ସ୍ଵର୍ଗତ ଇଂ ନିର୍ମଳକାନ୍ତି କବିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ 

ବାରିପଦା: ମୟୂରଭଞ୍ଜ ଜିଲ୍ଲା  କୁଚେଇବୁଢି ଗ୍ରାମର  ସୁଯୋଗ୍ୟ ସନ୍ତାନ ସ୍ଵର୍ଗତ ଇଂ ନିର୍ମଳ କାନ୍ତି ଙ୍କୁ  ‘ସ୍ଥାନୀୟ ହୋଟେଲ ହିନ୍ଦୁସ୍ତାନ ଇନ୍’ ସମ୍ମିଳନୀ କକ୍ଷରେ   ମୟୂରଭଞ୍ଜ ଜିଲ୍ଲା ର  ଅନେକ  ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ରାଜନୈତିକ ନେତୃବୃନ୍ଦ,ସାରସ୍ଵତ ସାଧକ, ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା, ଗଣମାଧ୍ୟମ,ଜ୍ଞାତି ପରିଜନ, ଆତ୍ମୀୟ  ସ୍ବଜନ,ଶୁଭେଛୁ, ପ୍ରମୁଖ ଯୋଗଦେଇ ସ୍ଵର୍ଗତ ଇଂ ନିର୍ମଳ କାନ୍ତି କବିଙ୍କ ଫଟୋଚିତ୍ର ରେ  ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିି ।ତଦସହ ସ୍ମୃତି ଚାରଣ ସମୟରେ […]

Read More Text.

ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଗ୍ରୁପ ବି ର ୯ମ ମ୍ୟାଚରେ ବି ଜେ ଏମ ସି ସି ବିଜୟୀ  ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗ୍ରୁପ ବି ର ୯ମ ମ୍ୟାଚରେ ବି ଜେ ଏମ ସି ସି କ୍ଲବ ଜେ କେ ସି ସି କ୍ଲବ କୁ ୪୪ ରନରେ ରେ ପରାସ୍ତ […]

Read More Text.

କେନ୍ଦ୍ରୀୟ ଟିମର ମୟୁରଭଞ୍ଜ ଜିଲ୍ଲା ଗସ୍ତ ଏବଂ କ୍ଷେତ୍ର ପରିଦର୍ଶନ

ଏମଜିଏନଆରଜିଏସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଇତ୍ୟାଦି ଅନ୍ତର୍ଗତ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ କଲେ ସମୀକ୍ଷା ବାରିପଦା: ଡି ଏମ. ଇ. ଓ. ର ପୂର୍ବତନ ଡାଇରେକ୍ଟର ଜେନେରାଲ ତଥା ବର୍ତ୍ତମାନ ନୀତିଆୟୋଗର ବରିଷ୍ଠ ଗବେଷକ ମି. ଶେଖର ବନୁ ଏବଂ ସାମାଜିକ ବିକାଶ ପରିଷଦର ପୂର୍ବତନ ନିର୍ଦ୍ଦେଶକ  ମି. ଅଶୋକ ପଙ୍କଜ କୁ ନେଇ ଗଠିତ ଦୁଇ ଜଣିଆ କେନ୍ଦ୍ରୀୟ ଟିମ ଗତକାଲି ମୟୁରଭଞ୍ଜ ଜିଲ୍ଲା ଗସ୍ତ ରେ ଆସି କ୍ଷେତ୍ର […]

Read More Text.

