ବାଦାମପାହାଡ଼ ଏସଏସଡି ବାଳିକାବିଦ୍ୟାଳୟରେ ଅବ୍ୟବସ୍ଥା; ବାୟମେଟ୍ରିକ ସମସ୍ୟା ପାଇଁ ଛାତ୍ରୀଙ୍କୁ ବିଦ୍ୟାଳୟ ମନା
ବାରିପଦା: ଅଧାରୁ ପାଠ ଛାଡ଼ିଥିବା ଓ ଆଦୌ ବିଦ୍ୟାଳୟ ଆସିନଥିବା ପିଲାଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ଦିଗରେ ଯୋଜନା ସରକାର କରୁଛନ୍ତି କିନ୍ତୁ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ର ବ୍ଲକ ବାଦାମପାହାଡ଼ ଏସଏସଡି ବାଳିକା ଏହା ବ୍ୟତିକ୍ରମ ଦେଖିବାକୁ ମିଳିଛି l ଛାତ୍ରୀ ମାନକ ବାସ୍କେ ର ବାୟମେଟ୍ରିକ ଫିଙ୍ଗର ର ସମସ୍ୟା ଯୋଗୁଁ ବିଦ୍ୟାଳୟ କୁ ଆସିବା ମନା କରିଦେଇଛନ୍ତି l ପ୍ରାୟ ୪/୫ମାସ ହେବ ବିଦ୍ୟାଳୟ ଯାଇ ନାହିଁ l ସେ ୬ଶ୍ରେଣୀ ରୁ […]
Read More Text.