Team

ଉପାନ୍ତ ଅଞ୍ଚଳରେ ଚିକିତ୍ସା ଯୋଗାଇଲେ ମେଡିକାଲ୍‌ ଟିମ୍

ମାଲକାନଗିରି : ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା’ ରେ ଉପାନ୍ତ ଅଞ୍ଚଳବାସୀଙ୍କ ପାଇଁ ବିଶେଷଜ୍ଞ ଚିକିତ୍ସା ସେବା ସୁନିଶ୍ଚିତ ହେଉଛି। ମାଲକାନଗିରି ଜିଲ୍ଲାବାସୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା ଯୋଜନା’ ରେ ଗତକାଲି ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ବିଶେଷଜ୍ଞ ଟିମ୍ ମାଲକାନଗିରି ଜିଲ୍ଲା ସଦର ମହକୁମା ହସ୍ପିଟାଲ ଗସ୍ତ କରିଥିଲେ । ଏହି ଡାକ୍ତରୀ ଦଳରେ ନିଶ୍ଚେତକ ବିଭାଗ, ୟୁରୋଲୋଜି ବିଭାଗ, ନ୍ୟୁରୋଲୋଜି ବିଭାଗ, […]

Read More Text.
Elephant

ଦନ୍ତା ଆକ୍ରମଣରେ ଦୁଇ ମୃତ

ଦେବଗଡ : ଦେବଗଡ ବନଖଣ୍ଡ ରିଆମାଳ ଓ ଛେଣ୍ଡିପଦା ବନାଞ୍ଚଳ ଜୁରାଡଙ୍ଗା ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଗୋଠ ଛଡା ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ କୁଞ୍ଜ ଦେହୁରୀ (୬୨) ଏବଂ ରଜନୀ ବେହେରା (୪୫) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଆଜି ସକାଳୁ ଉଭୟ ଶୌଚ ପାଇଁ ଯାଇଥିବାବେଳେ ହଠାତ୍ ଏକ ଗୋଠଛଡା ଦନ୍ତା ହାତୀ ଜଙ୍ଗଲରୁ ଆସି ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ କୁଞ୍ଜଙ୍କର ମୃତ୍ୟୁ ଘଟିଥିବାବେଳେ ରଜନୀଙ୍କୁ […]

Read More Text.
Alakunda

ଏଏସଆଇଙ୍କୁ ଚାପୁଡ଼ା ମାରିଲେ ଆଇଆଇସି: ଦୁହିଁଙ୍କୁ ବଦଳି କଲେ ଏସପି

ଯାଜପୁର ଟାଉନ :  ଏଏସଆଇଙ୍କୁ ଥାନା ଅଧିକାରୀ ଚାପୁଡ଼ା ମାରିବା ଅଭିଯୋଗ ।  ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଏସପି ।  ଯାଜପୁର ଅଳକୁଣ୍ଡ ଥାନାରେ ଏଏସଆଇଙ୍କୁ ଥାନା ଅଧିକାରୀ ଚାପୁଡ଼ା ମାରିବା ନେଇ SDPOଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଏଏସଆଇ ।  ବାସୁଦେବପୁର ଗାଁର ଜଣେ ମହିଳା ଓ ବଡ଼ଚଣା ଥାନା ଅଂଚଳର ଜଣେ ଯୁବକଙ୍କ ମଧ୍ୟରେ କିଛିଦିନ ପୂର୍ବେ ଏକ ବିବାଦ ହୋଇଥିଲା । ଏହି ବିବାଦରେ ଚାର୍ଜସିଟ ଲେଖାକୁ ନେଇ […]

Read More Text.
Image 2025 12 04t130012.373

ମହାନଦୀ ଜଳ ବିବାଦ: ଆସନ୍ତାକାଲି ଯୁଗ୍ମ ବୈଷୟିକ କମିଟି ବୈଠକ

ଭୁବନେଶ୍ବର: ଛତିଶଗଡ ସହ ମହାନଦୀ ଜଳ ବିବାଦ ମାମଲା । ଶୁକ୍ରବାର ଅର୍ଥାତ୍ ଆସନ୍ତାକାଲି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଉଭୟ ରାଜ୍ୟ ଜଏଣ୍ଟ ଟେକ୍ନିକାଲ ଟିମ୍ ମଧ୍ୟରେ ବୈଠକ ବସିବ । ୨୦ ତାରିଖରେ ରହିଛି ଟ୍ରିବ୍ୟୁନାଲ୍ ଶୁଣାଣି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଗୃହରେ ଉତ୍ତର ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ, ନଭେମ୍ବର ୧୦ ତାରିଖରେ ମୁଖ୍ୟ ଶାସନ ସଚିବ ସ୍ତରରେ ବୈଠକ […]

