ଭଦ୍ରକରେ ପେଟ୍ରୋଲ ପମ୍ପରେ ଜିଲ୍ଲା ପ୍ରଶାସନର ଚଢ଼ାଉ

ଭଦ୍ରକ: ପେଟ୍ରୋଲ ପମ୍ପ୍‌ରେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଗ୍ରାହକ। ଗତ ରାତିଠାରୁ ରାଜ୍ୟର ସମସ୍ତ ଅଞ୍ଚଳରେ ଏପରି ସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଅଭାବ ଉତ୍କଟ ରୂପ ନେଇଛି। ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗିବା ସହ ଗାଡ଼ିରେ ତେଲ ପକାଇବା ପାଇଁ ଟାଙ୍କିକୁ ଟାଙ୍କି ଘୂରି ବୁଲିଛନ୍ତି। କେବଳ ରାଜଧାନୀ ନୁହେଁ ଭଦ୍ରକରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଭଦ୍ରକରେ ପେଟ୍ରୋଲ ପକେଇବା ପାଇଁ ବିଭିନ୍ନ ପେଟ୍ରୋଲ ପମ୍ପରେ […]

Read More Text.

ଜମି ବିବାଦ: ହୋମିଓପାଥି ଡାକ୍ତରଙ୍କୁ ପିଟିପିଟି ମାରିଦେଲେ

କେନ୍ଦ୍ରାପଡ଼ା: କିଛି ଦିନ ତଳେ ବାଲିଅନ୍ତା ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା। ନେତାଠୁ ଜନତା ସବୁ ମହଲରେ ହୁଲୁସ୍ତୁଲ ହୋଇଥିଲା। ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ କିଛି ଲୋକେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଘଟିବାର କିଛି ଦିନ ନବିତୁଣୁ ଏବେ ଜଣେ ଡାକ୍ତରଙ୍କୁ ସମାନ ଏପରି ଭାବେ ହତ୍ୟା କରାଯାଇଛି। ଜମିବାଡ଼ି ବିବାଦରୁ ଡାକ୍ତରଙ୍କୁ ପିଟିପିଟି ମାରିଦେଲେ। ବଡ଼ଭାଇ ପରିବାର ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ସାନଭାଇ ମୃତ। […]

Read More Text.

NEET UG 2026 Re-Exam Date Announced by NTA: Exam to be Held on June 21 Across India

The National Testing Agency (NTA) has officially announced that the re-examination for NEET (UG) 2026 will be conducted on Sunday, June 21, 2026, after receiving approval from the Government of India. According to the latest announcement shared by NTA through its official communication channels, candidates and parents have been advised to trust only verified and […]

Read More Text.
Dewas

ବାଣ କାରଖାନାରେ ବିସ୍ଫୋରଣ, ୧୫ ମୃତ

ମଧ୍ୟପ୍ରଦେଶ : ଦେଓ୍ବାସର ଏବି ରୋଡ ସ୍ଥିତ ଟୋଙ୍କକଲାରେ ଥିବା ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବିସ୍ଫୋରଣରେ ଆଖପାଖର ଘର ସବୁ ଦୋହଲିଯାଇଥିଲା । କାରଖାନାରେ କାମ କରୁଥିବା ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି । ବିସ୍ଫୋରଣରେ ୧୫ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି । ଏହି ସଂଖ୍ୟା ଆଗକୁ ବଢିପାରେ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ବିସ୍ଫୋରଣ ପରେ ଶ୍ରମିକଙ୍କ ଶରୀରର ଅଂଶ ରାସ୍ତାରେ […]

Read More Text.

ଭିଡି ସତୀଶନ କେରଳମର ନୂଆ ମୁଖ୍ୟମନ୍ତ୍ରୀ

କେରଳ : କେରଳ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ୧୦ ଦିନ ପରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି । ଭିଡି ସତୀଶନଙ୍କ କେରଳମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି କଂଗ୍ରେସ । ଭି.ଡି ସତୀଶନ ୬ ଥର ବିଧାୟକ ରହିଥିଲେ । ଦିଲ୍ଲୀରେ କଂଗ୍ରେସ ନେତାଙ୍କ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏଥିରେ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି ସମେତ ପାର୍ଟିର ଅନ୍ୟ ବରିଷ୍ଠ ନେତା ସାମିଲ ଥିଲେ । ଏହି ବୈଠକରେ କଂଗ୍ରେସ ନେତା […]

Read More Text.

ଉତ୍ତରପ୍ରଦେଶରେ କାଳବୈଶାଖୀର ମହାତାଣ୍ଡବ ; ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଦେଖାଯାଇଛି କାଳବୈଶାଖୀର ମହାତାଣ୍ଡବ। ଏଥିରେ ପ୍ରାୟ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଏହାସହ ସରକାରଙ୍କ ପକ୍ଷରୁ ତୁରନ୍ତ ୪ ଲକ୍ଷ ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ହୋଇଛି। କାଳବୈଶାଖୀ ତାଣ୍ଡବର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲିଛି। ଯାହାକୁ ଦେଖିଲେ ଭୟ ମଧ୍ୟ ଲାଗୁଛି। କାରଣ ଏଥିରେ ବଡ ବଡ ଗଛ ଭାଙ୍ଗିବା ସହ ମଣିଷକୁ ମଧ୍ୟ ପବନ ଅନେକ ଉଚ୍ଚ ସ୍ଥାନକୁ […]

Read More Text.

