡ୍ ରିହର୍ସାଲ୍। ଅଗଷ୍ଟ ୩ରୁ ୫ ତାରିଖ ଯାଏଁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ଭୁବନେଶ୍ୱର ଓ କଟକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏୟାରପୋର୍ଟରୁ ରେଳ ଷ୍ଟେସନ ଏବଂ ରାଷ୍ଟ୍ରପତିଙ୍କ ଗସ୍ତ ରୁଟ୍ ରେ ରହିବ ତ୍ରିସ୍ତରୀୟ ସୁରକ୍ଷା। ରାଷ୍ଟ୍ରପତିଙ୍କ କାରକେଡ୍  ମୁଭମେଣ୍ଟ, ରୁଟ୍ କ୍ଲିୟରାନ୍ସ, ଟ୍ରାଫିକ୍ ମ୍ୟାନେଜମେଣ୍ଟ ଓ ଆପାତକାଳୀନ ପରିସ୍ଥିତିରେ ପୋଲିସର ପ୍ରତିକ୍ରିୟା ସବୁ […]

Read More Text.
Cabinate

୭,୪୩୬.୨୨ କୋଟିର ପ୍ୟାକେଜ୍ କୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର : ୭ ହଜାର ୪୩୬ କୋଟି ୨୨ ଲକ୍ଷର ଯୋଜନାକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ । ଜନଜାତି, ଚାଷୀ, ସିଚାଇ, ଆବାସ ଓ ସହର ବିକାଶକୁ ପ୍ରାଥମିକତା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଜନଜାତି କଲ୍ୟାଣ, ସିଚାଇ ବ୍ୟବସ୍ଥାର ସମ୍ପ୍ରସାରଣ, କୃଷି ଯାନ୍ତ୍ରିକୀକରଣ, ସହରାଞ୍ଚଳ ଆବାସ, GST ସଂସ୍କାର, ସରକାରୀ ଆଇନ ସେବା ଓ ଆର୍ଥିକ ଅଞ୍ଚଳ ବିକାଶ ସମ୍ପର୍କିତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ […]

Read More Text.