Screenshot 2026 01 15 152552 1044x675 1 750x430

ବୋମା ଖାଇ ହାତୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବନ୍ତଳା ଅଞ୍ଚଳରେ ଗୁରୁବାର ଦିନ ଏକ ହାତୀ କଞ୍ଚା ବୋମା ଚୋବାଇ ଦେବା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ବନ୍ତଳା ରେଞ୍ଜ ଅନ୍ତର୍ଗତ ବାଲୁକାଟା ଗ୍ରାମର ପଥରଗଡ଼ା ସାହି ନିକଟରେ ଏହି ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇବା ପରେ ବନ ବିଭାଗ ଅଧିକାରୀମାନେ ଆହତ ଅଣ୍ଡିରା ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି। ଯାହାର ବୟସ ପ୍ରାୟ ଛଅରୁ ସାତ ବର୍ଷ ବୋଲି କୁହାଯାଉଛି।ତେବେ ବନ୍ୟପ୍ରାଣୀ ଶିକାର ପାଇଁ ଜଙ୍ଗଲରେ […]

Read More Text.
Image 2026 01 15T140740.915

ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି; ମୋବାଇଲ ଧରି ପ୍ରବେଶ କଲେ ଭକ୍ତ

ପୁରୀ: ବାରମ୍ବାର ପୁରୀ ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଆନନ୍ଦବଜାର ପରିସରରେ ମୋବାଇଲ୍‌ରେ କଥା ହେଉଥିବା ଦେଖିବାକୁ ମିଳିଛି । ତେବେ ବ୍ୟକ୍ତି ଜଣଙ୍କ କିପରି ଏତେ ସୁରକ୍ଷା ବଳୟକୁ ଭେଦ କରି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେଇ କଥା ହେଲେ, ତାହାକୁ ନେଇ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ଆନନ୍ଦ ବଜାର, ଚାହାଣି ମଣ୍ଡପ ନିକଟରେ ସେହି ବ୍ୟକ୍ତି ମୋବାଇଲ ଧରି […]

Read More Text.
Images (2)

ଶିମିଳିପାଳରେ କୁମ୍ଭୀର ସଂଖ୍ୟା ବୃଦ୍ଧି, ୮୪ କୁମ୍ଭୀର ଠାବ

ବାରିପଦା: ଚଳିତ ମାସ 6 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟରେ କୁମ୍ଭୀର ଗଣନା ର ରିପୋର୍ଟ ରୁ ଜଣା ପଡିଅଛି ଯେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଶିମିଳିପାଳ ରେ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଅଛି l ମୋଟ 84 ଗୋଟି କୁମ୍ଭୀର ଠାବ କରାଯାଇଛି l 2021 ରେ 81, 2022 ରେ 83, 2023 ରେ 86, 2024 ରେ 82 ଏବଂ 2025 ରେ 81ଗୋଟି କୁମ୍ଭୀର ବନ […]

Read More Text.
IMG 20260114 WA0004

 ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

ବାରିପଦା : ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି|ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ବାମନଘାଟି ଉପ ଜିଲ୍ଲାପାଳ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ,  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଯଦୁନାଥ ଜେନା ଓ  ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବୀରେନ୍ଦ୍ର କୁମାର ସେନାପତି ପ୍ରମୁଖ ଯୋଗ ଦେଇଥିଲେ| ପ୍ରାରମ୍ଭ […]

Read More Text.
IMG 20260113 WA0248

ସାଧାରଣତନ୍ତ୍ର ଦିଵସ ପରେଡରେ ଯୋଗ ଦେଵା ପାଇଁ ଦିଲ୍ଲୀ ଯାତ୍ରା କଲେ ମୟୂରଭଞ୍ଜ ଛଉ ନୃତ୍ୟ କଳାକାର