Read More Text.
Bhubaneswar fire

ମଲ୍ ଓ ମଲ୍ଟିପ୍ଲେକ୍ସରେ ପ୍ରତି ୬ମାସରେ ହେବ ଫାୟାର ସେଫଟି ଅଡିଟ୍

ଭୁବନେଶ୍ବର: ପ୍ରତି ୬ମାସରେ ମଲ୍ ଓ ମଲ୍ଟିପ୍ଲେକ୍ସରେ ହେବ ଫାୟାର ସେଫଟି ଅଡିଟ୍ । ତଦାରଖ ହେବ ଫାୟାର ସେଫଟି ଲାଇସେନ୍ସ। ଲୋକଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ନିୟମ କଡାକଡି କରାଯାଇଛି ।  ଏନେଇ ଟ୍ବିନସିଟି ମଲ୍, ମଲ୍ଟିପ୍ଲେକ୍ସ ପରିଚାଳକ ଓ ମାଲିକ ମାନଙ୍କ ସହ ବୈଠକ କରାଯାଇଛି ।  ବରମୁଣ୍ଡା ଅଗ୍ନିଶମ ତାଲିମ କେନ୍ଦ୍ରରେ ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଛନ୍ତି ଅଗ୍ନିଶମ ଡିଜି ।  ଲୋକଙ୍କ ସମାଗମ ହେଉଥିବା ମଲ୍ ଓ ମଲ୍ଟିପ୍ଲେକ୍ସ ଗୁଡ଼ିକରେ ଅଗ୍ନି […]

Read More Text.
Screenshot 2025 12 04 144145 750x430

ମାଆକୁ ପେଟ୍ରେଲ ଢ଼ାଳି ଜାଳିଦେଲା ପୁଅ

ଭଦ୍ରକ: ନିଶା ସେବନ କରି ପୁଅର ଉନ୍ମତ୍ତ କାଣ୍ଡ। ନିଶା ଖାଇବାକୁ ଟଙ୍କା ନଦେବାରୁ ଜନ୍ମ କଲା ମାଆକୁ ପେଟ୍ରୋଲ ଢ଼ାଳି ଜାଳିଦେଲା ପୁଅ। ନିଶା ଉଜାଡି ଦେଲା ପରିବାର। ନିଶା ଖାଇବା ପାଇଁ ପାଗଳ ହୋଇ ଜନ୍ମ କଲା ମାଆକୁ ଜାଳିଦେଲା ପୁଅ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ବିଲଣା ଗଳଗଣ୍ଡପୁର ଗାଁରେ। ନିଶା ଖାଇବାକୁ ଟଙ୍କା ପାଇଁ ସବୁ ସମୟରେ ମାଆ ସହିତ ଝଗଡ଼ା […]

Read More Text.
Screenshot 2025 12 04 142607

କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ; ଥାନାରେ ଏତଲା

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ କଣ୍ଟାବାଞ୍ଜି ୧ ନମ୍ବର ୱାର୍ଡର କାଉନସିଲର ବଣ୍ଟି ଖାନ ଦେଲେ ହତ୍ୟା ଧମକ। ଦୁର୍ବ୍ୟବହାର ସହ ମାରିଦେବାକୁ ଧମକ ମିଳିଛି । ଜିଆର୍‌ପି ଥାନାରେ ଅଭିଯୋଗ କଲେ ନିଜେ ବିଧାୟକ ଲକ୍ଷ୍ମଣ ବାଗ। ଅଭିଯୋଗ ପରେ ତଦନ୍ତ ଆରମ୍ଭ କଲା ଜିଆରପି ଥାନା ପୋଲିସ। ସୂଚନାମୁତାବକ,ଗତକାଲି ବିଳମ୍ବିତ ରାତିରେ ରାୟପୁର- ବିଶାଖାପାଟଣା ଲିଙ୍କ ଏକ୍ସପ୍ରେସ ଗାଡିରେ ବେଆଇନ ଭାବେ ରାଜ୍ୟ ବାହାରକୁ ଦାଦନ ଚାଲାଣ ହେଉଥିଲା । ଏହି ସମୟରେ […]

