ଭାରତୀୟ ସେନାକୁ ମିଳିଲା ଶେଷ ଆପାଚେ ହେଲିକପ୍ଟର, ଖୁବ୍ ଶୀଘ୍ର ଯୋଧପୁର ୪୫୧ ଆର୍ମି ଏଭିଏସନ୍ ସ୍କ୍ବାଡ୍ରନରେ ହେବ ମୁତୟନ
ନୂଆଦିଲ୍ଲୀ: ଭାରତୀୟ ସେନାକୁ ବଳକା ତିନୋଟି ବୋଇଂ ଆପାଚେ ଆକ୍ରମଣକାରୀ (ଏଏଚ୬୪ଇ) ହେଲିକପ୍ଟର ମିଳିଛି । ଖୁବ୍ ଶୀଘ୍ର ହେଲିକପ୍ଟରଟି ଯୋଧପୁର ସ୍ଥିତ ସେନାର ୪୫୧ ଆର୍ମି ଏଭିଏସନ୍ ସ୍କ୍ବାଡ୍ରନ୍ ସହିତ ଯୋଗଦେବ ବୋଲି ସୂଚନା ମିଳିଛି । ସେନା ସୂଚନା ଅନୁଯାୟୀ, ଆଗାମୀ ଦିନରେ ସମାବେଶ, ମିଳିତ ଯାଞ୍ଚ ଏବଂ ଅନ୍ୟାନ୍ୟ ଔପଚାରିକତା ସମାପ୍ତ ହେବା ପରେ ହେଲିକପ୍ଟରଗୁଡ଼ିକୁ ଯୋଧପୁରରେ ମୁତୟନ କରାଯିବ । ଆଣ୍ଟୋନୋଭ ଏଏନ-୧୨୪ ବିମାନରେ ହେଲିକପ୍ଟରଗୁଡ଼ିକୁ ଭାରତ ଅଣାଯାଇଥିଲା । ଭାରତ ପୂର୍ବରୁ […]
Read More Text.