ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ, ମୟୁରଭଞ୍ଜ ଶାଖାର ପ୍ରଥମ  ବାର୍ଷିକ ବୈଠକ ଅନୁଷ୍ଠିତ 

ବାରିପଦା  :  ସ୍ଥାନୀୟ ଜୁବୁଲି ଲାଇବ୍ରେରୀ ସମ୍ମିଳନୀ କକ୍ଷରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ, ମୟୁରଭଞ୍ଜ ଶାଖାର ପ୍ରଥମ  ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ଜିଲ୍ଲା ସଭାପତି ସୁଭାଶିଷ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ଅଜୟ କୁମାର ନାୟକ ଏକ ବର୍ଷ ମଧ୍ୟରେ ସଂଘର କାର୍ଯ୍ୟକଳାପ ଉପରେ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜସେବୀ ସୋମନାଥ ସିଂହ ରାଷ୍ଟ୍ର ଗଠନରେ ମିଡ଼ିଆର ଭୂମିକା ଉପରେ ଆଲୋକପାତ କରିବା […]

Read More Text.

ମୟୂରଭଞ୍ଜରେ ସ୍ୱଚ୍ଛତା ଅଭିଯାନ ସଫଳତାର ସହ ସମ୍ପନ୍ନ

ବାରିପଦା (୬/୦୪) :  ଓଡ଼ିଆ ପକ୍ଷ–୨୦୨୬ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ମନ୍ଦିର ଏବଂ ହାଟବଜାର ଅଞ୍ଚଳଗୁଡ଼ିକରେ “ସ୍ୱଚ୍ଛତା ଅଭିଯାନ” ବ୍ୟାପକ ଭାବେ ଆୟୋଜିତ ହୋଇ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଅଭିଯାନ ମାଧ୍ୟମରେ ସାଧାରଣ ଲୋକମାନଙ୍କ ପାଇଁ ପରିଷ୍କାରତା, ସ୍ୱାସ୍ଥ୍ୟ ସଚେତନତା ଓ ପରିବେଶ ସୁରକ୍ଷା ପ୍ରତି ସଚେତନତା ପ୍ରଦାନ କରାଯାଇଛି। ବିଶେଷକରି ସାଧାରଣ ଜନସାଧାରଣଙ୍କ ଆଗମନ ଥିବା ସ୍ଥାନଗୁଡ଼ିକୁ ପରିଷ୍କାର ଓ ସୁନ୍ଦର ରଖିବା ଉପରେ ଏହି କାର୍ଯ୍ୟକ୍ରମରେ ଜୋର […]

Read More Text.

ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ : ମୋଟ ୨୭୬ ଗୋଟି ଅଭିଯୋଗର ହେଲା ଶୁଣାଣି 

ବାରିପଦା (୦୬/୦୪) :  ମୟୂରଭଞ୍ଜ ଜ଼ିଲ୍ଲା ସଦର ମହକୁମା ବାରିପଦା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା  କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନଶୁଣାଣୀ ଶିବିରରେ ଜିଲ୍ଲା  ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ […]

Read More Text.
Trump

‘ଟ୍ରମ୍ପ ପାଗଳ’- ଆମେରିକୀୟ ନେତା

ୱାଶିଂଟନ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଆକ୍ରମଣ ଏବଂ ଯୁଦ୍ଧବିରତି ସମ୍ପର୍କରେ ଲଗାତାର ପରିବର୍ତ୍ତନଶୀଳ ବୟାନ ଯୋଗୁଁଁ ରାଷ୍ଟ୍ରପତି ଟ୍ରମ୍ପ ସାରା ବିଶ୍ୱରେ ଉପହାସର ପାତ୍ର ହୋଇଛନ୍ତି। ଏହି ପରିସ୍ଥିତି ଆମେରିକାର ଅନ୍ତର୍ଜାତୀୟ ପ୍ରତିଛବିକୁ ମଧ୍ୟ ପ୍ରଭାବିତ କରୁଛି। ଲୋକମାନେ ଏବେ ଟ୍ରମ୍ପଙ୍କ କଥା ଏବଂ ଦାବିକୁ ଗମ୍ଭୀରତାର ସହିତ ନେବା ବନ୍ଦ କରିଦେଇଛନ୍ତି। ଇରାନ ସହିତ ସଂଘର୍ଷ ମଧ୍ୟରେ ଟ୍ରମ୍ପ ବାରମ୍ବାର ତାଙ୍କ ନିଜ ବକ୍ତବ୍ୟରୁ ପଛକୁ […]

Read More Text.

