Img 20251204 wa0177

ସଦ୍‌ଭାବନା ସମିତିର ମାସିକ ସନ୍ଥ ଦିବସ ପାଳିତ

ବାରିପଦା: ଭଗବାନ ସବୁ କାମ ନିଜେ କରନ୍ତିନି । କିଛି କାମ ତାଙ୍କ ପ୍ରିୟଜନଙ୍କ ଦ୍ୱାରା କରାଇ ନିଅନ୍ତି । ପ୍ରଶ୍ନ ଆସେ ତାଙ୍କ ପ୍ରିୟଜନଙ୍କ ଭିତରେ ମୁଁ ଗଣା କି ନୁହେଁ । ପ୍ରକୃତରେ ମୁଁ ଆଇରନ୍ ମେନ୍ ନା ସାଇରନ୍ ମେନ୍ ପ୍ରଶ୍ନ ଉପରେ ସଦ୍‌ଭାବନା ସମିତିର ୫୮୮ତମ ମାସିକ ସନ୍ଥ ଦିବସ ସ୍ଥାନୀୟ ଗୋପବନ୍ଧୁ ଭବନ ଠାରେ ସଦସ୍ୟ ସନ୍ଦୀପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ପବିତ୍ର ପୂର୍ଣ୍ଣମୀ ତିଥିରେ ପାଳିତ ହୋଇଯାଇଛି । […]

Read More Text.
Img 20251204 wa0161

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫ ଆୟୋଜନ ସମ୍ପର୍କିତ ପ୍ରସ୍ତୁତି ବୈଠକ 

ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ପ୍ରକୋଷ୍ଠରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫ ଆୟୋଜନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକ ପ୍ରାରମ୍ଭରେ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ଶ୍ରୀ ମାନସ ରଞ୍ଜନ ସାହୁ ଉପସ୍ଥିତ ଅନ୍ୟ ଅଧିକାରୀଙ୍କୁ ସ୍ୱାଗତ କରିବା ସହ ମେଳା ସମ୍ବନ୍ଧରେ ସବିଶେଷ ସୂଚନା ଦେଇଥିଲେ । ବୈଠକର ନିଷ୍ପତି ଅନୁଯାୟୀ ଚଳିତ ଡିସେମ୍ବର ମାସ ୧୯ […]

Read More Text.
Img 20251204 wa0140

ରାସଗୋବିନ୍ଦପୁର ବିମାନବନ୍ଦର ଜମି ଅଧିଗ୍ରହଣ ସମ୍ପର୍କିତ ବୈଠକ

ବାରିପଦା: ଐତିହାସିକ ରାସଗୋବିନ୍ଦପୁର ବିମାନବନ୍ଦର ପ୍ରକଳ୍ପକୁ ଅବିଳମ୍ବେ ଶେଷ କରିବା ପାଇଁ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏଯାବତ୍ ଏନେଇ ଥିବା ଜମିଜମା ହସ୍ତାନ୍ତର ମାମଲାକୁ ଅନୁଧ୍ୟାନ ପାଇଁ ବେସାମରିକ ବିମାନ ଚଳାଚଳ ଉପଦେଷ୍ଟା ସୁରେଶ ଚନ୍ଦ୍ର ହୋତା, ଜମି ଅଧିଗ୍ରହଣ ଅଧିକାରୀ ଉମାକାନ୍ତ ବାରିକକୁ ନେଇ ଗଠିତ ବିଶେଷଜ୍ଞ କମିଟି ଆଜି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନେତ୍ରାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଜିଲ୍ଲା ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଉକ୍ତ ପ୍ରକଳ୍ପ […]

Read More Text.
Img 20251203 wa0154

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ – ୨୦୨୫ “ସମ୍ଭବ” ପାଳିତ 

ବାରିପଦା : ମୁର୍ଗାବାଡି ସ୍ଥିତ ବାରିପଦା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଓ ସ୍ବେଛାସେବୀ ସଂଗଠନ ସାଧନାର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ – ୨୦୨୫ “ସମ୍ଭବ” ପାଳିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଦିବ୍ୟାଙ୍ଗ ବ୍ୟକ୍ତି ଓ ଛାତ୍ରଛାତ୍ରୀଙ୍କ ମିଳୁଥିବା ସରକାରୀ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ I ଉଦଯାପନୀ ଉତ୍ସବରେ […]

