ବିମାନ ସେବା ପ୍ରଭାବିତ, ଦିଲ୍ଲୀରୁ ମୁମ୍ବାଇ ଯାତ୍ରା ପାଇଁ ଦେବାକୁ ପଡ଼ୁଛି ଡବଲ୍ ଭଡ଼ା
ନୂଆଦିଲ୍ଲୀ : ସମଗ୍ର ଦେଶରେ ଇଣ୍ଡିଗୋ ବିମାନ ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଛି । ବିମାନ ଉଡାଣ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ଦୁଇ ଦିନରେ ୩୦୦ ରୁ ଅଧିକ ବିମାନ ବାତିଲ ହୋଇସାରିଲାଣି । ଆଉ ଏଥିପାଇଁ ଦିଲ୍ଲୀରୁ ମୁମ୍ବାଇ ଯାତ୍ରା ଏବେ ମହଙ୍ଗା ହୋଇଛି । ବିମାନ ଭଡ଼ା ହଠାତ୍ ବଢିଯାଇଛି । ଆଜି ଦିଲ୍ଲୀରୁ ମୁମ୍ବାଇକୁ ସର୍ବନିମ୍ନ ଭଡ଼ା ୨୧, ୧୫୯ ଟଙ୍କା ରହିଥିବା ବେଳେ କିଛି ବିମାନ ଭଡ଼ା ୩୮,୬୭୬ […]
Read More Text.