55dc64e9 d1a4 4ba0 a649 f9be9f9e0cdd

ଦୁର୍ଲଭ ଆୟୁର୍ବେଦିକ ପାଣ୍ଡୁଲିପିର ଡିଜିଟାଇଜେସନ ପାଇଁ ସିସିଆରଏଏସ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର, ୩୧/୧(ନିପ୍ର) : ଭାରତର ଚିକିତ୍ସା ଐତିହ୍ୟକୁ ସୁରକ୍ଷିତ ରଖିବା ଏବଂ ଏହାର ପ୍ରଚାର ପ୍ରସାର ପାଇଁ ଏକ ଏତିହାସିକ ପଦକ୍ଷେପ ସ୍ୱରୂପ, ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବାକେନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଅନୁସନ୍ଧାନ ପରିଷଦ (ସିସିଆରଏଏସ) ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତହୋଇଅଛି । ଏହି ଚୁକ୍ତି ଅନୁଯାୟୀ, ଦକ୍ଷିଣ ଓଡ଼ିଶା ସାଂସ୍କୃତିକ ଅଧ୍ୟୟନ କେନ୍ଦ୍ର (ଏସଓସିଏସସି) ରେ ସଂରକ୍ଷିତ ଦୁର୍ଲଭ ଆୟୁର୍ବେଦିକ ପାଣ୍ଡୁଲିପି ଏବଂ ତାଳପତ୍ର ପୋଥିଗୁଡ଼ିକର ଡିଜିଟାଇଜେସନ, ତାଲିକାକରଣ ଏବଂ ପ୍ରକାଶନ କରାଯିବ। […]

Read More Text.
IMG 20260130 WA0218

ମହାରାଜା ଶ୍ରୀରାମନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ସାମାଜିକ କାର୍ଯ୍ୟ ବିଭାଗ ତ୍ରିଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦଯାପିତ 

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ଵବିଦ୍ୟାଳୟ ସାମାଜିକ କାର୍ଯ୍ୟ ବିଭାଗ ଦ୍ଵାରା ଆୟୋଜିତ ତ୍ରିଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦଯାପିତ ହୋଇଯାଇଛି। ଆବାହକ ସହକାରୀ  ପ୍ରଫେସର ଶୁଭେନ୍ଦୁ ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏବଂ ଉଦଜାପନୀ ସମାରୋହରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମାଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସମାଜର ପ୍ରଗତି ପାଇଁ ସାମାଜିକ କାର୍ଯ୍ୟ ବିଭାଗର ଭୂମିକା ସମ୍ବଦ୍ଧରେ ବକ୍ତବ୍ୟ ରଖିଥିଲେ । ସ୍ଵତନ୍ତ୍ର ଅତିଥି ଭାବରେ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ଵ ବିଭାଗରେ କାର୍ଯ୍ୟ […]

Read More Text.
IMG 20260130 WA0204

ଉତ୍କଳ ସର୍ବୋଦୟ ମଣ୍ଡଳ ମୟୁରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ  ବଳିଦାନ ଦିବସ ପାଳିତ

ବାରିପଦା : ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସର ରେ ବାରିପଦା ଗାନ୍ଧୀପାର୍କ ଠାରେ ଉତ୍କଳ ସର୍ବୋଦୟ ମଣ୍ଡଳ ମୟୁରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ 78 ତମ ବଳିଦାନ ଦିବସ ପାଳିତ ହୋଇଯାଇଛି.  ଉତ୍କଳ ସର୍ବୋଦୟ ମଣ୍ଡଳର ରାଜ୍ୟ ସମ୍ପାଦକ ଆର୍ଯ୍ୟଭଟ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ଦିବସ ପାଳନରେ ବିଶିଷ୍ଟ ଗାନ୍ଧିବାଦୀ ଶରତ ଚନ୍ଦ୍ର ନାୟକ, ଚିତ୍ତ ରଞ୍ଜନ ଦାସ, ଦୀପକ କୁମାର ନାୟକ, ଦିଲ୍ଲୀପ ପତ୍ର, ସାରଦା ପ୍ରସାଦ ବାରିକ, […]