Read More Text.
Img 20251203 wa0143

 ଦାଵୀ ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ: ଓମସା

ବାରିପଦା: ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ୍( ଓମସା)  ତରଫରୁ  ୧୩ ଦଫା ଦାବି ନେଇ ୧୮ ସେପ୍ଟେମ୍ବର , ୨୦୨୪ ରୁ ମୁଖ୍ୟମନ୍ତ୍ରୀ,,ସ୍ବାସ୍ଥ୍ଯମନ୍ତ୍ରୀ,ସ୍ଵାସ୍ଥ୍ୟ ସଚିବଙ୍କୁ ଦାବି ପ୍ରଦାନ ଏବଂ ବହୁବାର ଆଲୋଚନା  ସତ୍ବେ ଆଜିଯାଏଁ ସେମାନଙ୍କ ନିର୍ଯ୍ଯ ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି ।ଖାଲି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ।ଇତି ମଧ୍ୟରେ ୫ ଥର ରୁ ଅଧିକତର ସ୍ବାସ୍ଥ୍ୟ ମନ୍ତ୍ରୀ ଏବଂ ସଚିବଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ସରକାର ଅଣଦେଖା କରୁଛନ୍ତି  ।ତେଣୁ ଓମସା ରାଜ୍ୟ […]

Read More Text.

ବ୍ଲକ୍‌ସ୍ତରୀୟ ଭିନ୍ନକ୍ଷମ ଦିବସ ପାଳିତ

ବନ୍ତ/ଆଗରପଡ଼ା:ବନ୍ତ ବ୍ଲକ ସଦର ମୋହକୁମାସ୍ଥିତ ମହତାବ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭୀନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ବ୍ଲକ ସମ୍ବଳ ଶିକ୍ଷୟିତ୍ରୀ ଟୁନାବାଳା ଦାସଙ୍କ ଦ୍ୱାରା ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ବନ୍ତ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଡ଼ ସୁଭେନ୍ଦ୍ର କୁମାର ମିଶ୍ର,ନାରାୟଣ ଲେଙ୍କା, କୃତୀ ଶିକ୍ଷକ ଭାଷ୍କର ଚନ୍ଦ୍ର ପାଢ଼ୀ ପ୍ରମୁଖ ଯୋଗ ଦେଇ ଭଗବାନଙ୍କ ସୃଷ୍ଟିରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ କୈାଣସି ଗୁଣରେ ନିମ୍ନ ନୁହଁନ୍ତି । ସେମାନଙ୍କ ମଧ୍ୟରେ […]

Read More Text.
Photo for the news of pratik

କୁନି କ୍ରୀଡ଼ାବିତ୍ ସାକ୍ୟ ପ୍ରତୀକଙ୍କୁ ମହତାବ ସମ୍ମାନ

ବନ୍ତ/ଆଗରପଡ଼ା:କୁନି କ୍ରୀଡ଼ାବିତ୍ ସାକ୍ୟ ପ୍ରତୀକ ବେହେରାଙ୍କୁ ମିଳିଛି ମହତାବ ସମ୍ମାନ-୨୦୨୫ ।ସ୍ଥାନୀୟ ହେମପଦ୍ମ ଗାଲାକ୍ସିରେ ଆୟୋଜିତ ଜିଲ୍ଲାସ୍ତରୀୟ ମହତାବ ଜୟନ୍ତି ଉତ୍ସବରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଡାକ୍ତର ଦାମୋଦର ପଣ୍ଡା, ଆଡ଼ଭୋକେଟ ମନୋଜ ରାୟ ପ୍ରମୁଖ ଯୋଗଦେଇ ସାକ୍ୟ ପ୍ରତୀକଙ୍କୁ ଅର୍ଥରାଶି, ମାନପତ୍ର ସହ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଆଗରପଡ଼ାସ୍ଥିତ ଟିକିରା ଗ୍ରାମବାସୀ ସାମ୍ବାଦିକ ମନୋଜ ବେହେରା ଓ ସ୍ୱପ୍ନା ସୋନାଲିକାଙ୍କ ବଡ଼ ପୁଅ ସାକ୍ୟ ପ୍ରତୀକ ସ୍ଥାନୀୟ କୃଷ୍ଣଚରଣ […]

