ମେ’ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ : ମେ’ ମାସରେ ୨ କି ୪ ନୁହେଁ ବରଂ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ। ଏପ୍ରିଲ ମାସ ଶେଷ ହେବାକୁ ଯାଉଛି, ଏବଂ ମେ’ ୨୦୨୬ ଆରମ୍ଭ ହେବାକୁ ଯାଉଛି। ଯଦି ଆପଣ କୌଣସି ଜରୁରୀ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ସୂଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ପ୍ରକାଶିତ ଛୁଟିଦିନ କ୍ୟାଲେଣ୍ଡର ଅନୁସାରେ ମେ’ ମାସର ମୋଟ ୩୧ ଦିନ ମଧ୍ୟରୁ […]

Read More Text.
Image 2026 04 28T143340.838

୪୨୦/୨୨୦ କେଭି ଗ୍ରୀଡ୍ ସବ୍‌ଷ୍ଟେସନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖମନ୍ତ୍ରୀ, ବିନା ବିଦ୍ୟୁତ୍ କାଟ୍‌ରେ ହେବ ମରାମତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲାକୁ ଏକ ସମୃଦ୍ଧ ଶିଳ୍ପ ହବ୍‌ରେ ପରିଣତ କରିବା ଲକ୍ଷ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ବଡ଼ବିଲ ଅଂଚଳର ଉଚ୍ଚବାଲି ଠାରେ ୧୬୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୪୨୦/୨୨୦ କେଭି ଗ୍ରୀଡ୍ ସବ୍‌ଷ୍ଟେସନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରକୁ ପୂର୍ବ ଭାରତର ଦ୍ୱିତୀୟ […]

Read More Text.

ପଞ୍ଚାୟତ ନିର୍ବାଚନରେ ଏକା ଲଢିବ କଂଗ୍ରେସ, ହେବନି କୌଣସି ମେଣ୍ଟ

ଭୁବନେଶ୍ୱର: ୟୁ ଟର୍ଣ୍ଣ ମାରିଲା କି କଂଗ୍ରେସ? ପଞ୍ଚାୟତ ନିର୍ବାଚନରେ ହେବନି କୌଣସି ମେଣ୍ଟ। ଓଡ଼ିଶାରେ ପରବର୍ତ୍ତୀ ପଞ୍ଚାୟତ ନିର୍ବାଚନ ୨୦୨୭ ମସିହାରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଆସନ ସଂରକ୍ଷଣ (Reservation) ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାର ଚୂଡ଼ାନ୍ତ ତାଲିକା ଏପ୍ରିଲ ୨୦୨୬ ସୁଦ୍ଧା ପ୍ରସ୍ତୁତ ରହିବ। ତେବେ ଆଗକୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ କଂଗ୍ରେସ-ବିଜେଡି ମେଣ୍ଟ କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା। […]

Read More Text.
IMG 20260427 WA0183

ପିଆରଏମ ମେଡିକାଲ କଲେଜରେ ପ୍ରଦର୍ଶନୀ “ଇନୋଭାଟିଆ ୧. ୦ – ୨୦୨୬

ବାରିପଦା : ପି ଆର ଏମ ମେଡିକାଲ କଲେଜରେ ପ୍ରଥମ ମେଡିକାଲ ପ୍ରଦର୍ଶନୀ “ଇନୋଭାଟିଆ ୧. ୦ – ୨୦୨୬” ଅନୁଷ୍ଠିତ ହୋଇଯାଇଛି I ଏକାଡେମୀକ ସୋସାଇଟି ଓ ସ୍ଟୁଡେଣ୍ଟସ ୟୁନିୟନ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀରେ ବିଭିନ୍ନ କଲେଜ ତଥା ଅନୁଷ୍ଠାନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ଉତ୍କୃଷ୍ଟ ପ୍ରଦର୍ଶନ କରି ବାରିପଦାର କ୍ୱାଣ୍ଟମ ଏକାଡେମୀର ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି I ନିଟ ପରୀକ୍ଷା ଢାଞ୍ଚାରେ ଆୟୋଜିତ ପ୍ରତିଯୋଗିତାରେ ପ୍ରଥମ […]

Read More Text.

ଭିନ୍ନ ଭିନ୍ନ ଦୁର୍ଘଟଣାରେ ୪ ମୃତ, ୬ ଆହତ

ବାରିପଦା : ଆଜି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଭିନ୍ନ ଭିନ୍ନ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଛଅ ଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଅଛି l ଉକ୍ତ ଥାନା ଅନ୍ତର୍ଗତ 220 ନମ୍ବର ଜାତୀୟ ରାଜପଥ ର କାଳିକାପୁର ଜଙ୍ଗଲ ନିକଟସ୍ଥ ବାଉନଶାଳ ଠାରେ ଏକ ବାଇକ କୁ ସ୍କୋର୍ପିଓ ଦ୍ରୁତ ଗତିରେ ଆସି ମୁହାଁ ମୁଁହିଁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକରେ ଥିବା ଦମ୍ପତି ଙ୍କୁ ମୃତ୍ୟୁ […]

Read More Text.

ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏଫଟିଏ ସ୍ୱାକ୍ଷରିତ

ନୂଆଦିଲ୍ଲୀ : ଭାରତ ପାଇଁ ଖୁସି ଖବର। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏଫଟିଏ ସ୍ୱାକ୍ଷରିତ ହେବା ପରେ ଅନେକ ଲାଭ ମିଳିବ। ଅନେକ ଜିିନିଷ ଶସ୍ତା ହେବ। ବିଶ୍ୱ ଆର୍ଥିକ ଅନିଶ୍ଚିତତା ମଧ୍ୟରେ, ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ସ୍ୱାକ୍ଷର କରି ଏକ ନୂତନ ଯୁଗର ସୂତ୍ରପାତ କରିଛନ୍ତି। ମାତ୍ର ନଅ ମାସ ମଧ୍ୟରେ ପ୍ରସ୍ତୁତ ହୋଇଥିବା ଏହି ଚୁକ୍ତିନାମାକୁ ଦୁଇ ରାଷ୍ଟ୍ର ମଧ୍ୟରେ ଦୃଢ଼ କୂଟନୈତିକ ସଂକଳ୍ପ […]

Read More Text.

ଏଥର ବଙ୍ଗଳାରେ ଫୁଟିବ ପଦ୍ମ: ପ୍ରଧାନମନ୍ତ୍ରୀ ମୋଦୀ

କଲକାତା : ଘରୁ ବାହାରିବା ପରଠାରୁ ଲୋକଙ୍କ ମଧ୍ୟରେ ରହିବାରେ ପ୍ରକୃତ ଖୁସି ଏବଂ ସେମାନେ ତାଙ୍କ ପରିବାର। ଏଥର ବଙ୍ଗଳାରେ ମଧ୍ୟ ଫୁଟିବ ପଦ୍ମ। ନିକଟ ଅତୀତରେ ବିହାର ‘କମଳ’କୁ ପ୍ରସ୍ଫୁଟିତ କରିଛି, ଓଡ଼ିଶା କମଳକୁ ପ୍ରସ୍ଫୁଟିତ କରିଛି ଏବଂ ବର୍ତ୍ତମାନ ବଙ୍ଗଳାର ପାଳି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଏପ୍ରିଲ ୨୯ ବୁଧବାର ଦିନ ହେବାକୁ ଯାଉଛି। ଆଜି ଏହି ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାରର ଶେଷ ଦିନ। ଏହି […]

Read More Text.

ବିରିୟାନି ପରେ ତରଭୁଜ ଖାଇବା ହେଲା କାଳ, ଗୋଟିଏ ପରିବାରର ୪ ମୃତ

ମୁମ୍ବାଇ : ଆଗେ ଖାଇଲେ ବିରିୟାନି। ତା’ପରେ ତରଭୁଜ। ହେଲେ ସକାଳ ହେଲା ବେଳକୁ ଆଖି ବୁଜିଲେ ଗୋଟିଏ ପରିବାରର ୪ ସଦସ୍ୟ। ଏହି ଘଟଣା ଏବେ ହଇଚଇ ସୃଷ୍ଟି କରିଛି। ମୁମ୍ବାଇରୁ ଆସିଥିବା ଏହି ଆଶ୍ଚର୍ଯ୍ୟଜନକ ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ଖେଳିଯାଇଛି। ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ପରିବାରର ପାଞ୍ଚ ଜଣ ସଦସ୍ୟ ରାତି ପ୍ରାୟ ୧୦:୦୦ ଟାରେ ବିରିୟାନି ଖାଇଥିଲେ। ଏହା ପରେ, ରାତି […]

Read More Text.

୮ ବିଧାୟକଙ୍କ ସଭ୍ୟପଦ ରବ୍ଦ ପାଇଁ ପିଟିସନ, ବାଚସ୍ପତିଙ୍କୁ ଭେଟିଲେ ବିଜେଡି ବିଧାୟକ

ଭୁବନେଶ୍ୱର : ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ପିଟିସନ। ଦଳ ବିରୋଧୀ କାର୍ଯ୍ୟ କରିଥିବା ସସପେଣ୍ଡ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଆଜି ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଛି ବିଜେଡି । ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ବାଚସ୍ପତିଙ୍କୁ ଭେଟି ପିଟିସନ ଦାଖଲ କରିଛନ୍ତି । ଆର୍ଟିକିଲ ୧୯୧ ଅନୁସାରେ ସଭ୍ୟପଦ ରଦ୍ଦ ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଗତ ରାଜ୍ୟସଭା ନିର୍ବାଚନରେ ବିଜେଡିର ୬ଜଣ ବିଧାୟକ ଦଳୀୟ ହୁଇପ୍ […]

Read More Text.