9

ଚୀନ୍‌ରେ ନୋରୋଭାଇରସ୍‌ ଆତଙ୍କ: ୧୦୦ରୁ ଅଧିକ ସଂକ୍ରମିତ

ବେଜିଂ: ଚୀନ୍‌ର ଉହାନ ସହରରୁ ଆରମ୍ଭ ହୋଇଥିବା କୋଭିଡ-୧୯ ସାରା ବିଶ୍ୱରେ ଭୟ ସୃଷ୍ଟି କରିଥିଲା। ଏହି ସଂକ୍ରମଣ ୨୦୧୯ ଶେଷ ଭାଗରେ ଆରମ୍ଭ ହୋଇଥିଲା। ଏବେ ଆଉ ଏକ ଭାଇରସ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏହି ଭାଇରସକୁ ନୋରୋଭାଇରସ୍ କୁହାଯାଉଛି। ଏହି ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗୋଟିଏ ସ୍କୁଲରେ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ଏହା ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।ଦକ୍ଷିଣ ଚୀନ୍‌ର ଗୁଆଙ୍ଗଡୋଙ୍ଗ ପ୍ରଦେଶର ଫୋସାନ ସହରର ଏକ […]

Read More Text.
16

ପ୍ରଥମ ବନ୍ଦେ ଭାରତ ସ୍ଲିପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

କଲକାତା: ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପଶ୍ଚିମବଙ୍ଗର ମାଲଦାରେ, ପ୍ରଧାନମନ୍ତ୍ରୀ ମୋଦୀ ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଉଦଘାଟନ କରିଛନ୍ତି । ହାୱଡ଼ା ଏବଂ ଗୌହାଟି ମଧ୍ୟରେ ଚାଲିବାକୁ ଥିବା ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଟ୍ରେନ ଡ୍ରାଇଭରଙ୍କୁ ଭେଟି ଏହା ବିଷୟରେ ପଚାରି ବୁଝିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ପିଲାମାନଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, […]

Read More Text.
10

ଗ୍ରୀନଲାଣ୍ଡ ଉପରେ ଆମେରିକା ପ୍ରଭୁତ୍ୱକୁ ଅସ୍ୱୀକାର କଲେ ଲାଗିବ ଟାରିଫ୍‌: ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବିଶ୍ୱକୁ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି । ଏଥର, ଏହି ଧମକ ୟୁରୋପୀୟ ଦେଶଗୁଡ଼ିକ ପ୍ରତି ନିର୍ଦ୍ଦେଶିତ, କାରଣ ଗ୍ରୀନଲାଣ୍ଡକୁ ନେଇ ସେମାନଙ୍କ ସହିତ ଉତ୍ତେଜନା ବୃଦ୍ଧି ପାଇଛି। ରାଷ୍ଟ୍ରପତି ଟ୍ରମ୍ପ ଗ୍ରୀନଲାଣ୍ଡକୁ ମିଶାଇ ଏହାକୁ ଆମେରିକାର ଏକ ଅଞ୍ଚଳ କରିବାକୁ ଚାହୁଁଛନ୍ତି, କିନ୍ତୁ ୟୁରୋପୀୟ ଦେଶମାନେ ତାଙ୍କ ଯୋଜନାକୁ ବିରୋଧ କରୁଛନ୍ତି, ତେଣୁ ସେ ତାଙ୍କ ଗ୍ରୀନଲ୍ୟାଣ୍ଡ ପଦକ୍ଷେପକୁ ସମର୍ଥନ ନ କରୁଥିବା ଯେକୌଣସି ବ୍ୟକ୍ତିଙ୍କ ଉପରେ […]

Read More Text.
New delhi

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କୀ ଆକ୍ରମଣ ଆଶଙ୍କା, ସାରା ଦେଶରେ ହାଇ-ଆଲର୍ଟ

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ହାଇ ଆଲର୍ଟ ଜାରି । ସାଧାରଣତନ୍ତ୍ର ଦିବସରେ ଖଲିସ୍ତାନୀ ଏବଂ ବାଂଲାଦେଶୀ ଆତଙ୍କବାଦୀ ଗୋଷ୍ଠୀ ବଡ଼ ଯୋଜନା କରୁଥିବା ନେଇ ଗୁଇନ୍ଦା ସୂଚନା ଆଧାରରେ ଆଲର୍ଟ ଜାରି ହୋଇଛି । ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହର ଉପରେ ରହିଛି ଆତଙ୍କୀ ସଂଗଠନର ନଜର । ଏଥର ଗ୍ୟାଙ୍ଗଷ୍ଟରଙ୍କୁ ମୋହରା କରି ହିଂସାକାଣ୍ଡ ଭିଆଇବାକୁ ଯୋଜନା କରିଛନ୍ତି ଆତଙ୍କୀ ସଂଗଠନ । ଏଭଳି କିଛି ସୂଚନା […]

