77888888

ଗୃହରେ ହଟ୍ଟଗୋଳ, ଆସନ୍ତାକାଲି ସକାଳ ୧୧ ଟା ପର୍ଯ୍ୟନ୍ତ ଲୋକସଭା ମୁଲତବୀ

ନୂଆଦିଲ୍ଲୀ: ଲୋକସଭାରେ ରାହୁଲ ଗାନ୍ଧୀଙ୍କ ଭାଷଣ ଲଗାତାର ଦ୍ୱିତୀୟ ଦିନ ପାଇଁ ବାଧାପ୍ରାପ୍ତ ହୋଇଛି। ଅପରାହ୍ନ ୨ଟାରେ, ରାହୁଲ ଗାନ୍ଧୀ ଗୃହରେ ଜଣେ ପୂର୍ବତନ ସେନା ମୁଖ୍ୟଙ୍କ ଦ୍ୱାରା ପ୍ରକାଶିତ ଏକ ଅପ୍ରକାଶିତ ପୁସ୍ତକରୁ ଏକ ଲେଖା ଉପସ୍ଥାପନ କରିଥିଲେ। ସେ କହିଥିଲେ, “ମୋତେ କହିବାକୁ ଦିଅ।” ସେ ଏହା କହିବା ମାତ୍ରେ ଏନଡିଏ ସାଂସଦମାନେ ତାଙ୍କୁ ବାଧା ଦେବା ଆରମ୍ଭ କରିଥିଲେ। ଫଳରେ ଉପବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। […]

Read More Text.
155555 e1770132902445 300x178

ସଂସଦରେ ନାରାବାଜି, ପେପର ଚିରି ଫିଙ୍ଗିବାରୁ ୮ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ଆଜି ସଂସଦରେ ବିରୋଧୀ ପକ୍ଷର ୮ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି । ଚଳିତ ବଜେଟ୍‌ ଅଧିବେଶନରୁ ପୁରା ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟରୁ ଗୃହରେ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ଏହା ପରେ ନାରାବାଜି ଓ ପେପର ଚିରି ଫିଙ୍ଗିବାରୁ ୮ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ହଟ୍ଟଗୋଳ ସମୟରେ ଚେୟାର ଉପରକୁ କାଗଜ ଚିରି ଫିଙ୍ଗିଥିବା ୮ଜଣ ସାଂସଦଙ୍କୁ ସମଗ୍ର […]

Read More Text.
Trump 1 1 300x169

୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ଟାରିଫ ହ୍ରାସ କଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଟାରିଫ ହ୍ରାସ କଲା ଆମେରିକା । ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କଲେ ଡୋନାଲ୍ଡ ଟ୍ରମ୍ପ ।  ଆଗକୁ ପୂରା ୨୫ ପ୍ରତିଶତ ହ୍ରାସ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ପରେ ଟାରିଫ ହ୍ରାସ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରୁଥ ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି ଟ୍ରମ୍ପ । ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ୨୫% ରୁ କମାଇ ୧୮% କରାଯାଇଥିବା ଘୋଷଣା କରିଛନ୍ତି। ଏହା ବଦଳରେ ଭାରତ […]

Read More Text.
3

ମନୀଷୀଙ୍କ ଆଦର୍ଶରେ ଗଢ଼ା ହେଉ ଜୀବନ: ରାଜଭବନ ସ୍କୁଲରେ ‘ପୂଜ୍ୟପୂଜା’ର ଆହ୍ୱାନ

ଭୁବନେଶ୍ୱର, ୦୩/୦୨: ଓଡ଼ିଶାର ବରେଣ୍ୟ ମନୀଷୀମାନଙ୍କ ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନ ଗଠନ କରିବା ପାଇଁ ସ୍ଥାନୀୟ ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ପୂଜ୍ୟ ପୂଜା ଓଡ଼ିଶା’ ପକ୍ଷରୁ ଆହ୍ୱାନ ଦିଆଯାଇଛି। ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସଂଯୁକ୍ତା ଷଡ଼ଙ୍ଗୀ  ଅଧ୍ୟକ୍ଷତା କରିଥିଲେ | ଏହି କାର୍ଯ୍ୟକ୍ରମରେ ‘ପୂଜ୍ୟ ପୂଜା ଓଡ଼ିଶା’ର ସମ୍ପାଦକ ତଥା ବିଶିଷ୍ଟ ସାରସ୍ୱତ ସଂଗଠକ ରମାକାନ୍ତ ମିଶ୍ର ମୁଖ୍ୟ ବକ୍ତା ଓ ଆଲୋଚକ […]

