ବଲାଙ୍ଗୀରରେ ଖୋଲିନି ମଣ୍ଡି, ଧାନ ବିକ୍ରି କରିନପାରି ଚିନ୍ତାରେ ଚାଷୀ
ବଲାଙ୍ଗୀର: ବଲାଙ୍ଗୀର ଜିଲାରେ ଧାନ ମଣ୍ତି ଖୋଲିନଥିବାରୁ ଚାଷୀମାନଙ୍କୁ ଧାନ ବିକ୍ରୟ କରିବାରେ ସମସ୍ୟା ଉପୁଜିଛି। ଏହି ବିଷୟକୁ ନେଇ ବିଧାୟକ କଳିକେଶ ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସମଗ୍ର ଜିଲାରେ ଧାନ ଅମଳ ସରିଯାଇଛି। ଜିଲାରେ ତୁରନ୍ତ ଧାନ ମଣ୍ତି ଖୋଲିବା ପାଇଁ ବିଧାୟକ ଦାବି କରିଛନ୍ତି। ପଞ୍ଜିକୃତ ଚାଷୀମାନେଙ୍କୁ ସମୟସୀମା ମଧ୍ୟରେ ଟୋକନ୍ ପ୍ରଦାନ କରିବା ସହ ବେଆଇନ ଭାବରେ ଚାଷୀଙ୍କ […]
Read More Text.