ହୋଲସେଲରେ ଆଳୁ କେଜି ୫ ଟଙ୍କା, ଦୋକାନରେ ୨୦: ଚଢ଼ା ଦରରେ ଆଳୁ କିଣୁଛନ୍ତି ଗ୍ରାହକ

ଭୁବନେଶ୍ୱର : ହୋଲସେଲରେ ଆଳୁ କିଲେ ୫ ଟଙ୍କା , ଦୋକାନରେ ୨୦ । ରାଜ୍ୟରେ ଆଳୁ ଦରକୁ ନେଇ ଦୁଇଟି ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି । ଗୋଟିଏ ପଟେ ଆବଶ୍ୟକତାଠାରୁ ଅଧିକ ଷ୍ଟକ୍ ଓ ଉତ୍ପାଦନ ଥିବା ଦାବି, ଅନ୍ୟପଟେ ବଜାରରେ ଗ୍ରାହକ ଚଢ଼ା ଦରରେ ଆଳୁ କିଣିବାକୁ ବାଧ୍ୟ ହେଉଛନ୍ତି ।  ହୋଲସେଲ ଓ ଖୁଚୁରା ଦର ମଧ୍ୟରେ ବଡ଼ ତଫାତ ଦେଖାଦେଇଛି ।  ରାଜ୍ୟରେ ଆଳୁ ଉତ୍ପାଦନ ଓ ଷ୍ଟକ୍ ପ୍ରଚୁର ଥିବା […]

Read More Text.

ବିଜୁ ବାବୁଙ୍କୁ ନେଇ ନିଶିକାନ୍ତ ଦୁବେଙ୍କ ଅସମ୍ମାନଜନକ ମନ୍ତବ୍ୟକୁ ବିଭିନ୍ନ ରାଜନୈତିକ ଦଳର ନିନ୍ଦା

ଭୁବନେଶ୍ବର: ଦେଶବ୍ୟାପୀ ବିଜୁ ଝଡ଼ ।  ନିଶିକାନ୍ତ ଦୁବେଙ୍କ ଅସମ୍ମାନଜନକ ମନ୍ତବ୍ୟକୁ ବିଭିନ୍ନ ରାଜନୈତିକ ଦଳର ନିନ୍ଦା ।  ବିଜୁବାବୁଙ୍କୁ ଅପମାନ ନେଇ ବିଜେପି ଉପରେ ବର୍ଷିଛନ୍ତି ଆପ ସାଂସଦ ସଞ୍ଜୟ ସିଂ ।  ବିଜୁ ପଟ୍ଟନାୟକ ସାରା ଭାରତର ଜଣେ ବଡ଼ ଜନନାୟକ ଥିଲେ ।  ସେ ସାରା ଓଡ଼ିଶାର ଗର୍ବ ଓ ଗୌରବ ଥିଲେ ବୋଲି କହିଛନ୍ତି ସଞ୍ଜୟ ସିଂହ ।  ଆଜି ବିଜେପି ତାଙ୍କୁ ସିଆଇଏ ଏଜେଣ୍ଟ କହି ଘୋର ଅପମାନିତ କରିଛି […]

Read More Text.

ଭିଜିଲାନ୍ସ ପଞ୍ଝାରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର : ଘରୁ ବାହାରିଲା କୁଢ କୁଢ ନୋଟ୍

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର । ଟ୍ରଙ୍କରୁ ବାହାରିଲା କୁଢ କୁଢ ନୋଟ୍ । ନୋଟ୍ ଗଣିବାକୁ ଲାଗିଲା ମେସିନ୍ । ରେଳ ଷ୍ଟେସନରୁ ୫ ଲକ୍ଷ ଓ ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା । ୩ ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ସମ୍ବଲପୁର ଡିଭିଜନର ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ (OPHWC) ର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ […]

Read More Text.