Read More Text.
IMG 20260130 WA0197

ଜାତୀୟ ସର୍ବ କନିଷ୍ଠ ଖୋ ଖୋ ପ୍ରତିଯୋଗିତା: ଓଡିଶା ଟିମରେ ଦୁଇ ଭାଇ ଲବ ଓ କୁଶ 

ବାରିପଦା : କୁରୁକ୍ଷେତ୍ର, ହରିୟାଣା ଠାରେ ଅନୁଷ୍ଠିତ ହେବାକୁ ଥିବା ୩୫ ତମ ସର୍ବ କନିଷ୍ଠ ଜାତୀୟ ଖୋ ଖୋ ପ୍ରତିଯୋଗିତାରେ ଓଡିଶା ଦଳରେ ସ୍ଥାନ ପାଇ ନିଜ ବିଦ୍ୟାଳୟ, ଅଂଚଳ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି I ଜଗତସିଂହପୁର ଠାରେ ଅନୁଷ୍ଠିତ ୧୭ ତମ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଉତ୍କୃଷ୍ଟ ଖେଳର ପ୍ରଦର୍ଶନ କରି ଦୁହେଁ ଓଡିଶା ଦଳରେ ସ୍ଥାନ ପାଇଛନ୍ତି I କୁଳିଅଣା ବ୍ଲକ ଅନ୍ତର୍ଗତ ଚାଲୁଣିଆ ଗ୍ରାମ ନିବାସୀ ରାମଚନ୍ଦ୍ର ମୁର୍ମୁ […]

Read More Text.
IMG 20260130 WA0168

ବାରିପଦାରେ ଜିଲ୍ଲାସ୍ତରୀୟ ଶହୀଦ ଦିବସ-୨୦୨୬ ପାଳିତ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଆଜି ପୂର୍ବାହ୍ନ ୧୧ ଘଟିକା ସମୟ ରେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ  ଜିଲ୍ଲା ସ୍ତରୀୟ ଶହୀଦ ଦିବସ -୨୦୨୬ ପାଳିତ ହୋଇଯାଇଛି।ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ ତଥା ଭାରତର ସ୍ୱାଧୀନତା ପାଇଁ ଯେଉଁ ମହାମନୀଷୀ ଗଣ ଦେଶମାତୃକା ପାଇଁ ତା’ଙ୍କ ପ୍ରାଣବଳି ଦେଇଥିଲେ ସେମାନଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରିପ୍ରେକ୍ଷୀରେ ପ୍ରତି ବର୍ଷ ଜାନୁଆରୀ ୩୦ ତାରିଖ […]

Read More Text.
TH29 Jagriti UPG29FGOAO8.2.jpg 1068x601

ଅଜିତ ପୱାରଙ୍କ ମୃତ୍ୟୁ : ତଦନ୍ତ ଆରମ୍ଭ କଲା ସିଆଇଡ଼ି

ମହାରାଷ୍ଟ୍ର: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ମୃତ୍ୟୁ ଘଟଣାରେ ଅପରାଧ ତଦନ୍ତ ବିଭାଗ (CID) ତଦନ୍ତ ଆରମ୍ଭ କରିଛି । ବାରାମତୀରେ ବିମାନ ଦୁର୍ଘଟଣାରେ ପୱାର ଏବଂ ଅନ୍ୟ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା । ଗତ ୨୮ ତାରିଖରେ ପୁଣେ ଜିଲ୍ଲାର ବାରାମତୀରେ ବିମାନ ଦୁର୍ଘଟଣାଜନିତ ମୃତ୍ୟୁ ମାମଲାର CID ତଦନ୍ତ ପାଇଁ ମହାରାଷ୍ଟ୍ର ପୁଲିସ୍ ନିର୍ଦ୍ଦେଶ ଜାରି କରିଛି । ସ୍ଥାନୀୟ ପୁଲିସ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୯୪ ଅନୁଯାୟୀ […]

Read More Text.
Ajit pawar sunetra pawar 301739860 16x9

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁନେତ୍ରା ପୱାର

ମୁମ୍ବଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ମୃତ୍ୟୁ ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପତ୍ନୀ ସୁନେତ୍ରା ପୱାର । ଶନିବାର ସନ୍ଧ୍ୟା ୫ଟାରେ ସୁନେତ୍ରା ଶପଥ ନେବେ । ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ଦାୟିତ୍ଵ ସହ ଅଜିତ ପୱାରଙ୍କ ଦାୟିତ୍ଵରେ ଥିବା ଅବକାରୀ ଏବଂ କ୍ରୀଡ଼ା ବିଭାଗ ସମ୍ଭାଳିବେ । କିନ୍ତୁ ଅର୍ଥ ବିଭାଗ ଅସ୍ଥାୟୀ ଭାବରେ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ପାଖରେ ରହିବ । ମାର୍ଚ୍ଚ ମାସରେ ବଜେଟ ଅଧିବେଶନ ହେବାକୁ ଥିବାରୁ ଫଡନାଭିସଙ୍କ ପାଖରେ ରହିବ […]

