Jammu kashmir

୨୦୦ ଫୁଟ ଖାଇକୁ ଖସିଲା ସେନା ଗାଡ଼ି, ୧୦ ଯବାନ ସହିଦ

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର ଡୋଡା ଜିଲ୍ଲାରେ ବଡ଼ ଅଘଟଣ । ସେନା ବାହାନ ଖାଇରେ ଖସିପଡିବା ଯୋଗୁଁ ଅତିକମରେ ୧୦ ଜଣ ସୈନିକ ସହିଦ ହୋଇଛନ୍ତି । ଘଟଣାରେ ୭ ଜଣ ସୈନିକ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାରେ ଭଦ୍ରବାହ-ଚମ୍ବା ଇଣ୍ଟରଷ୍ଟେଟ ରୋଡରେ ଖନ୍ନି ଟପ୍ ରେ ହୋଇଛି । ଖବର ମୁତାବକ, ଏକ ବୁଲେଟପ୍ରୁଫ ଆର୍ମି ଗାଡ଼ିରେ ଅତିକମରେ ୧୭ ଜଣ ଯବାନ ରହିଥିଲେ । ସେନା ଗାଡ଼ି ପର୍ବତରେ ଥିବା […]

Read More Text.
Baloda bazar

ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ, ୭ ଶ୍ରମିକ ମୃତ

ଛତିଶଗଡ଼: ଛତିଶଗଡ଼ ବଲୋଦା ବଜାରରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟରେ ଅଘଟଣ । ପ୍ଲାଣ୍ଟର ଡିଏସି କୋଇଲା ଭାଟିରେ ହଠାତ୍ ବିସ୍ଫୋରଣ ହେବା ଯୋଗୁଁ ୭ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ବିସ୍ଫୋରଣରେ କିଛି ଶ୍ରମିକ ଆହତ ମଧ୍ୟ ହୋଇଛନ୍ତି । ବିସ୍ଫୋରଣ ସମୟରେ ଶ୍ରମିକ ଆଖପାଖ ଅଞ୍ଚଳରେ ସଫେଇ କାମ କରୁଥିଲେ । ଏହି ସମୟରେ ଗରମ କୋଇଲା ଯୋଗୁଁ ଜଳିଯାଇଥିଲେ । ବିସ୍ଫୋରଣରେ ଅନେକ ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହପସିଟାଲରେ […]

Read More Text.
0938 Subhadra e1769068104468

୪.୫୭ ଲକ୍ଷ ହିତାଧିକାରୀ ପାଇଲେ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ସୁଭଦ୍ରା ଯୋଜନା ଅଧୀନରେ ୪,୫୭,୬୮୧ ଜଣ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିଛନ୍ତି। ଭୁବନେଶ୍ୱରର ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଓୟୁଏଟି) କ୍ୟାମ୍ପସରେ ଆୟୋଜିତ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ୩୧୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରରେ ନୂଆ ଭାବରେ ପଞ୍ଜୀକୃତ ହିତାଧିକାରୀଙ୍କ ସହିତ ପୂର୍ବରୁ ବାଦ ପଡ଼ିଥିବା ହିତାଧିକାରୀ ମାନେ ମଧ୍ୟ […]