ସମ୍ପୁର୍ଣ୍ଣ ମାଓମୁକ୍ତ ହେଲା ୮ ଜିଲ୍ଲା, ଖୁବଶୀଘ୍ର ମାଓଶୂନ୍ୟ ହେବ ଓଡ଼ିଶା: ଏଡ଼ିଜି

ଭୁବନେଶ୍ୱର : ୮ଟି ଜିଲ୍ଲା ସମ୍ପୁର୍ଣ୍ଣ ମାଓ ମୁକ୍ତ ହୋଇଛି ।  ଖୁବଶୀଘ୍ର ଓଡ଼ିଶା ହେବ ମାଓମୁକ୍ତ ।  ଏମିତି ସୂଚନା ଦେଇଛନ୍ତି ।  କେବଳ କନ୍ଧମାଳରେ କିଛି ହାତ ଗଣତି ମାଓବାଦୀ ଅଛନ୍ତି ୩୬୯ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ।  ଦୁଇ ଜଣ ସେଣ୍ଟ୍ରାଲ କମିଟି ମେମ୍ବର ନିହତ ହୋଇଥିବା ବେଳେ ୨୭ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ମାଓ ମୁକ୍ତ ହୋଇଛି ଓଡ଼ିଶା ।  ତେବେ ଏହା ପଛରେ ରହିଛି ଏସଓଜିର ବଡ଼ […]

Read More Text.

ଭୁବନେଶ୍ୱରରେ ଅନୁଷ୍ଠିତ ହେଲା  ‘ଆରୋଗ୍ୟମ୍ ସୂତ୍ର’ ଆଲୋଚନା ଚକ୍ର : ଉନ୍ମୋଚିତ ହେଲା ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପୁସ୍ତକ ‘ମନର ସ୍ପନ୍ଦନ’

ଭୁବନେଶ୍ୱର, ୩୦/୦୩/୨୦୨୬ : ମୁକ୍ତ ଚିନ୍ତନ ମଞ୍ଚ ଏବଂ ଭାରତୀୟ ବିଦ୍ୟାଭବନର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଖାରବେଳ ନଗରସ୍ଥିତ ଭାରତୀୟ ବିଦ୍ୟାଭବନ ସଭାଗୃହରେ ୨୧୪ତମ ଆଲୋଚନା ଚକ୍ର ଓ ପୁରସ୍କାର ପ୍ରଦାନ ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। “ଆରୋଗ୍ୟମ୍ ସୂତ୍ର (ସ୍ୱାସ୍ଥ୍ୟମେବ ଜୟତେ)” ଶୀର୍ଷକ ଏହି ସ୍ୱାସ୍ଥ୍ୟ ଭିତ୍ତିକ ଆଲୋଚନା ଚକ୍ରରେ ବିଶିଷ୍ଟ ଚିକିତ୍ସକ ଓ ବିଦ୍ୱାନମାନେ ଯୋଗଦେଇ ନିରୋଗ ଜୀବନଶୈଳୀ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର […]

Read More Text.

ହଷ୍ଟେଲ ଖାଦ୍ୟ ଖାଇ ୧୫ ଛାତ୍ରୀ ଅସୁସ୍ଥ

ବାରିପଦା : ଖାଦ୍ୟ ଖାଇ ବାଳିକା ହଷ୍ଟେଲ ର 15 ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି l ଏହିଭଳି ଏକ ଘଟଣା ଘଟିଅଛି ମୟୁରଭଞ୍ଜ ଜିଲ୍ଲା ଭଳିଆଡିହା କିସ୍ତୁରବାଗାନ୍ଧୀ ବାଳିକା ବିଦ୍ୟାଳୟରେ l ବିଦ୍ୟାଳୟ ରେ ଥିବା ଛାତ୍ରୀ ନିବାସରେ ଆଜି ସକାଳୁ ଛାତ୍ରୀମାନେ ପ୍ରଥମେ ଜଳଖିଆ ଖାଇବା ପରେ ମଧ୍ୟାନ୍ନ ରେ ଭାତ ତରକାରୀ ଖାଇଥିଲେ l ଏହାପରେ ଛାତ୍ରୀ ନିବାସରେ ଥିବା 120 ଜଣ ଛାତ୍ରୀ ଙ୍କ ମଧ୍ୟରୁ 15 ଜଣ ଛାତ୍ରୀ ହଠାତ […]

Read More Text.

