ଶାଶୁଘର ପଛପଟୁ ବୋହୂର ମୃତଦେହ ଉଦ୍ଧାର

ମହାକାଳପଡ଼ା: ଶାଶୁଘର ପଛପଟେ ବୋହୂର ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ବେଣାକନ୍ଧା ଗାଁରେ ନିଜ ଶାଶୁଘର ପଛପଟ ବିଲରେ ବୋହୁର ଅର୍ଦ୍ଧଦଗ୍ଧ ମୃତ ଦେହ ପଡ଼ିଛି । ମୃତକ ହେଲେ ବିଶ୍ୱଜିତ ମଣ୍ଡଳଙ୍କ ପତ୍ନୀ ସୁରେଖା ମଣ୍ଡଳ । ତାଙ୍କ ବୟସ ହେଉଛି ୨୪ ବର୍ଷ । ପଟ୍ଟାମୁଣ୍ଡାଇ ଥାନା ନଳଢଳିଆ ଗ୍ରାମର ମନୋରଞ୍ଜନ ଦିଣ୍ଡାଙ୍କ ବଡ଼ ଝିଅ ସୁରେଖାଙ୍କୁ ୫ ବର୍ଷ ପୂର୍ବେ ବିବାହ କରିଥିଲେ […]

Read More Text.

ପଶ୍ଚିମ ଓଡ଼ିଶାରେ ୪୩ ଡିଗ୍ରୀ ଛୁଇଁଲା ପାରଦ, ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ତାତିରୁ ଉପକୂଳ ଓଡ଼ିଶାବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶନିବାରଠାରୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। କିନ୍ତୁ ଅନ୍ୟପକ୍ଷରେ, ରାଜ୍ୟର ଆଭ୍ୟନ୍ତରୀଣ ତଥା ପଶ୍ଚିମ ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମର ପ୍ରକୋପ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଉପକୂଳ ସହରଗୁଡ଼ିକରେ ପାରଦ ଖସିଥିବା ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ତାପମାତ୍ରା ୩୪.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱରରେ ୩୪.୮ […]

Read More Text.

ଓଡ଼ିଶା ମହିଳା ଆଇନଜୀବୀ ସଂଘ ପକ୍ଷରୁ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ

ବାରିପଦା : ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ଅବସରରେ ଓଡ଼ିଶା ମହିଳା ଆଇନଜୀବୀ ସଂଘ ପକ୍ଷରୁ ‘ବନ୍ଦେ ବରପୁତ୍ରମ’ କାର୍ଯ୍ୟକ୍ରମ ଆହ୍ୱାନରେ ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସଂଘର କେନ୍ଦ୍ରୀୟ ଉପ ସଭାପତି ଆଡଭୋକେଟ୍ ସୁଜାତା ମିଶ୍ରଙ୍କ ନେତୃତ୍ୱ ଓ ଜୋନାଲ ଭାଇସ୍ ପ୍ରେସିଡେଣ୍ଟ ଆଡଭୋକେଟ୍ ଚିନ୍ମୟୀ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଆଇନଜୀବୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ମଧୁସ୍ମିତା ନାୟକ, […]

Read More Text.

ବାମନଘାଟି ଉପଖଣ୍ଡ ରାଇରଙ୍ଗପୁରଠାରେ ଜାତୀୟ ପଂଚାୟତିରାଜ ଦିବସ-୨୦୨୬ ପାଳିତ. 

ବାରିପଦା –  ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ବଲାଙ୍ଗୀର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଜାତୀୟ ପଂଚାୟତିରାଜ ଦିବସ-୨୦୨୬ ପାଳନ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଅନୁରୂପ ଭାବେ ଗତକାଲି  ସନ୍ଧ୍ୟାରେ ରାଇରଙ୍ଗପୁର ସ୍ଥିତ ମହତାବ ଭବନ ଠାରେ ବ୍ଲକ ସ୍ତରୀୟ ଜାତୀୟ ପଂଚାୟତିରାଜ ଦିବସ ସମାରୋହ -୨୦୨୬ ପାଳିତ ହୋଇଯାଇଛି। ରାଇରଙ୍ଗପୁର […]

Read More Text.

“ଓଡ଼ିଆ ପ୍ରିନିୟର ୩. ୦” ହାକାଥାନ: ରାଜ୍ୟସ୍ତରକୁ ଶ୍ରେଷ୍ଠ ତିନି ପ୍ରକଳ୍ପ ମନୋନୀତ 

ବାରିପଦା : ବାରିପଦାସ୍ଥିତ ଶ୍ରୀମା’ ମହିଳା ମହାବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଷ୍ଟାରସ ପ୍ରୋଗ୍ରାମ ଅଧୀନରେ “ଜିଲ୍ଲା ସ୍ତରୀୟ ଓଡ଼ିଆ ପ୍ରିନିୟର-ଏ ସ୍ମାର୍ଟ ଓଡିଶା ହାକଥନ ୩. ୦ ” ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଇଆଇଟି ଭୁବନେଶ୍ୱର ଦ୍ୱାରା ମନୋନୀତ ୨୧ଟି ଅଭିନବ ପ୍ରକଳ୍ପକୁ ନେଇ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ  ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି […]

Read More Text.