Read More Text.
IMG 20260116 WA0015

 ଟାଟା ମ୍ୟାଜିକ-ବୁଲେଟ ମୁହାଁମୁହିଁ ; ଜଣେ ମୃତ, ୨ ଗୁରୁତର

ବାରିପଦା: ସମଗ୍ର ଦେଶରେ ଜାନୁଆରୀ ପହିଲାରୁ ଜାନୁଆରୀ ୨୦ ପର୍ଯ୍ୟନ୍ତ ଶୂନ ଦୁର୍ଘଟଣା ସଡ଼କ ସୁରକ୍ଷାସଚେତନତା କାର୍ଯ୍ୟକ୍ରମ ଜୋରଦାର ଚାଲୁଥିବା ବେଳେ ଅମାନିଆ ଚାଳକ ସରକାରଙ୍କ ସମସ୍ତ ନିୟମକୁ ଫୁ କରି ଦେଇଛନ୍ତି ।ଦୁର୍ଘଟଣା କମିବା ପରିବର୍ତେ ଦୁର୍ଘଟଣା ହୁ ହୁ ହୋଇ ବୃଦ୍ଧି ପାଉଛି ।ନବ ବର୍ଷ ଏକ ପକ୍ଷ ମଧ୍ୟରେ ବାମନଘାଟୀ ଉପଖଣ୍ଡରେ ୫ ରୁ  ଉର୍ଦ୍ଧ୍ବ ମୁଣ୍ଡ ସଡ଼କ ଦୁର୍ଘଟଣାରେ ପଡ଼ିଲାଣି ।ଯାହାକୁ ନେଇ ପ୍ରଶାସନ ଚିନ୍ତିତ ।ସୂଚନାଯୋଗ୍ଯ  ଜାତୀୟ ରାଜପଥ ୨୨୦ […]

Read More Text.
Accident 3 1 300x169

ଟ୍ରକ ଧକ୍କାରେ ବାଇକ ଚାଳକ ସମେତ  ଦୁଇ ମୃତ 

ବାରିପଦା: ମକର ପର୍ବ ନେଇ ସମଗ୍ର ମୟୂୟଭଂଞ୍ଜ ଜିଲ୍ଲା ଗାଁ ଠାରୁ ସହର ପର୍ଯ୍ୟନ୍ତ ଉଠୁଛି ପଡୁଛି ।ସମସ୍ତଙ୍କ ଘରେ ମାନି ଯାତ୍ରା ଚାଲିଛି ବଂଧୁ ବାନ୍ଧବ ଘର ମାହଲ ଆନନ୍ଦ ଉଲ୍ଲାସରେ ପଡୁଛି ।ଘରେ ଘରେ ପିଠା ପଣା, ମାଛ, ମାଂସ, ରେ ମହମହ ବାସୁଛି  ।ଏହି ଅବସରରେ ମକର ପର୍ବର  ଦିତୀୟ  ଦିବସରେ ବିଶୋଇ – ଯଶିପୁର ଜାତୀୟ ରାଜପଥ ୪୯ ନମ୍ବର ବନେଇକଳା ଛକରେ ଏକ ବାଇକ୍ ( ଓଡି ୦୮ ଵି […]