“ବଢତେ କଦମ” ସଚେତନତା ଶିବିର

ବାରିପଦା: ସଚେତନତା ଶିବିର ନ୍ୟାସନାଲ୍ ଟ୍ରଷ୍ଟ ଅଧିନିୟମ ୧୯୯୯ ‘ବଢତେ କଦମ’ ମାଧ୍ୟମରେ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷ ମାନଙ୍କର ସମାନ ସୁବିଧା ସୁଯୋଗ ସକ୍ରିୟ ଅଂଶଗ୍ରହଣ କରିବା ନିମନ୍ତେ ଏକ ସଚେତନତା ଶିବିର ରଘୁନାଥପୁର ସ୍ଥିତ ରୋଜ ଅନୁଷ୍ଠାନ ତରଫରୁ ତା. ୩୦. ୦୩ .୨୦୨୬ ରିଖ ରେ ଆୟୋଜିତ ହୋଇଥିଲା ଏହି ପରିପ୍ରେକ୍ଷୀରେ ଏକ ଶୋଭାଯାତ୍ରା ସ୍ଥାନୀୟ ହରିହର ମନ୍ଦିର ନିକଟରୁ ବାହାରି ରୋଜ ଅନୁଷ୍ଠାନ ପର‌୍ୟ୍ୟନ୍ତ କରାଯିବଓ ସହିତ ଏକ ସଚେତନତା ସଭା ର […]

Read More Text.

ଶିମିଳିପାଳ ସୁରକ୍ଷା ପାଇଁ ହାତ ମିଳାଇଲେ ଗ୍ରାମ ଜଙ୍ଗଲ କମିଟି, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ 

ବାରିପଦା : ମୟୁରଭଞ୍ଜ ଜିଲ୍ଲା  ଶ୍ୟାମାଖୁଣ୍ଟ ବ୍ଲକ ଅନ୍ତର୍ଗତ  ରଙ୍ଗମାଟିଆ ସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପ ରେ ଶିମିଳିପାଳ ପାଦ ଦେଶ ରେ ଥିବା ୧୪ ଟି ଗ୍ରାମ ର ୨୫ ୦ ଋ ଅଧିକ ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ଙ୍କୁ ନେଇ  ଶିମିଳିପାଳ ସୁରକ୍ଷା ରେ ଗ୍ରାମବାସୀ ଙ୍କ ଭୂମିକା ସମ୍ପର୍କ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।ପରିବେଶ ପ୍ରହରୀ, ସ୍ପାଡା ସ୍ବେଚ୍ଛାସେବୀ ଅନୁଷ୍ଠାନ  ଓ   ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଦକ୍ଷିଣ ଆନୁକୁଲ୍ୟ […]

Read More Text.

ପ୍ରେମିକାଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଲେ ନେଭି ଅଫିସର

ବିଶାଖାପାଟଣା : ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ରିପିଟ୍ । ବିଶାଖାପାଟଣାରେ ଜଣେ ବିବାହିତ ନୌସେନା କର୍ମଚାରୀ ନିଜ ପ୍ରେମିକାଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲେ । ମୃତଦେହର କିଛି ଅଂଶ ଫ୍ରିଜରୁ ଉଦ୍ଧାର କରିଛି ପୋଲିସ । କିନ୍ତୁ ଏପର୍ଯ୍ୟନ୍ତ ମୁଣ୍ଡ ମିଳିନି । INS ଦେଗାରେ ନୌସେନା ଟେକ୍ନିସିଆନ୍ ଭାବେ କାର୍ଯ୍ୟରତ ଅଭିଯୁକ୍ତ ଚିନ୍ତାଡା ରବୀନ୍ଦ୍ର ବିଶାଖାପାଟଣାର ଏଲ.ଭି. ନଗରସ୍ଥିତ ବାସଭବନରେ ରହୁଥିଲେ । ରବୀନ୍ଦ୍ରଙ୍କ ପତ୍ନୀ ନିଜ ବାପଘରକୁ […]

Read More Text.

ଏସସିବି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାସ୍ତାକୁ ଓହ୍ଲାଇଲେ ୧୦ ପ୍ରମୁଖ ବିରୋଧୀ ଦଳ

ଭୁବନେଶ୍ୱର: ରାଜ୍ୟରେ ସରକାରଙ୍କୁ ଘେରିଛନ୍ତି ୧୦ ପ୍ରମୁଖ ବିରୋଧୀଦଳ। ଏସସିବି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ରାଜରାସ୍ତାକୁ ବିରୋଧୀ ରାଜନୈତିକ ଦଳ ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି, କଂଗ୍ରେସ, ସିପିଆଇଏମ, ସମତାକ୍ରାନ୍ତି ଦଳ ଆଦି ୧୦ଟି ରାଜନୈତିକ ଦଳ ଲୋୟର ପିଏମଜିରେ ବିଷ ଓଗାଳିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡି ଯାଇଛି । ୧୩ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନାହାଁନ୍ତି । […]

Read More Text.