ବାଲାଜୀ ସରକାର କର୍କଟ ଡାକ୍ତରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦୁଇ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଯାଇଥିବାବେଳେ ଛତରପୁରସ୍ଥିତ ବାଗେଶ୍ଵର ଧାମରେ ବାଲାଜୀ ସରକାର କର୍କଟ ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଜନସଭାରେ ଉଦବୋଧନ ଦେଇଥିଲେ। ସେ କହିଥିଲେ, ବହୁତ କମ ଦିନରେ ସେ ୨ୟ ଥର ପାଇଁ ବୀରଙ୍କ ମାଟିରେ ପାଦ ରଖିବାର ସୌଭାଗ୍ୟ ମିଳିଲା। ଏଥର ବାଲାଜୀଙ୍କ ଡାକରା ଆସିଥିଲା। ଆସ୍ଥାର ଏହି କେନ୍ଦ୍ର ଏବେ ଆରୋଗ୍ୟର କେନ୍ଦ୍ର ହେବାକୁ ଯାଉଛି। ସେ […]

Read More Text.

ସଙ୍ଗମ ସ୍ଥଳରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ

ପ୍ରୟାଗରାଜ: ମହାକୁମ୍ଭରେ ବୁଡ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ପରିବାରଙ୍କ ସଙ୍ଗେ ପ୍ରୟାଗରାଜ ଯାଇଥିବା ବେଳେ, ପବିତ୍ର ମହାକୁମ୍ଭ ଅବସରରେ ସଙ୍ଗମ ଜଳରେ ମହାସ୍ନାନ କରିଛନ୍ତି । ମହାସ୍ନାନର ଶେଷ ସପ୍ତାହ । ଆଉ ଦୁଇ ତିନି ଦିନ ପରେ ଖାଁ ଖାଁ ହେବାକୁ ଯାଉଛି ସଙ୍ଗମ ସ୍ଥଳ । ୧୪୪ ବର୍ଷ ପରର ଏ ପବିତ୍ର ମୂହୂର୍ତ୍ତ ହାତରୁ ଖସିଯାଉଥିବାରୁ, ଏବେ ଆସ୍ତାର ବୁଡ ପାଇଁ, ଦେଶ […]

Read More Text.

ଦୟା ନଦୀ କୂଳରେ ପ୍ରେମିକର ପିଣ୍ଡ ଦାନ କଲେ ରାଣୀ ପଣ୍ଡା

ଭୁବନେଶ୍ୱର : ଯେଉଁ ଯାତ୍ରା ପେଣ୍ଡାଲରେ ରାଣୀ ପଣ୍ଡା ଥରେ ଠିଆ ହେଲେ ଲକ୍ଷ ଲକ୍ଷ ଦର୍ଶକ ତାଙ୍କ ଅଭିନୟ ଦେଖିବାକୁ ଚାହିଁରହିଥାନ୍ତି । ଯାହାଙ୍କୁ ଖଣ୍ଡଗିରି ମନା ହୋଇଥିଲା ସେହି ଖଣ୍ଡଗିରିରେ ହଜାର ହଜାର ଲୋକଙ୍କୁ ମଟନ ଭାତ ଖୁଆଇବା ସହ ଯାତ୍ରା ମଞ୍ଚରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ, ଏବଂ ନିଜର ନିଖୁଣ ଅଭିନୟ ଦ୍ୱାରା ଦର୍ଶକଙ୍କୁ ଘଣ୍ଟା ଘଣ୍ଟା ଧରି ବାନ୍ଧି ରଖିଥାନ୍ତି ତାଙ୍କ ଭିତରେ ମଧ୍ୟ ଅନେକ ଅକୁହା ଯନ୍ତ୍ରଣା ସେ […]

Read More Text.