Read More Text.
IMG 20260115 WA0241

ଵାମନଘାଟୀ ଛଉ ଭବନରୁ ଲୁଟ୍

ବାରିପଦା: ମୟୂରଭଂଜ ଜିଲ୍ଲାର କୃଷିଭିତ୍ତିକ ଗଣପର୍ବ ମକର ପର୍ବ ନେଇ ଗାଁ ରୁ ସହର ଚଳଚଞ୍ଚଳ ।ଲୋକେ ଆନନ୍ଦ ଓ ଉଲ୍ଲାସର ସହ ମକର ପର୍ବ ପାଳୁଛନ୍ତି ଏହାର ସୁଯୋଗ ନେଇ ଅସାମାଜିକ , ଲୁଟେରା, ତସ୍କର,ଦୁଵୃର୍ତ୍ତ ସକ୍ରିୟ ହୋଇ ପଡିଛନ୍ତି ।  ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟ ଗୃହ ବିଭାଗ ତରଫରୁ ରାଇରଙ୍ଗପୁର ପୋଲିସ ଜିଲ୍ଲାର କାର୍ଯ୍ୟକାରିତା ନେଇ ଶୁଭାରମ୍ଭ କରିଛନ୍ତି ।ରାଇରଙ୍ଗପୁରଠାରେ ନୂତନ ପୋଲିସ ଜିଲ୍ଲାର କାର୍ଯ୍ୟକାରିତା ଆରମ୍ଭ ହୋଇଯାଇଛି ।ଏହି ପବିତ୍ର ଦିବସରେ […]

Read More Text.
IMG 20260116 WA0154

ମୟୂରଭଞ୍ଜ ଜିଲ୍ଲାର ନାଭାଲ ଟାଟା ଗ୍ରସରୁଟ ହକି କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ 

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ମୋରଡା ବ୍ଲକ ସ୍ଥିତ ଏକମାତ୍ର ହକି କେନ୍ଦ୍ର ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ, ଚଢ଼େଇଗାଁରେ ଚାଲୁଥିବା ନାଭାଲ ଟାଟା ଗ୍ରାସରୁଟ ହକି କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରେସେନ ମୁର୍ମୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାର ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ଓ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଟାଟା ନାଭାଲର ସଂଯୋଜକ ଶେଖର […]

Read More Text.
G tz4A2bsAAko7L 1068x586

ସଂସଦୀୟ ଗଣତନ୍ତ୍ରରେ ବାଚସ୍ପତିଙ୍କ ଭୂମିକା ଅନନ୍ୟ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂଆଦିଲ୍ଲୀର ସମ୍ବିଧାନ ସଦନର କେନ୍ଦ୍ରୀୟ ହଲରେ ଆୟୋଜିତ ରାଷ୍ଟ୍ରମଣ୍ଡଳ ବାଚସ୍ପତି ଏବଂ ପୀଠାସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀ (ସିଏସପିଓସି)କୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏକ ସଂସଦୀୟ ଗଣତନ୍ତ୍ରରେ ବାଚସ୍ପତିଙ୍କ ଭୂମିକା ଅନନ୍ୟ। ବାଚସ୍ପତିଙ୍କୁ କହିବାକୁ ଅଧିକ ସୁଯୋଗ ମିଳେ ନାହିଁ; କିନ୍ତୁ ତାଙ୍କର ଦାୟିତ୍ୱ ହେଉଛି ଅନ୍ୟମାନଙ୍କ କଥା ଶୁଣିବା ଏବଂ ସମସ୍ତଙ୍କୁ କହିବାର ସୁଯୋଗ ସୁନିଶ୍ଚିତ କରିବା। ଧୈର୍ଯ୍ୟ ହେଉଛି ବାଚସ୍ପତିମାନଙ୍କର […]

Read More Text.
Trump 4 1 e1768578608308 300x278

ନିଜ ନୋବେଲ୍ ପୁରସ୍କାରକୁ ଟ୍ରମ୍ପଙ୍କୁ ଉପହାର ଦେଲେ ମାଚାଡୋ

ନୂଆଦିଲ୍ଲୀ: ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋ ଗୁରୁବାର ହ୍ୱାଇଟ୍ ହାଉସ୍ ବୈଠକରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ନୋବେଲ୍ ଶାନ୍ତି ପୁରସ୍କାର ପଦକ ପ୍ରଦାନ କରିଥିଲେ, କାରଣ ସେ ଦକ୍ଷିଣ ଆମେରିକୀୟ ଦେଶର ରାଜନୈତିକ ଭବିଷ୍ୟତକୁ ରାଷ୍ଟ୍ରପତି କିପରି ଗଠନ କରିବେ ତାହା ଉପରେ କିଛି ପ୍ରଭାବ ପକାଇବାକୁ ଚେଷ୍ଟା କରୁଥିଲେ। ତେବେ ମାରିଆ ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିଥିଲେ, ଯେଉଁଠାରେ ସେ ପୁରସ୍କାର ପ୍ରଦାନ କରିଥିଲେ। ସେ କହିଥିଲେ, […]

Read More Text.