Read More Text.
Screenshot 2025 12 04 132653

ମହାଶିବରାତ୍ରୀ ପୂର୍ବରୁ ଏକାମ୍ର ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଭୁବନେଶ୍ବର ଏକାମ୍ର ପ୍ରକଳ୍ପ କାମ ମହାଶିବରାତ୍ରୀ ପୂର୍ବରୁ ସାରିବାକୁ ଯୋଜନା ରହିଛି। ମହାଶିବରାତ୍ରି ପୂର୍ବରୁ ଜରୁରୀକାଳୀନ ଭିତ୍ତିରେ ପାର୍କିଂ ଏବଂ ମନ୍ଦିରର ଚତୁଃପାର୍ଶ୍ଵର ଆଲୋକୀକରଣ କାର୍ଯ୍ୟ, ପାର୍କିଂ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବିନ୍ଦୁ ସାଗରକୁ ସଫା ସହ ଦେବୀ ପାଦହରା,ପାପ ନାଶିନୀର ପୁନଃ ଉଦ୍ଧାର କରାଯିବ। ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି ଯେ,ଯେଉଁଠି ଜମି ଅଧିଗ୍ରହଣ ସମସ୍ୟା ଥିଲା, ସେଠି କାମ ବନ୍ଦ ରହିଛି । ଯେଉଁ ସଂସ୍ଥାକୁ କାମ ଦିଆଯାଇଥିଲା ସେ […]

Read More Text.
Screenshot 2025 12 03 165830 750x430

ପୁଟିନଙ୍କ ଗସ୍ତ ପୂର୍ବରୁ ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିକୁ ଋଷର ମଞ୍ଜୁରୀ

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ନେଇ ଚର୍ଚ୍ଚା ଜୋର ଧରିଛି। ବ୍ଲାଦିମିର ପୁଟିନ୍ ଦୁଇ ଦିବସୀୟ ଯାତ୍ରାରେ ଗୁରୁବାର ଭାରତ ଆସୁଛନ୍ତି। କିନ୍ତୁ ପୁଟିନ ଆସିବା ପୂର୍ବରୁ ଋଷ ସଂସଦ ବା ଡୁମା ଭାରତ ସହ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତିକୁ ମଞ୍ଜୁରୀ ଦେଇଛି। ଏହି ପ୍ରତିରକ୍ଷା ଚୁକ୍ତି ଅନୁସାରେ, ଦୁଇ ଦେଶ ମିଳିତ ସମରାଭ୍ୟାସ ଏବଂ ମାନବୀୟ ସହାୟତା ପ୍ରଦାନ କରିପାରିବେ। ଋଷ ସଂସଦର ନିମ୍ନ କକ୍ଷ ଷ୍ଟେଟ୍ ଡୁମା ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ସାମରିକ […]

Read More Text.
Photo for the news of sahi murabi

ସାହୀ ମୂରବୀ ଧର୍ମଗତ ପାଣିଙ୍କ ଦେହାନ୍ତ

ବନ୍ତ/ଆଗରପଡ଼ା: ବନ୍ତ ବ୍ଲକ ବଡ଼ମହିଁଷଗୋଠ ପଂଚାୟତ ଅନ୍ତର୍ଗତ ନରାଜପୁର ଗ୍ରାମର ଧର୍ମଗତ ପାଣିଙ୍କର ୯୮ ବର୍ଷ ବୟସରେ ଦେହାନ୍ତ ଘଟିଛି । ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ହୋଇ ଘରେ ଚିକିତ୍ସା ହେଉଥିଲେ । ସେ ସାହୀ ମୂରବୀ, ପୁରୋହିତ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ବେଶ ପରିଚିତ ଥିଲେ । ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ଏକମାତ୍ର ପୁଅ ପ୍ରଫେସର ଅମରେନ୍ଦ୍ର ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଖବର ପାଇ […]

Read More Text.