ଇରାନର ଗୁପ୍ତଚର ମୁଖ୍ୟ ମାଜିଦ୍ ଖାଦେମି ନିହତ

ତେହେରାନ: ଇରାନର ଗୁପ୍ତଚର ମୁଖ୍ୟ ମାଜିଦ୍ ଖାଦେମି ନିହତ । ଇରାନର ସରକାରୀ ଗଣମାଧ୍ୟମ ଏବଂ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । IRGC ଗୁପ୍ତଚର ସଂସ୍ଥାର ମୁଖ୍ୟ, ମେଜର ଜେନେରାଲ ସୟଦ ମାଜିଦ୍ ଖାଦେମି ଏକ ଆକ୍ରମଣରେ ନିହତ ହୋଇଛନ୍ତି । ଇରାନ ପକ୍ଷରୁ ଏହାକୁ ଆମେରିକା ଏବଂ ଇସ୍ରାଏଲର ଏକ “ଅପରାଧିକ ଆତଙ୍କବାଦୀ ଆକ୍ରମଣ” ବୋଲି କୁହାଯାଇଛି । ମାଜିଦ୍ ଖାଦେମି ଇରାନର ସୁରକ୍ଷା ବ୍ୟବସ୍ଥାର […]

Read More Text.

୫ ରାଜ୍ୟରୁ ୬୫୦ କୋଟି ଜବତ

ନୂଆଦିଲ୍ଲୀ:ଆସନ୍ତା ବିଧାନସଭା ନିର୍ବାଚନ ଏବଂ ଉପ-ନିର୍ବାଚନକୁ ଅବାଧ ଓ ନିଷ୍ପକ୍ଷ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ଆକ୍ସନ ମୋଡ୍ରେ ଅଛନ୍ତି । ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବ୍ୟବହାର କରାଯାଉଥିବା ବେଆଇନ ନଗଦ ଟଙ୍କା, ମଦ ଏବଂ ଡ୍ରଗ୍ସ ଉପରେ କମିଶନଙ୍କ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୫ଟି ରାଜ୍ୟରୁ ୬୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବେଆଇନ ସାମଗ୍ରୀ ଓ ନଗଦ ଟଙ୍କା ଜବତ କରାଯାଇଛି । ନିର୍ବାଚନ […]

Read More Text.

ରୁମ୍‌ରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ, ଅକାଳ ବିୟୋଗରେ ଟିଭି ଇଣ୍ଡଷ୍ଟ୍ରି ସ୍ତବ୍ଧ

ନୂଆଦିଲ୍ଲୀ: ସନ୍ ଟିଭିର ଧାରାବାହିକ ‘କୟାଲ’ରେ ଅଭିନୟ ପାଇଁ ଲୋକପ୍ରିୟ ହୋଇପାରିଥିବା ତାମିଲ ଟିଭି ଅଭିନେତ୍ରୀ ସୁବାସିନୀଙ୍କ ଅକାଳ ମୃତ୍ୟୁ। ସୋମବାର ଚେନ୍ନାଇରେ ତାଙ୍କର ମୃତ୍ୟୁ ଘଟିଛି। ସୁବାସିନୀଙ୍କ ମୃତ୍ୟୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନନାହିଁ। ସେପଟେ ତାଙ୍କର ଅକାଳ ବିୟୋଗରେ ତାମିଲ ଟିଭି ଇଣ୍ଡଷ୍ଟ୍ରିକୁ ଝଟକା ଲାଗିଛି। ସୁବାସିନୀଙ୍କ ଫ୍ୟାନ୍ସମାନେ ମଧ୍ୟ ଘଟଣାରେ ସ୍ତବ୍ଧ। ବଡ଼ କଥା ହେଲା କ୍ୟାରିୟର ଆରମ୍ଭର ଅଳ୍ପ ସମୟ ହୋଇଥିବା ବେଳେ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି […]

Read More Text.