ମନୋରଞ୍ଜନ ମହାନ୍ତିଙ୍କୁ ବିଦୁଷ ଭାରତୀ ସମ୍ମାନ ୨୦୨୫ରେ ସମ୍ମାନିତ

ଆଗରପଡ଼ା :ଗତ ୨୧ ରିଖ ଶନିବାର ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ଭବନରେ ଉତ୍କଳ ଭାରତୀ ବିଦୁଷ ସଭାର ବାର୍ଷିକ ଉତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସାହିତ୍ୟ ସ୍ରଷ୍ଟାଙ୍କ ଯୋଗ ଦାନ ପୂର୍ବକ ଭାଷା ସାହିତ୍ୟ ବିକାଶ ଉପରେ ଆଲୋକପାତ କରାଯାଇଥିଲା । ବିଭିନ୍ନ ଲେଖକମାନଙ୍କ ରଚିତ ପୁସ୍ତକକୁ ସମୀକ୍ଷା କରାଯାଇ ସମ୍ମାନିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରାମ କୃଷ୍ଣପୁର ଗ୍ରାମର ସୂସାହିତ୍ୟିକ ମନୋରଞ୍ଜନ ମହାନ୍ତିଙ୍କୁ ବିଦୁଷ ଭାରତୀ ସମ୍ମାନ […]

Read More Text.

କୌଶଲ୍ୟା ସରକାରୀ ଉ.ପ୍ରା ବିଦ୍ୟାଳୟ ବାର୍ଷିକ ଉତ୍ସବ

ଆଗରପଡ଼ା :ବନ୍ତ ବ୍ଲକ ରାମପୁର ପଞ୍ଚଚାୟତ କୌଶଲ୍ୟା ସରକାରୀ ଉ.ପ୍ରା ବିଦ୍ୟାଳୟ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଶୋକ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ବିଶ୍ୱନାଥ ଦୀକ୍ଷିତ, ମୁଖ୍ୟ ବକ୍ତା ପ୍ରାକ୍ତନ ଅତିରିକ୍ତ ଶିକ୍ଷାଅଧିକାରୀ ନିଗମାନନ୍ଦ ମିଶ୍ର, ସମ୍ମାନିତ ଅତିଥି ଶିକ୍ଷାବିତ୍ ସୋମନାଥ ସୂତାର, ପ୍ରଧାନଶିକ୍ଷକ ଶରତ ନାୟକ, ଆଞ୍ଚଚଳିକ ସାଧନକେନ୍ଦ୍ର ସଂଯୋଜକ ସନ୍ତୋଷ ମଲ୍ଲିକ, ପ୍ରାକ୍ତନ ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ସୁଧୀର ରାଉତ, ଶିକ୍ଷକ […]

Read More Text.

ମୁଣ୍ଡଳୀ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ

ଆଗରପଡ଼ା :ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ତୋଫାବିବି କ୍ଲଷ୍ଟର ଅନ୍ତର୍ଗତ ମୁଣ୍ଡଳୀ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟିତ୍ରୀ ଶ୍ୱେତପଦ୍ମା ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଡ଼ାଏଟ୍ ଅଧ୍ୟକ୍ଷ କାର୍ତ୍ତିକେଶ୍ୱର ରାଉଳ,ମୁଖ୍ୟ ବକ୍ତା ବଉଳା କଲେଜ ଅଧ୍ୟାପକ ଫକୀର ଚରଣ ଶଂଖୁଆ ଓ ସମ୍ମାନିତ ଅତିଥି ସରପଂଚ ପ୍ରକାଶ ଚନ୍ଦ୍ର ବିଶ୍ୱାଳ,ଏବିଇଓ ହରେକୃଷ୍ଣ ଆପଟ,ସିଆରସିସି ନିରଜଂନ ଖିଲାର,ଶ୍ରୀରାମପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଜେନା,ଅବସରପ୍ର।।ପ୍ତ ପ୍ରଧାଶିକ୍ଷକ ଗୋବିନ୍ଦ ଚନ୍ଦ୍ର ରାଉତ,ଜଗବନ୍ଧୁ […]

Read More Text.