‘ମନ କି ବାତ୍’ର ୧୧୯ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ର ୧୧୯ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏଥିରେ ସେ ଦ୍ରୁତ ଗତିରେ ବଢୁଥିବା ସ୍ଵାସ୍ଥ୍ୟ ସମସ୍ୟା ‘ମୋଟାପଣ’ ଉପରେ ଚର୍ଚ୍ଚା କରିଛନ୍ତି। ଦେଶରେ ମୋଟାପଣ ଏବେ କିପରି ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଚିନ୍ତା ପାଲଟିଛି ଏବଂ ଏଥିରୁ କିପରି ମୁକ୍ତି ପାଇବେ ସେନେଇ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେ କହିଛନ୍ତି, ଏକ ସୁସ୍ଥ ରାଷ୍ଟ୍ର ନିର୍ମାଣ ପାଇଁ, ଆମକୁ […]

Read More Text.

ଓସିଏ ସଭାପତି ଭାବେ ନିର୍ବାଚିତ ହେଲେ ପଙ୍କଜ ଲୋଚନ ମହାନ୍ତି

ଭୁବନେଶ୍ଵର: ଓସିଏ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ପଙ୍କଜ। ତେଣୁ ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ସେ । ବବି ଦାସଙ୍କ ଇସ୍ତଫା ପରେ ଏହି ଆସନ ଖାଲିପଡିଥିଲା। ପୂର୍ବରୁ କାର୍ଯ୍ୟକାରୀ ସଭାପତି ଭାବେ ଦାଇତ୍ୱ ତୁଲାଇଥିବା ବେଳେ ଏବେ ଦ୍ଵିତୀୟ ଥର ଓସିଏ ସଭାପତି ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି। ଗତମାସରେ ପ୍ରଣବ ପ୍ରକାଶ ଦାସ ଓସିଏର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଫଳରେ […]

Read More Text.

ଢେଙ୍କାନାଳ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ, ଶଳାକୁ ମାରିଛି ସମ୍ପର୍କୀୟ ଭିଣୋଇ

ଢେଙ୍କାନାଳ : ସଦରଥାନା ଫାସିଗାଁ ଫାର୍ମ ହାଉସରେ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ । ଶଳାକୁ ମାରିଛି ସମ୍ପର୍କୀୟ ଭିଣୋଇ । ହତ୍ୟା କରିଥିବା ନିଜେ ସ୍ବୀକାର କରିଛନ୍ତି ଅଭିଯୁକ୍ତ ରମେଶ ଚନ୍ଦ୍ର ନାଏକ ।  ହତ୍ୟା ପରେ ଫାର୍ମ ହାଉସ ବୁଦା ଭିତରେ ବନ୍ଧୁକ ଲୁଚାଇ ରଖିଥିଲା ଅଭିଯୁକ୍ତ ରମେଶ । ହତ୍ୟା ପାଇଁ ବ୍ୟବହୃତ ଦେଶି ବନ୍ଧୁକକୁ ଜବତ କରିଛି ପୋଲିସ । ଗତକାଲି ରାତିରେ ଫାର୍ମ ହାଉସ ଭିତରେ ଗୋବିନ୍ଦ ନାଏକଙ୍କୁ ଗୁଳି କରିଥିଲା ଭିଣୋଇ […]

Read More Text.

ଶୁଟିଂ ପାଇଁ ଷ୍ଟଣ୍ଟ ସମୟରେ ଆହତ ହେଲେ ଗୁରୁ ରନ୍ଧୱା

ପଞ୍ଜାବୀ ଗାୟକ ଗୁରୁ ରନ୍ଧୱା ଏକ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଛନ୍ତି। ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି। ଏ ସମ୍ପର୍କରେ ​‌ସେ ନିଜେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ନିଜ ଫିଲ୍ମ ଶୁଟିଂ ସମୟରେ ଏକ ଷ୍ଟଣ୍ଟ କରିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ନିକଟରେ ଗୁରୁ ରନ୍ଧୱା ‘ଶୌନ୍‌କୀ ସର୍ଦ୍ଦାର’ ଚଳଚ୍ଚିତ୍ରର ଶୁଟିଂ ସମୟରେ ଏକ ଷ୍ଟଣ୍ଟ ପ୍ରଦର୍ଶନ କରୁଥିଲେ। ଅସାବଧାନତା ବଶତଃ ସେ ଆଘାତପ୍ରାପ୍ତ ହୋଇଥିଲେ। ସେ […]

Read More Text.