ବାରିପଦା: ଦିଲ୍ଲରେ ଆସନ୍ତା ଜାନୁଆରୀ ୨୬ ରେ ସାଧାରଣତନ୍ତ୍ର ଦିବସ ପେରେଡ ଉତ୍ସବରେ ଭାରତ ସରକାରଙ୍କ ସଂସ୍କୃତି ବିଭାଗର ନିର୍ଦ୍ଦେଶକ୍ରମେ ମୟୂରଭଂଜ ଜିଲ୍ଲାର ଯୁବତୀ ନୃତ୍ୟ କଳାକାରଙ୍କୁ ଯୋଗଦେବା ସହ ନୃତ୍ୟ ପ୍ରଦର୍ଶନୀ ପାଇଁ ଆମନ୍ତ୍ରିତ କରାଯାଇଛି ।ଏହି ପରିପ୍ରେକ୍ଷୀରେ ଵାମନଘାଟୀ ଅଞ୍ଚଳର ବିଶିଷ୍ଟ ଛଉ ନୃତ୍ୟ ପ୍ରତିଷ୍ଠାନର ବରିଷ୍ଠ ସଦସ୍ୟ ରାଜକାପୁର ମହାନ୍ତ ଓ ତାଙ୍କ ସହଯୋଗୀଙ୍କ ପ୍ରଚେଷ୍ଟାରେ ୨୬ ଜଣ ଯୁବକଳାକାର ତଥା ୧୮ ଜଣ ଯୁବ ଏବଂ ୮ ଜଣ ଯୁବା କଳାକାରଙ୍କୁ […]

Read More Text.
IMG 20260113 WA0240

 ମାଣ୍ଡିଆ ମଣ୍ଡି ଉଦଘାଟନ ଓ ପୁଷ୍ଟିସାର ଖାଦ୍ୟମେଳା

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ର ପୁରୁଣା ପାଣି ପଞ୍ଚାୟତର କଣ୍ଟାବଣି ଗ୍ରାମରେ ଆଇଆରଡିଏମଏସର ବ୍ଳକ ସଂଯୋଜକ ଅଜୟ କୁମାର ପାତ୍ରଙ୍କ ସଂଯୋଜନାରେ ଅସୁରଘାଟି କୃଷକ ଉତ୍ପାଦକ ସଂଘ ପକ୍ଷରୁ ଆଜି ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟିତ ଏବଂ ପୁଷ୍ଟିଶସ୍ଯର ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଡ଼ିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା,ରାଇରଙ୍ଗପୁର ବ୍ଳକ କୃଷି ଅଧିକାରୀ ଅଭିଜିତ ପ୍ରଧାନ,ବ୍ଳକ ସହକାରୀ କୃଷି ଅଧିକାରୀଣୀ ଅଙ୍କିତା ନାଏକ, ଏଏମଓ  […]

Read More Text.
IMG 20260113 WA0242

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ

ବାରିପଦା : ଓଡିଶା ସରକାର ଙ୍କ ଜଳ ସମ୍ପଦ ବିଭାଗ ତରଫରୁ ସାରା ରାଜ୍ୟରେ ଚଳିତ ଜାନୁଆରୀ ମାସ ୬ ତାରିଖ ଠାରୁ ଜାନୁଆରୀ ୨୦ତାରିଖ ପର୍ଯ୍ୟନ୍ତ ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ସ୍ଥାନୀୟ ତକତପୁର ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଏନେକ୍ସର ହଲ ସମ୍ମିଳନୀ କକ୍ଷ ଠାରେ ପାଣି ପଂଚାୟତ ପକ୍ଷ ପାଳନ ଉପଲକ୍ଷେ ମୟୁରଭଞ୍ଜ ଜଳସେଚନ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଉତ୍ସବ ସମାରୋହ  ଅନୁଷ୍ଠିତ […]