ପଳସା ସରସ୍ୱତୀ ଶିଶୁମନ୍ଦିର ବାର୍ଷିକ ଉତ୍ସବ

ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂ ପଂଚାୟତ ପଳସା ସ୍ଥିତ ସରସ୍ୱତୀ ଶିଶୁମନ୍ଦିରର ୧୬ ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଯାଇଛି । ଶିଶୁମନ୍ଦିରର ସଭାପତି ତଥା ଶିକ୍ଷାବିତ୍ ହଳଧର ବାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ଖଗେଶ୍ୱର ପଣ୍ଡା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟଅତିଥି ଶିକ୍ଷାବିତ ଅନିଲ କୁମାର ନାୟକ, ମୁଖ୍ୟ ବକ୍ତା ଶିକ୍ଷକ ଶ୍ରୀକାନ୍ତ ପଣ୍ଡା, ସମ୍ମାନିତ ଅତିଥି ଶିକ୍ଷାବିତ ଅଲେଖ ଚନ୍ଦ୍ର ନାୟକ, […]

Read More Text.

ରାଜ୍ୟରେ ଆହୁରି ୨ ଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା; ୬ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏଥିନିମନ୍ତେ ପାଗ ଅନୁକୂଳ ରହିଛି । ବର୍ଷା ସହ କିଛି କିଛି ସ୍ଥାନରେ ପବନର ବେଗ ବୃଦ୍ଧି ପାଇ ୫୦ ରୁ ୬୦ କିମି ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି । ଏହି କ୍ରମରେ ରବିବାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ […]

Read More Text.

ହିଂସା ଓ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୯ ଜଣ ନକ୍ସଲ

ମାଲକାନଗିରି: ହିଂସା ଓ ଅସ୍ତ୍ର ଛାଡ଼ି ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ପୁଲିସ ନିକଟରେ ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମୁଲୁଗୁ ଜିଲ୍ଲା ଏସ ମହେଶ ଗିଟେଙ୍କ ଏବଂ ସିଆରପିଏଫ କମାଣ୍ଡାଣ୍ଟଙ୍କ ସମ୍ମୁଖରେ ଏହି ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ମାଡକମ ଉଙ୍ଗା(୩୨), ମାଡକମ ହିଡମା(୨୩), ପଡିଆମି କୋସା(୩୨), ସୋଡି ଯୋଗୀ(୨୧), କୁଞ୍ଜାମ ଆଇତେ(୨୦), ସୋଡି ବୁଦ୍ରା(୩୨), କୁଞ୍ଜାମ କୋସା(୩୧), ପଡ଼ିଆମ ଆଇତେ(୨୧) ଏବଂ କୁଞ୍ଜାମ କୋସା(୩୨)। ସରକାରଙ୍କ ତରଫରୁ […]

Read More Text.

ଆମେରିକାକୁ ନାଲି ଆଖି ଦେଖାଇଲା ପାକିସ୍ତାନ: ଆଫଗାନ ଶରଣାର୍ଥୀଙ୍କୁ ଫେରାଇବାକୁ ଧମକ

ଇସଲାମାବାଦ: ଆମେରିକାରେ ପୁନର୍ବାସ ପାଇଁ ଅପେକ୍ଷା କରିଥିବା ହଜାର ହଜାର ଆଫଗାନ ନାଗରିକଙ୍କ ମାମଲା ଖାରଜ ହେଲେ କିମ୍ବା ସମୟ ମଧ୍ୟରେ ପ୍ରକ୍ରିୟାକରଣ ନ ହେଲେ ସେମାନଙ୍କୁ ଫେରାଇ ଦେବାକୁ ପାକିସ୍ତାନ ଧମକ ଦେଇଛି। ଭଏସ୍ ଅଫ୍ ଆମେରିକା ଅନୁଯାୟୀ ତୁର୍କୀର ସ୍ଥାନୀୟ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର୍ କହିଛନ୍ତି, ଯଦି କୌଣସି ଶରଣାର୍ଥୀଙ୍କୁ ଅନ୍ୟ କୌଣସି ଦେଶ ଉଚିତ୍ ପ୍ରକ୍ରିୟା ପରେ ଗ୍ରହଣ କରିବାକୁ ପଡ଼େ। କିନ୍ତୁ ସେହି […]

Read More Text.