Read More Text.
Dalailama n

୯୦ ବର୍ଷ ବୟସରେ ଦଲାଇ ଲାମା ଜିତିଲେ ଗ୍ରାମୀ ଆୱାର୍ଡ

ନୂଆଦିଲ୍ଲୀ: ଗ୍ରାମୀ ଆୱାର୍ଡ ଜିତିଲେ ଦଲାଇ ଲାମା । ୯୦ ବର୍ଷ ବୟସରେ ମ୍ୟୁଜିକର ସବୁଠୁ ବଡ଼ ଆୱାର୍ଡ ଜିତିଛନ୍ତି ତିଦ୍ଦତୀୟ ଧର୍ମଗୁରୁ ଦଲାଇ ଲାମା । ତାଙ୍କର ଆଲବମ୍ ମେଡିଟେସନ୍- ଦ ରିଫ୍ଲେକ୍ସନ ଅଫ୍ ହିଜ୍ ହଲିନେସ୍ ଦ ଦଲାଇ ଲାମା ପାଇଁ ଏହି ଆୱାର୍ଡ ପାଇଛନ୍ତି । ଏହି ଆଲବମ୍ ସ୍ପୋକେନ୍ ୱାର୍ଡ ଏବଂ ଗ୍ରାମୀର ସର୍ବୋତ୍ତମ ଅଡିଓ ବୁକ୍ , ନାରେସନ ଓ ଷ୍ଟୋରି ଟେଲିଂ ବର୍ଗରେ ଜିତିଛି । ଏଥିରେ ଦଲାଇ […]

Read More Text.
War

ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ, ୧୫ ମୃତ

ନୂଆଦିଲ୍ଲୀ: ରୁଷିଆ କିୱି ସହର ଉପରେ ବଡ଼ ଆକ୍ରମଣ କରିଛି । ନିପ୍ରୋରେ ରୁଷିଆ ଡ୍ରୋନ୍ ଦ୍ବାରା ଏକ ବସକୁ ଆକ୍ରମଣ କରାଯାଇଥିଲା । ଏହି ବସରେ ଖଣି ଶ୍ରମିକମାନ ଯାଉଥିବାବେଳେ ତାଙ୍କୁ ଟାଗ୍ରେର୍ଟ କରାଯାଇଥିଲା । ଏହି ଟାର୍ଗ୍ରଟରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି । ଏଥିସହ ବସକୁ ମଧ୍ୟ ନିଆଁ ଲଗାଇଦେଇଥିଲେ, ଯାହାକୁ ପରେ ଲିଭାଇ ଦିଆଯାଇଥିଲା । ୟୁକ୍ରେନର ବଡ଼ ଘରୋଇ କମ୍ପାନୀ, DTEK କହିଛି ଯେ ବସ୍ […]

Read More Text.

ନିଷ୍ପେଷିତ ଠିକାଦାରଙ୍କୁ ସମାନ ଅଧିକାର ପ୍ରଦାନ ନେଇ ଗଠନ ହେବ ଭଞ୍ଜସେନା ଜିଲ୍ଲା ଠିକାଦାର ଶାଖା

