ଜ୍ଞାନ ଆହୋରଣ ପାଇଁ ଶହେ ଜଣିଆ କିଶୋରୀ ଦଳଙ୍କ ଆନ୍ତଃଜିଲ୍ଲା ପରିଦର୍ଶନ
ବାରିପଦା: ମହିଳା ଓ ଶିଶୁ ବିକାଶ ବିଭାଗର ଆଦବିକା ଯୋଜନାରେ ଜ୍ଞାନ ଆରୋହଣ ପରିଭ୍ରମଣରେ ମୟୂରଭଞ୍ଜର ୧୦୦ କିଶୋରୀ ବାଳିକା ଖୋର୍ଦ୍ଧା ଜିଲ୍ଲାକୁ ଯାଇ ଆଜି ଜିଲ୍ଲାକୁ ପ୍ରତ୍ୟାବର୍ତନ କରିଛନ୍ତି । ପରିଭ୍ରମଣ ସମୟରେ ଖୋର୍ଦ୍ଧାସ୍ଥିତ ୱାର୍ଲଡ ସ୍କିଲ ସେଣ୍ଟର ଓ ସରକାରୀ ଆଇଟିଆଇ ଅନୁଷ୍ଠାନ ପରିଦର୍ଶନ କରି ଅନୁଷ୍ଠାନର ପ୍ରଶିକ୍ଷକ ମାନଙ୍କ ପାଖରୁ ବୈଷୟିକ କୌଶଳ ତାଲିମ ଓ ଆତ୍ମ ରୋଜଗାରକ୍ଷମ ସମ୍ପର୍କରେ ପଚାରି ବୁଝିଥିଲେ । ସେହିପରି କଳିଙ୍ଗ ଷ୍ଟାଡ଼ିୟମଠାରେ ଉନ୍ନତମାନର ଆନ୍ତର୍ଜାତିକ ଖେଳ […]
Read More Text.