ଭିଜିଲାନ୍ସ ଜାଲରେ ଦୁଇ କୃଷି ଅଧିକାରୀ

ନବରଙ୍ଗପୁର: ଲାଞ୍ଚ ନେଇ ଧରା ପଡିଲେ ନବରଙ୍ଗପୁର ଉମରକୋଟର ଦୁଇ କୃଷି ଅଧିକାରୀ ନଳିନୀକାନ୍ତ ପରିଡା ଓ ସୁରେନ୍ଦ୍ରସିଂ ବୁନ୍ଦେଲା । ୫ ହଜାର ଟଙ୍କା ନେବା ବେଳେ ମାଡି ବସିଲା ଭିଜିଲାନ୍ସ । ଜଳ ନିଧି ଯୋଜନାରେ ସବସିଡ଼ି ଟଙ୍କା କରାଇ ଦେବାକୁ କହି ନେଉଥିଲେ ଏହି ଲାଞ୍ଚ । ଟ୍ରାପ ପରେ ଉଭୟଙ୍କର ୫ ଟି ସ୍ଥାନରେ ଚାଲିଛି ଆୟ ବହିର୍ଭୂତ ସମ୍ପତ୍ତିର ଯାଞ୍ଚ । ସୂଚନ ମୁତାବକ, ଜଳନିଧି ଯୋଜନାର ଜଣେ ହିତାଧିକାରୀ […]

Read More Text.

ସନ୍ଦେହଜନକ ଅବସ୍ଥାରେ ମିଳିଲା ନାବାଳକଙ୍କ ମୃତଦେହ

ଆଳି: ଭୋଜି ଖାଇସାରି ଗୋଟିଏ ଘରେ ସାଙ୍ଗ ମାନଙ୍କ ସହ ଶୋଇଥିଲେ । ହେଲେ ସନ୍ଦେହଜନକ ଅବସ୍ଥାରେ ମିଳିଲା ନାବାଳକଙ୍କ ମୃତଦେହ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କଇଥାପାଳ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗାଁର ଅଶ୍ୱନୀ ଜେନାଙ୍କ ନାବାଳକ ପୁଅ ଗତକାଲି ବିଳମ୍ବିତ ରାତିରେ ଭୋଜି ଖାଇ ସାରି ନିଜ ଘରେ ଜଣେ ସମ୍ପର୍କୀୟ ଓ ଦୁଇ ଜଣ ସାଙ୍ଗଙ୍କ ସହ ଶୋଇଥିଲେ । ଶୋଇବାର କିଛି ସମୟ ପରେ […]

Read More Text.

ସିନ୍ଦେଙ୍କ ଗଡ଼ ଥାନେରେ ‘ଜନତା ଦରବାର’ କରିବେ ବିଜେପି ମନ୍ତ୍ରୀ ଗଣେଶ ନାଏକ

ଥାନେ: ମହାରାଷ୍ଟ୍ର ଜଙ୍ଗଲ ବିଭାଗ ମନ୍ତ୍ରୀ ଏବଂ ବିଜେପି ନେତା ଗଣେଶ ନାଏକ ସୋମବାର ଉପମୁଖ୍ୟମନ୍ତ୍ରୀ ଏବଂ ଶିବସେନା ଅଧ୍ୟକ୍ଷ ଏକନାଥ ସିନ୍ଦେଙ୍କ ଗଡ଼ ଥାନେରେ ‘ଜନତା ଦରବାର’ କରିବେ। ସେ ଥାନେରେ ମଧ୍ୟ ଜନ ଅଭିଯୋଗ ସଭା କରିବେ, ଯଦ୍ୱାରା ଏହି ଅଞ୍ଚଳରେ ସହଯୋଗୀ ସିନ୍ଦେଙ୍କ ଦଳର ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ ପାଇଁ ବିଜେପିକୁ ସହଜ ହେବ। ଅପରପକ୍ଷରେ ‘ଜନତା ଦରବାର’ର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ ଅଭିଯୋଗର ସମାଧାନ କରିବା ବୋଲି ଶ୍ରୀ ନାଏକ ପ୍ରକାଶ […]

Read More Text.