ବାରିପଦା : ସବୁ କିଛି ସମ୍ଭାର ଥାଇ ମଧ୍ଯ ଜିଲ୍ଲାରେ ନିଯୁକ୍ତି ର କୌଣସି ସୁଯୋଗ ସମ୍ଭାବନା ନଥିବା ଯୋଗୁଁ ଜିଲ୍ଲାର ଯୁବସମାଜ ଆଜି ବିଷାଦଗ୍ରସ୍ତ |କିଛି ଜଣ ଜିଲ୍ଲା ମଧ୍ୟରେ ରହି ରୋଜଗାର ପାଇଁ ଦିନରାତି ପରିଶ୍ରମ କରୁଥିବା ବେଳେ ଆଉ ବହୁ ବେରୋଜଗାର ରୋଜଗାର ଆଶାରେ ବାହାର ଜିଲ୍ଲା ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି | ତାହାକୁ ଦୃଷ୍ଟିରେ ରଖି ଭଞ୍ଜସେନା ପକ୍ଷରୁ କୃଷକ  ମାନଙ୍କର ସମସ୍ୟା ସମାଧାନ ସହିତ”ଅସରନ୍ତି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ର […]

Read More Text.
IMG 20260201 WA0214

୧୨ରେ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ସମୂହଙ୍କ ପକ୍ଷରୁ ସର୍ବଭାରତୀୟ ସାଧାରଣ ଧର୍ମଘଟ

୧୨ ଫେବୃଆରୀ ଦେଶବ୍ୟାପୀ ସାଧାରଣ ଧର୍ମଘଟ ସଫଳ କର… ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ସମୂହ, ମୟୂରଭଞ୍ଜ ବାରିପଦା : ଶ୍ରମିକ ବିରୋଧୀ ୪ଟି ଶ୍ରମ କୋର୍ଡ ଓ ଆଇନ୍ ର ପ୍ରତ୍ୟାହାର, ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା, ସ୍କିମ ଓରକର ଯଥା ଅଙ୍ଗନବାଡି, ଆଶା, ପାଚିକା, ଗ୍ରାମ ପଞ୍ଚାୟତ କର୍ମଚାରୀ କୁ ଶ୍ରମିକ ମାନ୍ୟତା, ମାସିକ ୨୮ ହଜାର ଟଙ୍କା ସର୍ବନିମ୍ନ ମଜୁରୀ ଲାଗୁ, ଶ୍ରମିକ ବିରୋଧୀ ଶ୍ରମ ଶକ୍ତି ନୀତି […]

Read More Text.
IMG 20260201 WA0218

ଜାତୀୟ ସ୍ତରୀୟ ଦିବାରାତ୍ର ଗୋଶାଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଶେଷ

ବାରିପଦା: ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀ ଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୨ୟ ବାର୍ଷିକ ଜାତୀୟ ସ୍ତରୀୟ ଦିବାରାତ୍ର ଗୋଶାଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୧୫ ତାରିଖରୁ ମାର୍ଚ୍ଚ ୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି ବୋଲି ଆୟୋଜନ କମିଟିର ସଭାପତି ସୌମ୍ୟ ରଞ୍ଜନ ମିଶ୍ର ଜଣାଇଛନ୍ତି I ୧୦ ଟି ଦଳକୁ ନେଇ ଅନୁଷ୍ଠିତ ହେବାକୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ନିଲାମୀ ପ୍ରକ୍ରିୟା ବାଲେଶ୍ୱର […]

Read More Text.
IMG 20260201 WA0243

ପେଟ ଓ ପରିବାରରେ ସୀମିତ ସମାଜ ସଂସ୍କାରକ ନୁହେଁ-ସନ୍ଥବାଣୀ

ବାରିପଦା : ସ୍ଥାନୀୟ ଗୋପବନ୍ଧୁ ଭବନ ଠାରେ ପୂର୍ଣ୍ଣିମା ତିଥିରେ ସଦ୍‌ଭାବନା ସମିତିର ଦେଶରେ ନିଆରା ୫୬୦ତମ ମାସିକ ସନ୍ଥ ଦିବସ ସଦସ୍ୟ ସନ୍ଦୀପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଏ ମାସରେ ଆବିର୍ଭାବ ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ରାମକୃଷ୍ଣ ପରମହଂସଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ସନ୍ଥବାଣୀ ‘ପେଟପାଟଣା ଓ ପରିବାରରେ ସୀମିତ ନରହି, ମୁଁ ଭଲ ହେଲେ ସମାଜରୁ ଜଣେ ଅପରାଧ ସଂଖ୍ୟା କମିଯିବ’ ଏ ମାସର ଆଲୋଚନା […]

Read More Text.