ସଂକଳ୍ପ ପଦଯାତ୍ରାରେ ଭାଙ୍ଗିଥିଲା ପିସିସି ସଭାପତିଙ୍କ ହାତ: ସରିଲା ଅସ୍ତ୍ରୋପଚାର
ଭୁବନେଶ୍ବର: ନୂଆ ପିସିସି ସଭାପତି ଭାବେଯୋଗ ଦେବା ପରେ କଂଗ୍ରେସର ପଦ ଯାତ୍ରା ସମୟରେ ଆହତ ହୋଇଥିଲେ ଭକ୍ତ ଦାସ । ଭୁବନେଶ୍ଵର – ପୁରୀ ସଂକଳ୍ପ ଯାତ୍ରା ସମୟରେ ଉତ୍ସାହୀ କର୍ମୀଙ୍କ ଭିଡ଼ରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କର ହାତରେ ଆଘାତ ଲାଗିଥିଲା । ଯାହାର ସଫଳ ଅସ୍ତ୍ରୋପଚାର ଭୁବନେଶ୍ଵର ଏକ ଘରୋଇ ହସ୍ପିଟାଲରେ ଡାକ୍ତର ତୁଷାର ପଣ୍ଡାଙ୍କ ଦ୍ଵାରା ସମ୍ପନ୍ନ ହୋଇଛି । ଏବେ ସେ ସୁସ୍ଥ ଥିବା ସୂଚନା ମିଳିଛି । […]
Read More Text.