ଭାରତର ପ୍ରଥମ ଆଣ୍ଟି ସିପ୍ ମିସାଇଲ, ଆଖି ପିଛୁଳାକେ ଟାର୍ଗେଟକୁ କରିବ ଧ୍ବଂସ
ନୂଆଦିଲ୍ଲୀ : ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି । ନୂଆ ନୂଆ ଜ୍ଞାନକୌଶଳ ସାମିଲ୍ କରୁଛି । ସ୍ଵଦେଶୀ ଜ୍ଞନକୌଶଳକୁ ବଢ଼ାଇବାରେ ଲାଗିଛି ଦେଶ । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ ‘ଲଙ୍ଗ୍ ରେଞ୍ଜ୍ ଆଣ୍ଟି ସିପ୍ ହାଇପରସୋନିକ୍ ଗ୍ଲାଇଡ୍ ମିସାଇଲ୍’ (LRASHM) । ଜାନୁଆରୀ ୨୬ ତାରିଖରେ ବିଶ୍ୱ ସମ୍ମୁଖରେ ଏହା ପ୍ରକାଶିତ ହେବ । ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାରେ ସକ୍ଷମ ଏହି […]
Read More Text.