‘ନିଜ ବସ୍‌ଙ୍କଠୁ କେବେ ଆଗକୁ ଯାଅନି…’ : ବହି ପଢି କେଜ୍ରିଓ୍ୱାଲଙ୍କୁ ଟାର୍ଗେଟ୍ କଲେ ରାଘବ ଚଢା

ନୂଆଦିଲ୍ଲୀ, ୦୬/୦୪ : ଆମ୍ ଆଦମୀ ପାର୍ଟିରେ କିଛି ଠିକ୍ ଚାଲିନି । ଦଳର ରାଜ୍ୟସଭା ଉପନେତା ରାଘବ ଚଢାଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି । ଯାହାକୁ ନେଇ ଏବେ ଆପ୍ ବନାମ୍ ରାଘବ । ଆଫ୍ ମୁଖିଆ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ପରୋକ୍ଷରେ ଟାର୍ଗେଟ୍ କରୁଛନ୍ତି ରାଘବ । ଦଳ ସହ ମତଭେଦ ପରେ ନେତୃତ୍ୱକୁ ନେଇ କଟାକ୍ଷ କରୁଛନ୍ତି । ଏହାରି ଭିତରେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ରାଘବଙ୍କ ଏକ ପୋଷ୍ଟ୍ ଭାଇରାଲ ହେଉଛି । […]

Read More Text.
Car, bus

ଓଡ଼ିଶାରେ ପଶିପାରିବନି ବାହାର ରାଜ୍ୟର ଗାଡ଼ି, ୧୦ ବର୍ଷରୁ ଅଧିକ ହେଲେ ମିଳିବନି ପରମିଟ୍

କଟକ ୬।୪: ଓଡ଼ିଶାରେ ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା । ନୂତନ ପରମିଟ୍ ପ୍ରଦାନ କରାଯିବ ନାହିଁ । ମାଲିକାନା ହସ୍ତାନ୍ତର କିମ୍ବା କୌଣସି କର ଗ୍ରହଣ ଉପରେ ମଧ୍ୟ ଅଙ୍କୁଶ । ୧୯ ଜୁଲାଇ ୨୦୨୩ ଏସଟିଏ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ । ଏ ନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବାଣିଜ୍ୟ […]

Read More Text.

ରାଜ୍ୟରେ ୧୦ ତାରିଖ ଯାଏ ରହିବ କାଳବୈଶାଖୀର ପ୍ରଭାବ, ଏସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର : ଅସହ୍ୟ ଖରା, ଗରମରୁ ମିଳିଲା ଆଶ୍ୱସ୍ତି। ବଦଳିଲା ପାଗ। ବିଭିନ୍ନ ସ୍ଥାନରେ କାଳବୈଶାଖୀ , ଘଡଘଡି, ବିଜୁଳି, ପବନ ମାଡ, କୁଆପଥର ସହ ହୋଇଛି ପ୍ରବଳ ବର୍ଷା। ବିଶେଷ କରି ବରଗଡ଼, ପାଟଣାଗଡ଼, କଳାହାଣ୍ଡି କଲମପୁରରେ କାଳବୈଶାଖୀର ତାଣ୍ଡବ ଦେଖାଯାଇଛି। ପ୍ରବଳ ମାତ୍ରାରେ କୁଆପଥର ବର୍ଷା ହୋଇଛି। ଗଛ ଉପୁଡ଼ିବା ସହ ବିଦ୍ୟୁତ୍ ସେବା ମଧ୍ୟ ବ୍ୟାହତ ହୋଇଛି। ଫସଲ ନଷ୍ଟ ହେବା ସହ ଘରର ଛପର ଉଡି କ୍ଷତିଗ୍ରସ୍ତ ହୋଇଛି। ଗତ କିଛି […]

Read More Text.