ପଶ୍ଚିମବଙ୍ଗ ବାଗଦା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିଶାଳ ରୋଡ୍ ସୋ’

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ମୋହନ ମାଝୀଙ୍କ ଜୋରଦାର ପ୍ରଚାର । ଓଡ଼ିଆ ଭୋଟରଙ୍କୁ ଆକୃଷ୍ଟ କରିବା ଏବଂ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ସେ ଏହି ମାରାଥନ କ୍ୟାମ୍ପେନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ବାଗଦା ନିର୍ବାଚନ ମଣ୍ଡଳୀରେ ଏକ ବିଶାଳ ରୋଡ୍ ସୋ’ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ଏହାସହ ରାଜାରହାଟରେ ଆୟୋଜିତ ଏକ ବଡ଼ ଜନସଭାରେ ସେ ଯୋଗଦେବେ। ପଶ୍ଚିମବଙ୍ଗରେ […]

Read More Text.

ଦାଦନ ଖଟିବାକୁ ଗଲା ବେଳେ ୧୫ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି : ଦାଦନ ଖଟିବାକୁ ଗଲା ବେଳେ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ୧୫ ଶିଶୁଙ୍କୁ ଉଦ୍ଧାର କଲା ପୋଲିସ। ମାଲକାନଗିରି ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ ଶିଶୁ ଶ୍ରମିକ ଚାଲାଣ ହେଉଥିଲେ । ଏଥିରେ ୧୫ଜଣ ନାବାଳକ ଓ ନାବାଳିକା ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଉଥିବା ବେଳେ ସେମାନଙ୍କ ସହିତ କୌଣସି ଅବିଭାବକ ନଥିଲେ ଯେଉଁଥି ପାଇଁ ପୋଲିସ ସହାୟତା ରେ ଏମାନଙ୍କୁ ବସ ଭିତରୁ ଉଦ୍ଧାର କରାଯାଇଛି । ଏବେ ସମସ୍ତଙ୍କୁ ମାଲକାନଗିରି ଆଦର୍ଶ ଥାନାରେ […]

Read More Text.

କଟକ ସି.ଡି.ଏରେ ଅତ୍ୟାଧୁନିକ ଦନ୍ତ ଚିକିତ୍ସା କେନ୍ଦ୍ର “ପ୍ରୁଡେଣ୍ଟ ଆଡଭାନ୍ସ ଡେଣ୍ଟାଲ କେୟାର” ଉଦଘାଟିତ; ଶୁଭାରମ୍ଭ କଲେ ମେୟର ସୁଭାଷ ସିଂହ

କଟକ, (ମାନସ କୁମାର ନାୟକ): କଟକ ସହରବାସୀଙ୍କୁ ଉନ୍ନତ ଓ ଅତ୍ୟାଧୁନିକ ଦନ୍ତ ଚିକିତ୍ସା ସେବା ଯୋଗାଇଦେବା ଲକ୍ଷ୍ୟରେ ସି.ଡି.ଏ ସେକ୍ଟର-୯, ଯୁଗଳ କିଶୋର ପାର୍କ ନିକଟରେ ଏକ ନୂତନ କ୍ଲିନିକ୍ “ପ୍ରୁଡେଣ୍ଟ ଆଡଭାନ୍ସ ଡେଣ୍ଟାଲ କେୟାର ଆଣ୍ଡ ଓ୍ୱେଲନେସ” (Prudent Advance Dental care and wellness) ର ଶୁଭ ଉଦ୍‌ଘାଟନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କଟକ ମହାନଗର ନିଗମ (ସି.ଏମ.ସି)ର ମାନ୍ୟବର ମେୟର ଶ୍ରୀଯୁକ୍ତ ସୁଭାଷ ସିଂହ ମୁଖ୍ୟ ଅତିଥି […]

Read More Text.