ଜିଲ୍ଲାସ୍ତରୀୟ  ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ବାରିପଦା :  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବାରିପଦାସ୍ଥିତ ସଭା ଗୃହରେ ଜିଲ୍ଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ (ଭି ବି ଡି) ଡା. ବିଜୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାର ଆଲୋଚନା କାଳରେ ଡା. ଦାସ ସମସ୍ତ ଜ୍ୱର ରୋଗୀଙ୍କୁ ସଠିକ ସମୟରେ ରକ୍ତ ପରୀକ୍ଷା କରିବା, ନିତି ମଶାରୀ ଟାଙ୍ଗି ଶୋଇବା ଆଦି ବିଷୟ ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଜିଲ୍ଲାର ସମସ୍ତ […]

Read More Text.

ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

୧୦ ହିତାଧିକାରୀଙ୍କୁ ନୂତନ କାର୍ଯ୍ୟାଦେଶ ବଣ୍ଟନ  ବାରିପଦା : ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଶହୀଦ ସ୍ମୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ସହକାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାରିପଦା ସଦର ବିଧାୟକ ଶ୍ରୀ ପ୍ରକାଶ ସୋରେନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ସମାରୋହର ଶୁଭାରମ୍ଭ କରିଥିଲେ । ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଯୋଗଦେଇଥିଲେ […]

Read More Text.
772ca9c2 b573 4ff9 bf32 08adedce4f09

ୟୁନିଟ-୨ ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ପୂଜ୍ୟ ପୂଜା ଓଡ଼ିଶା’ ପକ୍ଷରୁ ଆଲୋଚନା ଚକ୍ର ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୫/୪ (ନି.ପ୍ର): ସ୍ଥାନୀୟ ୟୁନିଟ-୨ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ପୂଜ୍ୟ ପୂଜା ଓଡ଼ିଶା’ ପକ୍ଷରୁ ଏକ ବିଦ୍ୟାଳୟ ଭିତ୍ତିକ ଆଲୋଚନା ଚକ୍ର ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସବିତା ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରସ୍ୱତ ସଂଗଠକ ତଥା ‘ପୂଜ୍ୟ ପୂଜା ଓଡ଼ିଶା’ର ସମ୍ପାଦକ ରମାକାନ୍ତ ମିଶ୍ର ମୁଖ୍ୟ ବକ୍ତା ଓ ଆଲୋଚକ ଭାବେ ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀ ମିଶ୍ର ପୂଜ୍ୟ ପୂଜାର ମହନୀୟତା ସମ୍ପର୍କରେ […]

Read More Text.

ଦୁଇ ମାସ ପରେ ତେହେରାନ ବିମାନବନ୍ଦରରୁ ପ୍ରଥମ ଥର ଉଡ଼ାଣ ଭରିଲା ବିମାନ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବାର ଦୁଇ ମାସ ପରେ ଶନିବାର ପ୍ରଥମ ଥର ପାଇଁ ଇରାନ ରାଜଧାନୀ ତେହେରାନର ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାଣିଜ୍ୟିକ ବିମାନ ଉଡ଼ାଣ ଆରମ୍ଭ କରିଛି। ଇରାନର ସରକାରୀ ଗଣମାଧ୍ୟମ ଅନୁସାରେ ଶନିବାର ଇସ୍ତାନବୁଲ, ମସ୍କଟ ଏବଂ ସାଉଦି ଆରବର ମଦିନା ଅଭିମୁଖେ ତେହେରାନର ଇମାମ ଖାମନେଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିଛି। ଇରାନ ଏୟାର ୫୬ଦିନ ପରେ ତେହେରାନରୁ ଦ୍ୱିତୀୟ ବୃହତ୍ତମ ସହର ମଶାଦକୁ […]

Read More Text.

ହିଂସାତ୍ମକ ମନ୍ତବ୍ୟ ପାଇଁ ଶାହଙ୍କ ବିରୋଧରେ “ଆଇନଗତ ମାମଲା” ରୁଜୁ କରିବେ ମମତା !

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ରାଜନୈତିକ ଉତ୍ତେଜନା ବୃଦ୍ଧି କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର କହିଛନ୍ତି ଯେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହିଂସାତ୍ମକ ମନ୍ତବ୍ୟ ପାଇଁ “ଆଇନଗତ ମାମଲା” ରୁଜୁ କରିବାକୁ ଯାଉଛନ୍ତି। ହୁଗୁଳିରେ ଏକ ସମାବେଶକୁ ସମ୍ବୋଧିତ କରି ମମତା କହିଛନ୍ତି, ଆମେ ଅମିତ ଶାହଙ୍କ ହିଂସାତ୍ମକ ମନ୍ତବ୍ୟ ପାଇଁ ଏକ ଆଇନଗତ ମାମଲା ରୁଜୁ କରିବାକୁ ଯାଉଛୁ। ଗୃହମନ୍ତ୍ରୀ ଭାବରେ ସେ ଏପରି ମନ୍ତବ୍ୟ ଦେଇପାରିବେ ନାହିଁ। […]

Read More Text.