ଦାଦା ବଟି ନ ଦେବାରୁ ଇଂଜିନିୟରଙ୍କୁ ଛୁରାମାଡ
ଭୁବନେଶ୍ୱର : ଶିଶୁପାଳଗଡ଼ର ଇଲା ସାହିରେ ଛୁରାମାଡ । ଜଣେ ସିଭିଲ ଇଂଜିନିୟରଙ୍କୁ ଛୁରାମାଡ । ଘର ସାମ୍ନାରେ ଚାରି ଜଣ ଦୁର୍ବୃତ୍ତ ଛୁରାମାଡ କରିଛନ୍ତି । ଥାନାରେ ଅଭିଯୋଗ କରିବାରୁ ଛୁରାମାଡ । ସିଭିଲ ଇଞ୍ଜିନିୟର ବିଜୟ କୁମାର ସାହଙ୍କୁ ଛୁରାମାଡ । ବିଜୟ ମୁମ୍ବାଇରେ କାମ କରନ୍ତି । ସେ ଭୁବନେଶ୍ୱର ଆସିଥିବା ବେଳେ ତାଙ୍କ ଘର ସାମ୍ନାରେ ଛୁରାମାଡ କରିଥିଲେ ଦୁର୍ବୃତ୍ତ । ଦାଦାବଟିକୁ କେନ୍ଦ୍ର କରି ଏଭଳି ଛୁରାମାଡ କରିଛନ୍ତି ଦୁର୍ବୃତ୍ତ । […]
Read More Text.