Read More Text.
IMG 20260121 WA0283

ପିକଅପ ଉପରେ ଚଡ଼ିଗଲା ଟ୍ରକ; ୩ ଗୁରୁତର

ବାରିପଦା : ଆଜି ଅପରାହ୍ନ ସମୟରେ ବାରିପଦା ନିକଟସ୍ଥ କୁଳିଅଣା ଥାନା ଅନ୍ତର୍ଗତ ଦରକୁଳି ଛକ ନିକଟରେ ଏକ ମର୍ମତୁନ୍ଦ ଦୁର୍ଘଟଣା ଘଟିଅଛି l 18 ନମ୍ବର ଜାତୀୟ ରାଜପଥ ର ଦରକୁଳି ଛକ ନିକଟରେ  ପିକଅପ ଭ୍ୟାନ କୁ ଏକ ଶୋହଳ ଚକିଆ ଟ୍ରକ ପଛପଟୁ ଆସି ଜୋରରେ ଧକକା ଦେଇଥିଲା l ଫଳରେ ପିକଅପ ଭ୍ୟାନ ଟି ଭରସାମ୍ୟ ହରାଇ ରାଜପଥ ଉପରେ ସମ୍ମୁଖରେ ଛିଡା ହୋଇଥିବା ଏକ କାର କୁ ଧକକା ଦେଇଥିଲା […]

Read More Text.
IMG 20260121 WA0256

ତ୍ରିରଙ୍ଗା କ୍ଲବ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ଶିକ୍ଷକ ସୋମନାଥ ସିଂହ 

ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ ତ୍ରିରଙ୍ଗା କ୍ଲବ ଆନୁକୂଲ୍ୟରେ ଆୟୋଜିତ ମକର ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଏହି ୱାର୍ଡରେ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ପୂର୍ବତନ ପ୍ରଧାନ ଶିକ୍ଷକ ସୋମନାଥ ସିଂହଙ୍କୁ ଅତିଥିଙ୍କ ହାତରେ ସମ୍ବର୍ଦ୍ଧିତ କରାଯାଇଛି I ଶ୍ରୀ ସିଂହଙ୍କ ଉଦ୍ୟମରେ ବିଦ୍ୟାଳୟଟି ଜିଲ୍ଲା ତଥା ରାଜ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ସହ ଏହାର ଛାତ୍ରଛାତ୍ରୀ […]

Read More Text.
IMG 20260121 WA0228

ତ୍ରିରଙ୍ଗା କ୍ଲବର ମକର ମହୋତ୍ସବ ଉଦଯାପିତ

ବାରିପଦା: ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନଂ ୧୫ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ଠାରେ ତ୍ରିରଙ୍ଗା କ୍ଲବର ବାର୍ଷିକ ଉତ୍ସବ ପାଳନ ଅବସରରେ ଆୟୋଜିତ ୬ ଦିନିଆ ମକର ମହୋତ୍ସବ – ୨୦୨୬ ର ଉଦଯାପନୀ ସନ୍ଧ୍ୟାରେ ଆକର୍ଷଣୀୟ ଝୁମର ନୃତ୍ୟ ଗୀତରେ ଝୁମିଲେ ଦର୍ଶକ I ପ୍ରାୟ ୫୦ କୃତୀ ପ୍ରତିଯୋଗୀ ପୁରସ୍କୃତ ହେଲେ I ଜାତୀୟ କନିଷ୍ଠ ବର୍ଗ କାରାଟେ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ସ୍ଥାନୀୟ ଅଂଚଳର ଦୁଇ କୁନି ପ୍ରତିଭା ସୂର୍ଯ୍ୟକାନ୍ତ […]

Read More Text.
IMG 20260121 WA0286

ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ ୨୦୨୬ ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲା ସମନ୍ୱୟ କମିଟି ବୈଠକ 

ବାରିପଦା: ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକଙ୍କ ସଭାପତିତ୍ବରେ ସ୍ଥାନୀୟ ମହାତ୍ମାଗାନ୍ଧୀ ସମ୍ମିଳନୀ କକ୍ଷ ଠାରେ ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ ୨୦୨୬ର ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲା ସମନ୍ୱୟ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା କିଶୋର […]