Read More Text.
De61699c e858 4646 b921 4c995ad7fbee 2026 01 14 21 34

‘ରକେଟ୍-କମ୍-ମିସାଇଲ୍ ଫୋର୍ସ’ ଗଠନ କରିବାକୁ ଚାହୁଛି ଭାରତ

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ଏବଂ ୟୁକ୍ରେନ୍ ଓ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏକ କ୍ଷେପଣାସ୍ତ୍ର ନବଜାଗରଣର ଆରମ୍ଭ କରିଛି। ଏହା ଅଣ-ଯୋଗାଯୋଗ ଯୁଦ୍ଧର ଯୁଗ ଏବଂ ଭାରତ ବର୍ତ୍ତମାନ ଏକ ‘ରକେଟ୍-କମ୍-ମିସାଇଲ୍ ଫୋର୍ସ’ ଗଠନ କରିବାକୁ ଚାହୁଛି। ସୀମାରେ ପାକିସ୍ତାନ ଓ ଚୀନ୍‌ ଆଡ଼ୁ ବିପଦ ଥିବାରୁ ଏହା ଦୀର୍ଘ ଦିନର ଦାବି ଥିଲା। ଉଭୟ ଦେଶ ପାଖରେ ଏକ ଉତ୍ସର୍ଗୀକୃତ ରକେଟ୍-ମିସାଇଲ୍ ଫୋର୍ସ ଥିବାରୁ ସେନାମୁଖ୍ୟ କହିଛନ୍ତି ଯେ, ଏଭଳି ୟୁନିଟ୍ ଭାରତର ଆବଶ୍ୟକତା। ସେନା ଦିବସ […]

Read More Text.
Nipah virus 300x169

ଦ୍ରୁତ ଗତିରେ ବ୍ୟାପୁଛି ନିପା ଭାଇରସ, ଜାଣନ୍ତୁ ଲକ୍ଷଣ

ନୂଆଦିଲ୍ଲୀ: ଦ୍ରୁତ ଗତିରେ ବ୍ୟାପୁଛି ନିପା ଭାଇରସ୍‌ । ପଶ୍ଚିମବଙ୍ଗରୁ ନମୁନା ପଠାଯିବା ପରେ ପୁନେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ନିପା ଭାଇରସକୁ ଚିହ୍ନଟ କରିଛି। ଏହି ଭାଇରସ ମାରାତ୍ମକ, ଏବଂ ଲକ୍ଷଣ ଦେଖାଦେଲେ, ଜଣେ ବ୍ୟକ୍ତିଙ୍କୁ କୋଭିଡ-୧୯ ପରି କ୍ୱାରେଣ୍ଟାଇନ୍ କରାଯିବା ଉଚିତ। ନିପା ଭାଇରସ (ଏନଆଇଭି) ଏକ ଗମ୍ଭୀର ସଂକ୍ରମଣ ଯାହା ପଶୁଙ୍କଠାରୁ ମଣିଷକୁ ବ୍ୟାପିଥାଏ। ଏହାକୁ ମାନବ ନିପା ଭାଇରସ ମଧ୍ୟ କୁହାଯାଏ। ଏହାର ଲକ୍ଷଣଗୁଡ଼ିକ ହାଲୁକାରୁ ଗୁରୁତର ପର‌୍ୟ୍ୟନ୍ତ ହୋଇଥାଏ […]

Read More Text.
Pm modi

ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଛନ୍ତି। କେନ୍ଦ୍ରମନ୍ତ୍ରୀ ଏଲ୍. ମୁରୁଗନଙ୍କ ଦିଲ୍ଲୀ ଘରେ ପୋଙ୍ଗଲ ପାଳିବା ସହ ପୂଜାର୍ଚ୍ଚନା କରିଛନ୍ତି। ଏପରିକି କିଛି ଗାଈ ମାନଙ୍କୁ ଖାଇବାକୁ ମଧ୍ୟ ଦେଇଛନ୍ତି। ଏହି ଅବସର​‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି ପୋଙ୍ଗଲ ଏକ ବିଶ୍ୱସ୍ତରୀୟ ପର୍ବ ପାଲଟିଛି। ସାରା ବିଶ୍ୱରେ, ତାମିଲ ସମ୍ପ୍ରଦାୟ ଏବଂ ତାମିଲ ସଂସ୍କୃତିକୁ ପ୍ରଶଂସା କରୁଥିବା ଲୋକମାନେ ପୋଙ୍ଗଲକୁ ବହୁତ ଉତ୍ସାହର ସହିତ ପାଳନ କରନ୍ତି। ଏବଂ ମୁଁ ସେମାନଙ୍କ […]

Read More Text.