ଟିକେଟ ପାଇଁ ଶୀତ କାକରରେ ସାରା ରାତି ଅପେକ୍ଷା କଲେ କ୍ରିକେଟ୍ ପ୍ରେମୀ
ଭୁବନେଶ୍ବର: ବାରବାଟୀ ମ୍ୟାଚ ଟିକେଟ୍ ପାଇଁ ଅସମ୍ଭାଳ ଭିଡ଼ । ଆଜିଠାରୁ ଅଫ ଲାଇନରେ କାଉଣ୍ଟରରେ ୧୦ ହଜାର ଟିକେଟ୍ ବିକ୍ରୀ ହେବ। ଜଣଙ୍କୁ ଦି ଖଣ୍ଡ ଟିକେଟ୍ । ଦି ଟି ଟିକେଟ୍ ପାଇଁ ରାତିରୁ ଷ୍ଟାଡିୟମ ନିକଟରେ ଜମା ହୋଇଛନ୍ତି କ୍ରିକେଟ୍ ପ୍ରେମୀ । ବାରିକେଡରେ ଧାଡ଼ି ବାନ୍ଧି ଠିଆ ହୋଇଛନ୍ତି କ୍ରିକେଟ୍ ପ୍ରେମୀ । ଆଜି ସକାଳ ୬ଟାରେ ବ୍ୟାରିକେଡ୍ ଭିତରେ ଧାଡ଼ିରେ ରହିବାକୁ ଦିଆଯିବ ବୋଲି ପୋଲିସ ପକ୍ଷରୁ ପୂର୍ବରୁ କୁହାଯାଇଥିଲା । […]
Read More Text.