ଜୁଲାଇ ୧ରୁ ଓଡ଼ିଶା ସମେତ ୧୬ ରାଜ୍ୟରେ SIR

ଭୁବନେଶ୍ୱର: ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଗୁରୁବାର ଦିନ ଓଡ଼ିଶା ସମେତ ୧୬ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି। ତେବେ ଦେଶବ୍ୟାପୀ ଭୋଟର ଯାଞ୍ଚ ପ୍ରକ୍ରିୟାରେ ହିମାଚଳ ପ୍ରଦେଶ, ଜମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ ବାଦ ଦିଆଯିବ। ଏହି ପ୍ରକ୍ରିୟାରେ ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଡିଏନଏଚ ଏବଂ ଡିଡି, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, […]

Read More Text.

ଇଭି କରାଯିବ OSRTCର ସମସ୍ତ ବସ୍: ପରିବହନ ମନ୍ତ୍ରୀ

ଭୁବନେଶ୍ୱର : OSRTCର ସମସ୍ତ ଗାଡିକୁ ଇଭି କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ଏହାସହ ରାଜ୍ୟରେ ଚାର୍ଜିଂ ଷ୍ଟେସନର ଅଭାବ ରହିବ ନାହିଁ । ଇଭି ଚାର୍ଜିଂ ଷ୍ଟେସନ କମ୍ପାନୀ ସହିତ ପ୍ରାଥମିକ ଆଲୋଚନା ଶେଷ ହୋଇଛି । ୧୦୦ଟି ଚାର୍ଜିଂ ଷ୍ଟେନସ ପାଇଁ ନିର୍ଦେଶ ଦିଆଯାଇଥିବାବେଳେ ୩୦ଟି ଶେଷ ହେଇଛି l ୧୫ ଟି ଷ୍ଟେସନ କେବଳ ଭୁବନେଶ୍ୱରରେ କରାଯିବ । ଇଭି ଗାଡିର ବ୍ରବହାର ପାଇଁ ପ୍ରଧାନମନ୍ତ୍ରୀ […]

Read More Text.

ରାଜଧାନୀରେ ପେଟ୍ରୋଲ ସଙ୍କଟ, ଅଧିକାଂଶ ପମ୍ପରେ ତାଲା: ଗ୍ରାହକ ହନ୍ତସନ୍ତ

ଭୁବନେଶ୍ୱର : ମିଳୁନି ପେଟ୍ରୋଲ କି ଡିଜେଲ । ଗ୍ରାହକ ହନ୍ତସନ୍ତ ହେଉଛନ୍ତି । ରାଜଧାନୀରେ ପେଟ୍ରୋଲ ସଙ୍କଟ ଦେଖା ଦେଇଛି । ଘାଟିକିଆ ଓ କଳ୍ପନାର ବିଭିନ୍ନ ଟାଙ୍କିରେ ପେଟ୍ରୋଲ ମିଳୁନି । ଏଥିଯୋଗୁ କଳ୍ପନା ସମେତ ଘାଟିକିଆର ବିଭିନ୍ନ ପେଟ୍ରୋଲ ପମ୍ପ୍ ବନ୍ଦ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ପ୍ରଥମେ ଖୋର୍ଦ୍ଧାର ବେଗୁନିଆ ପରେ ଜଗତସିଂହପୁର ଓ ଏବେ ରାଜଧାନୀରେ ତୈଳ ସଙ୍କଟ ଦେଖିବାକୁ ମିଳିଛି। ଏଥିଯୋଗୁ ଧିରେ ଧିରେ ଜନଅକ୍ରୋଶ ବୃଦ୍ଧି ପାଉଥିବା […]

Read More Text.

ବାରିପଦାରେ ପ୍ରଥମ ଗ୍ରୀଷ୍ମକାଳୀନ ଖୋ-ଖୋ ପ୍ରଶିକ୍ଷଣ ଶିବିର – ୨୦୨୬ ଉଦଘାଟିତ

ବାରିପଦା : ମୟୂରଭଞ୍ଜର କ୍ରୀଡ଼ା ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରି ବାରିପଦା ତକତପୁରସ୍ଥିତ ଆଇନ ମହାବିଦ୍ୟାଳୟ ପଡ଼ିଆରେ ଆଜି ଗ୍ରୀଷ୍ମକାଳୀନ ଖୋ-ଖୋ ପ୍ରଶିକ୍ଷଣ ଶିବିର -୨୦୨୬ ଉଦଘାଟିତ ହୋଇଯାଇଛି I ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ଯୋଗଦେଇଥିବା  କ୍ରୀଡ଼ାବିତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା I ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାରିପଦା ବି.ଡି.ଓ ଦେବେନ୍ଦ୍ର ପ୍ରସାଦ ବଳ ଏହି ଶିବିରର ଉଦଘାଟନ କରିବା ସହ ଖେଳାଳି […]

Read More Text.