‘ବାରିପଦା ଏକ୍ସପୋ-୨୦୨୬’ ଉଦଘାଟିତ

ବାରିପଦା : ସଂସ୍କୃତି, ବାଣିଜ୍ୟ ଓ ସମୁଦାୟକୁ ଏକତ୍ର କରିବା ଉଦ୍ଦେଶ୍ୟରେ ବାରିପଦା କଲେଜ ପଡିଆରେ ‘ବାରିପଦା ଏକ୍ସପୋ-୨୦୨୬’ ଉଦଘାଟିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ,  ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାମ୍ବାଦିକ ତଥା ସାମ୍ବାଦିକ କବି ବିଷ୍ଣୁ ଶତପଥୀ, ସମ୍ମାନିତ ଅତିଥି ଭାବେ ବାର ଆସୋସିଏସନର ସଭାପତି ଜ୍ୟୋତି ପ୍ରକାଶ ରଥ, ସମ୍ପାଦକ ବିପ୍ଳବ କୁମାର ବାରିକ, ୧ ନମ୍ବର ୱାର୍ଡ କାଉନସିଲର ସୁକେଶିନୀ ସେଠୀ,  ପରିବେଶବିତ […]

Read More Text.
IMG 20260426 WA0165

ରାଜ୍ୟସ୍ତରୀୟ ଭଲିବଲ ଚମ୍ପିୟାନସିପ : ମୟୁରଭଞ୍ଜ ପୋଲିସ ଦଳ ଚମ୍ପିୟାନ 

ବାରିପଦା : ବାଲେଶ୍ୱର ପୋଲିସ ପଡିଆରେ ଅନୁଷ୍ଠିତ ୭୮ ତମ ରାଜ୍ୟସ୍ତରୀୟ ଭଲିବଲ ଚମ୍ପିୟାନସିପରେ ମୟୁରଭଞ୍ଜ ପୋଲିସ ଦଳ ଚମ୍ପିୟାନ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛି I ଏହି ଚମ୍ପିୟାନସିପରେ ୨୮ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚରେ ମୟୁରଭଞ୍ଜ ଦଳ ବାଲେଶ୍ୱରକୁ ୩ – ୦ ସେଟରେ ପରାସ୍ତ କରି ଚମ୍ପିୟାନ ହୋଇଛି I କ୍ୱାଟର ଫାଇନାଲରେ ପୁରୀକୁ ୩-୦ ସେଟରେ ଓ ସେମିଫାଇନଲ ମ୍ୟାଚରେ କମିଶନେରଟ, ଭୁବନେଶ୍ୱରକୁ ୩-୨ ସେଟରେ […]

Read More Text.
Bengal tiger 2024 05 33405306918be2efff88622a05becf60

ଶିମିଳିପାଳରେ ରୟାଲ ବେଙ୍ଗଲ ବାଘ ଠାବ

ବାରିପଦା : ଶିମିଳିପାଳ ଇତିହାସରେ ପୁଣି ଯୋଡିଲା ଆଉ ଏକ ନୂଆ ଫର୍ଦ l ଆଜି ବନକର୍ମଚାରୀ ଙ୍କ ପକ୍ଷରୁ ଶିମିଳିପାଳ ର କୋର ଏରିଆରେ ଲଗାଯାଇଥିବା କ୍ୟାମେରା ଆଧାରରେ ବାଘ ଗଣନା କରାଯାଉଥିବା ବେଳେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା l ଏକ ନୂଆ ଅତିଥି ହୋଇ ବାହାର ରାଜ୍ୟ ରୁ ଶିମିଳିପାଳ କୁ ଆସିଥିବା ଏକ ରୟାଲ ବେଙ୍ଗଲ ଟାଇଗର ର ଫୋଟୋ କ୍ୟାମେରାରେ କଏଦ ହୋଇଥିଲା l ଏ ଖୁସିର ଖବର […]