Read More Text.
IMG 20260129 WA0179

ପି ପି ପି ଟ୍ରଷ୍ଟର ବନ୍ଧୁ ମିଳନ 

ବାରିପଦା : ବାରିପଦା ନିକଟସ୍ଥ ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ବୁଢାବଳଙ୍ଗ ନଦୀ କୂଳରେ ସ୍ଥିତ ସାନ କୁଲିଢିହା ଗ୍ରାମରେ ପି ପି ପି ଟ୍ରଷ୍ଟର ବନ୍ଧୁମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି I ଏହି ଅଂଚଳରେ ଏକ ହନୁମାନ ବାଟିକାର ନିର୍ମାଣ ସହ ଏକ ପର୍ଯ୍ୟଟନ ସ୍ଥଳୀରେ ପରିବର୍ତ୍ତନ କରିବା ପାଇଁ ଟ୍ରଷ୍ଟ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି I ୧୦୮ ଫୁଟ ଉଚ୍ଚର ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି, ଗୋଶାଳା, ବୃଦ୍ଧାଶ୍ରମ, […]

Read More Text.
IMG 20260129 WA0175

ଜାତୀୟ ଭଲିବଲ ଚମ୍ପିୟାନସିପରେ କୋଚ ମନୋରଞ୍ଜନ ଜୀଉ ସମ୍ବର୍ଦ୍ଧିତ 

ବାରିପଦା : ଉତ୍ତରପ୍ରଦେଶର ବନାରସ ଠାରେ ଅନୁଷ୍ଠିତ ୭୨ ତମ ଜାତୀୟ ଭଲିବଲ ଚାମ୍ପିୟନସିପ ଅବସରରେ ବାରିପଦାର ଭଲିବଲ କୋଚ ମନୋରଞ୍ଜନ ଜୀଉ ( ଗାନ୍ଧୀ ଭାଇ ) ସମ୍ବର୍ଦ୍ଧିତ ହୋଇଛନ୍ତି I ଏହି ଚାମ୍ପିୟନସିପରେ ଓଡିଶା ଭଲିବଲ ଦଳର କୋଚ ତଥା ଓଡିଶା ଭଲିବଲ ଏସୋସିଏସନର ଉପ ସଭାପତିଙ୍କ ନେତୃତ୍ୱରେ ଓଡିଶା ଦଳ ଆନ୍ଧ୍ରପ୍ରଦେଶ, ବିହାର, ତେଲେଙ୍ଗାନା କୁ ପରାସ୍ତ କରିଥିଲା I ଏହି ଅବସରରେ ଶ୍ରୀ ଜୀଉ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ନିକଟ […]

Read More Text.
IMG 20260129 WA0183

ରେଡ଼କ୍ରସ ପକ୍ଷରୁ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ 

ବାରିପଦା:- ଭାରତୀୟ ରେଡ଼କ୍ରସ ସଂସ୍ଥା, ଓଡ଼ିଶା ରାଜ୍ୟ ଶାଖା, ଭୂବନେଶ୍ୱର ଆର୍ଥିକ ସହାୟତାରେ ଭାରତୀୟ ରେଡ଼କ୍ରସ ସଂସ୍ଥା, ଜିଲ୍ଲା ଶାଖା,ମୟୂରଭଞ୍ଜ ତରଫରୁ ଜିଲ୍ଲାର ବିଭିନ୍ନ ବ୍ଳକରେ ଚିକିତ୍ସାଧୀନ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ପ୍ୟାକେଟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଅଛି । ଏହି ଅବସରରେ ୨୯ ଜାନୁଆରୀ, ୨୦୨୬ ରେ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଯକ୍ଷ୍ମା  ବିଭାଗର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାର ଜିଲ୍ଲାପାଳ  ତଥା ଜିଲ୍ଲା ରେଡ଼କ୍ରସର ଅଧ୍ୟକ୍ଷ, ଭାରତୀୟ ରେଡ଼କ୍ରସ ସଂସ୍ଥା, […]

Read More Text.