ଘରେ ପଶି କଳାକନା ବୁଲାଇଲେ ଦୁବୃର୍ତ୍ତ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ଗ୍ରାମର ଦୁକାରାମ ଟୁଡୁ ଙ୍କ ଘରେ ଆଜି ଦିନବେଳେ କଳାକନା ବୁଲାଇଲେ ଦୁବୃତ୍ତ l ଆଜି ଦୁକାରାମ ଟୁଡୁ ଏବଂ ତାଙ୍କ ସ୍ତ୍ରୀ ଆଲାଦୀ ବଜାରକୁ ଯାଇଥିବାବେଳେ ଘରେ ଅନ୍ୟ ସଦସ୍ୟ ମଧ୍ଯ କେହିନଥିଲେ l ଏହାର ସୁଯୋଗ ନେଇ ଏକ କାରରେ ଦୁବୃତ୍ତ ମାନେ ଆସି ଘରେ ପଶି ସୁନା ଗହଣା ଲୁଟି ନେଇଛନ୍ତି l ସୁନା ଚେନ, କାନଫୁଲ ଏବଂ ମଙ୍ଗଳସୂତ୍ର ଆଦି […]
Read More Text.