Read More Text.
Swiss air

ଉଡ଼ାଣ ଭରୁଥିବା ବେଳେ ବିମାନ ଇଂଜିନରେ ଲାଗିଲା ନିଆଁ, ୬ ଯାତ୍ରୀ ଆହତ

ନୂଆଦିଲ୍ଲୀ : ଦିଲ୍ଲୀ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ବିମାନବନ୍ଦରରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । ସ୍ବିଜରଲାଣ୍ଡ ଜୁରିଚ୍ ଯିବାକୁ ଥିବା ସ୍ବିସ୍ ଏୟାରଲାଇନ୍ସର ବିମାନ ଉଡ଼ାଣ ଭରୁଥିବା ସମୟରେ ଇଂଜିନରେ ନିଆଁ ଲାଗିଯାଇଥିଲା । ବିମାନ ଇଂଜିନରେ ନିଆଁ ଲାଗିବା ଜାଣିବା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ଯାତ୍ରୀମାନେ ଭୟରେ ଚିତ୍କାର କରିଥିଲେ । ବିମାନରେ ମୋଟ ୨୨୮ ଜଣ ଯାତ୍ରୀ ଏବଂ ୪ ଜଣ ଶିଶୁ ଥିଲେ । ଘଟଣାରେ ୬ ଯାତ୍ରୀ ଆହତ […]

Read More Text.
Colombia

ବସରେ ଭୟଙ୍କର ବିସ୍ଫୋରଣ, ୧୩ ଯାତ୍ରୀ ମୃତ

କଲମ୍ବିଆ: କଲମ୍ବିଆର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ହିଂସା ପୁଣି ଥରେ ଭୟଙ୍କର ରୂପ ନେଇଛି । ଶନିବାର ଦିନ ଏକ ବସରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତି କମରେ ୩୮ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସେନା ମୁଖ୍ୟ ସ୍ପଷ୍ଟ ଭାବରେ ଏହି ଆକ୍ରମଣକୁ ‘ଆତଙ୍କବାଦୀ ଆକ୍ରମଣ’ ବୋଲି କହିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, କାଉକା ଅଞ୍ଚଳର କାଜିବିଓ ଅଞ୍ଚଳର ପାନାମେରିକାନ୍ ହାଇୱେରେ ବସରେ ଯାତ୍ରୀ ଭର୍ତ୍ତି […]

Read More Text.

ଡିନର ପାର୍ଟିରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରାଷ୍ଟ୍ରପତି ଟ୍ରମ୍ପ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଡିନର ପାର୍ଟିରେ ଆଟାକ । ଘେରିଗଲେ ସୁରକ୍ଷାକର୍ମୀ । ରାତିରେ ୱାଶିଂଟନ ହିଲଟନ୍ ଠାରେ ଆୟୋଜିତ ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଡିନର ସମୟରେ ଗୁଳିମାଡ଼ ହୋଇଥିଲା । ଗୁଳି ଶବ୍ଦ ଶୁଣାଯିବା ପରେ ସେଠାରେ ଆତଙ୍କ ଖେଳିଯାଇଥିଲା । ଗୁଳି ଶବ୍ଦ ଶୁଣାଯିବା ମାତ୍ରେ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ତୁରନ୍ତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ଏବଂ ଉପ-ରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଷ୍ଟେଜରୁ ସୁରକ୍ଷିତ ଭାବେ ବାହାର କରି ନେଇଥିଲେ । […]

Read More Text.

ଏମବିଏ ଛାତ୍ରୀଙ୍କୁ ଦୁଷ୍କର୍ମ: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ରାଜଧାନୀରେ ଲଜ୍ଜା ।  ଏମବିଏ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ରୁମମେଣ୍ଟ ନଥିବାର ସୁଯୋଗ ନେଇ ଦୁଷ୍କର୍ମ କଲା ଅଭିଯୁକ୍ତ ।  ଇନଫୋଭ୍ୟାଲି ଥାନା ଗଙ୍ଗପଡ଼ାରେ ଘଟିଛି ଘଟଣା ।  ପୀଡ଼ିତାଙ୍କ ଘର ଛତିଶଗଡ଼ ବିଳାସପୁର ଅଞ୍ଚଳର ଥିବା ସୂଚନା ।  ଅଭିଯୁକ୍ତ ଦୀପକ ପ୍ରଧାନକୁ ଗିରଫ କରିଛି ଇନଫୋଭାଲି ଥାନା ପୋଲିସ ।  ଅଭିଯୁକ୍ତର ଗଙ୍ଗପଡ଼ାରେ ଏକ ଗ୍ରୋସେରୀ ଦୋକାନ ରହିଛି ।  ଦୋକାନକୁ ଲାଗି ଏକ ଲେଡିଜ ହଷ୍ଟେଲ ରହିଛି । ଗତ ୨୪ […]

Read More Text.