Read More Text.
Modi putin 1

ଭାରତରେ ରୁଷ ରାଷ୍ଟ୍ରପତି ପୁଟିନ, ଆଲିଙ୍ଗନ କରି ସ୍ବାଗତ କଲେ ମୋଦି

ନୂଆଦିଲ୍ଲୀ : ଭାରତରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଦିଲ୍ଲୀର ପାଲମ ବିମାନବନ୍ଦରରେ ଓହ୍ଲାଇଛନ୍ତି ରୁଷ ରାଷ୍ଟ୍ରପିତ ଭ୍ଲାଦିମିର ପୁଟିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋଟୋକଲ ଭାଙ୍ଗି ପୁଟିନଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ପୁଟିନଙ୍କୁ ସ୍ୱାଗତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବିମାନ ବନ୍ଦରରେ ପହଞ୍ଚିଥିଲେ । ପୁଟିନ ଓହ୍ଲାଇବା ମାତ୍ରେ ତାଙ୍କ ପାଇଁ ରେଡ୍ କାର୍ପେଟ୍ ବିଛା ଯାଇଥିଲା । ମୋଦି ଖୁସି ହୋଇ ପୁଟିନଙ୍କୁ ଆଲିଂଘନ କରିବା […]

Read More Text.
Haryana

ଲେଡି ସାଇକୋ କିଲର୍ ଗିରଫ, ନିଜ ପୁଅ ସେମତ ନେଇଥଲା ବହୁ ଶିଶୁଙ୍କ ଜୀବନ

ହରିୟାଣା : ସୁନ୍ଦର ଦିଶିବାକୁ ନେଇ ନିଜ ଭାଣେଜି ଓ ପୁଅକୁ ହତ୍ୟା କରିବା ଘଟଣା ଏବେ ଚାରିଆଡେ ଚାଞ୍ଚଲ୍ୟ ଖେଳାଇଦେଇଛି । ହରିୟାଣାର ପାନିପତ ଜିଲ୍ଲା ନୌଲ୍ଥା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ଇର୍ଷାରେ ନିରୀହ ଶିଶୁଙ୍କୁ ହତ୍ୟା କରିଛନ୍ତି ଜଣେ ମହିଳା । ପାନିପତ ପୋଲିସ ମହିଳାଙ୍କୁ ଗିରଫ କରିଛି । ସୂଚନା ମୁତାବକ, ନବୀନ ୨୦୧୯ ମସିହାରେ ପାଣିପତର ସିୱାହ ଗ୍ରାମର ବାସିନ୍ଦା ପୁନମଙ୍କୁ […]

Read More Text.
Sushma swaraj

ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୌଶଲଙ୍କ ବିୟୋଗ

ନୂଆଦିଲ୍ଲୀ: ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସ୍ୱାମୀ ତଥା ବିଜେପି ସାଂସଦ ବାଂସୁରୀ ସ୍ୱରାଜଙ୍କ ବାପା ସ୍ୱରାଜ କୌଶଲଙ୍କ ପରଲୋକ । ତାଙ୍କ ବିୟୋଗ ନେଇ ଦିଲ୍ଲୀ ଭାରତୀୟ ଜନତା ପାର୍ଟି ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛି । ସେ ମିଜୋରାମର ପୂର୍ବତନ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ । ଦିଲ୍ଲୀର ଲୋଧୀ ରୋଡ୍ ଶ୍ମଶାନ ଘାଟରେ ତାଙ୍କର ଅନ୍ତମ ସଂସ୍କାର କରାଯାଇଛି । ୭୩ ବର୍ଷରେ ଦୁନିଆରୁ ବିଦାୟ ନେଇଥିବା ସ୍ୱରାଜ କୌଶଲ ଜଣେ […]

Read More Text.