Read More Text.
IMG 20260121 WA0276

ଜାତୀୟ କନ୍ୟା ସନ୍ତାନ ଦିବସ ଉପଲକ୍ଷେ ସଚେତନତା ପଦଯାତ୍ରା

ବାରିପଦା : ଜାତୀୟ କନ୍ୟାସନ୍ତାନ ଦିବସ ୨୦୨୬ ପାଳନ ଅବସରରେ ଲିଙ୍ଗଗତ ବୈଷମ୍ୟତା ତଥା କନ୍ୟା ସନ୍ତାନ ପ୍ରତି ନକାରାତ୍ମକ ଭେଦଭାବକୁ ଦୂର କରିବା ନିମନ୍ତେ ଲୋକମାନଙ୍କ ମଧ୍ୟରେ  ସଚେତନତା ସୃଷ୍ଟି ଉଦେଶ୍ୟରେ ଆଜି ବାରିପଦା ଠାରେ ଏକ  ଜିଲ୍ଲାସ୍ତରୀୟ ପଦଯାତ୍ରା  ଅନୁଷ୍ଠିତ ହୋଇଅଛି I ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାଏକ ପତାକା ଦେଖାଇ ଉକ୍ତ ପଦଯାତ୍ରାର ଶୁଭାରମ୍ଭ କରିଥିଲେ I ଜିଲ୍ଲାର ବିଭିନ୍ନ ସ୍ଥାନରୁ  ଆସିଥିବା କିଶୋରୀ ବାଳିକା ,ଅଙ୍ଗନୱାଡି କର୍ମୀ ,ସିଡିପିଓ ,ସୁପରଭାଇଜର,ମହିଳା […]

Read More Text.
G KpBYiaoAUip7n 1068x601

ବିଜେପି ନୂଆ ମୁଖିଆଙ୍କ ପ୍ରଥମ ବୈଠକ

ନୂଆଦିଲ୍ଲୀ: ନୂଆ ବିଜେପି ମୁଖିଆ ନୀତିନ ନବୀନଙ୍କ ପ୍ରଥମ ବୈଠକ ଦଳର ମୁଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି । ଏହି ବୈଠକ ତିନୋଟି ଅଧିବେଶନରେ ଅନୁଷ୍ଠିତ ହେଉଛି । ବିଜେପିର ନବନିଯୁକ୍ତ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତାଙ୍କର କାର୍ଯ୍ୟକାଳ ଆରମ୍ଭ କରିଛନ୍ତି । ସଂଗଠନ ଏବଂ ନିର୍ବାଚନ ଉପରେ ବିଶେଷ ଧ୍ୟାନ ଦେଇ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ତାଙ୍କର ପ୍ରଥମ ପ୍ରମୁଖ ବୈଠକ କରିଛନ୍ତି । ସୂତ୍ର ଅନୁଯାୟୀ, ଏହି ବୈଠକ ତିନୋଟି ଅଧିବେଶନରେ […]

Read More Text.
Gold 750x430

ଦେଢ଼ଲକ୍ଷ ପାର୍ କଲା ସୁନା ଦର

ନୂଆଦିଲ୍ଲୀ: ଦେଶରେ ସୁନା ଓ ରୁପା ଦାମ୍ ଥମିବାର ନାଁ ନେଉନି । ଗତକାଲି ଅପେକ୍ଷା ଆଜି ଦେଶରେ ସୁନା ଦାମ୍ ଗ୍ରାମ ପିଛା ୭୪୮ ଟଙ୍କା ବୃଦ୍ଧି ପାଇ ଦେଢ଼ ଲକ୍ଷ ପାର୍ କରିଛି । ରୂପା ଦାମ୍ ମଧ୍ୟ ୧୦ ଗ୍ରାମ ପିଛା ୧୦୦ଟଙ୍କା ବୃଦ୍ଧି ହୋଇଛି । ଆଜିର ସୁନା ଓ ରୂପା ଦର ଅନୁସାରେ ସୁନା ପ୍ରଥମ ଥର ଦେଢ଼ ଲକ୍ଷ ପାର୍ କରି ୧,୫୭,୨୬୦ ଟଙ୍କା ପ୍ରତି ୧୦ ଗ୍ରାମ […]

Read More Text.