କିସ୍ତୱାରରେ ଯବାନ-ଆତଙ୍କୀ ମୁହାଁମୁହିଁ : ୮ ଯବାନ ଆହତ, ‘ଅପରେସନ୍ ତ୍ରାଶି-I’ ଜାରି
ଜମ୍ମୁ କଶ୍ମୀର : ଜମ୍ମୁକଶ୍ମୀର କିସ୍ତୱାରରେ ପୁଣି ଯବାନ ଓ ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୮ ଜଣ ଯବାନ ଆହତ ହୋଇଛନ୍ତି । ଆଗକୁ ଗଣତନ୍ତ୍ର ଦିବସ ପାଳନ ହେବାକୁ ଥିବା ବେଳେ ଏପରି ଘଟଣା ସାମ୍ନାକୁ ଆସିଛି । ସେପଟେ ରାଜଧାନୀ ଦିଲ୍ଲୀକୁ ମଧ୍ୟ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଛି । ଭାରତୀୟ ସେନାର ଜମ୍ମୁ-ସ୍ଥିତ ହ୍ୱାଇଟ୍ ନାଇଟ୍ କର୍ପସ ‘ଅପରେସନ୍ ତ୍ରାଶି-I’ ନାମରେ ନାମିତ ଏହି ଅଭିଯାନ ଗତକାଲି ମଧ୍ୟାହ୍ନରୁ ଆରମ୍ଭ […]
Read More Text.