ମୟୂରଭଞ୍ଜରେ ତିନି ଦିନିଆ ଜିଲ୍ଲାସ୍ତରୀୟ ଦକ୍ଷତା ନିର୍ମାଣ ଓ ବିପଣନ ଜ୍ଞାନ କୌଶଳ ବୃଦ୍ଧି କର୍ମଶାଳା ଉଦଘାଟିତ

ବାରିପଦା : ଓରମାସ, ଜିଲ୍ଲା ପରିଷଦ, ମୟୂରଭଞ୍ଜ ପକ୍ଷରୁ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର, ବାରିପଦା ଠାରେ ତିନିଦିନିଆ ଜିଲ୍ଲାସ୍ତରୀୟ ଦକ୍ଷତା ନିର୍ମାଣ ଓ ବିପଣନ ଜ୍ଞାନ କୌଶଳ ବୃଦ୍ଧି କର୍ମଶାଳା ଉଦଘାଟିତ ହୋଇଯାଇଛି। ଗ୍ରାମୀଣ ଜୀବିକାର ସୁଦୃଢିକରଣ, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଆର୍ଥିକ ସଶକ୍ତିକରଣ, ବିପଣନ କ୍ଷମତା ବୃଦ୍ଧି ଏବଂ ଉତ୍ପାଦିତ ସାମଗ୍ରୀକୁ ବ୍ୟାପକଭାବେ ବଜାରକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହା ଆୟୋଜନ କରାଯାଇଛି । ଉଦଘାଟନୀ ସମାରୋହରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଲୋକନାଥ ମିଶ୍ର, ଉପନିର୍ଦ୍ଦେଶକ […]

Read More Text.

ପ୍ରକାଶ ପାଇଲା CBSE ଦ୍ବାଦଶ ପରୀକ୍ଷା ଫଳ, ଚଳିତବର୍ଷ ପାସ୍ ହାର ୮୫.୨୦%

ନୂଆଦିଲ୍ଲୀ : ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ରେଜଲ୍ଟ । cbse.gov.in କିମ୍ବା results.cbse.nic.in ଯାଇ ଚେକ୍ କରିପାରିବେ ଛାତ୍ରଛାତ୍ରୀ । ଡିଜି ଲକର୍ ଏବଂ ଉମଙ୍ଗ ଆପରେ ମଧ୍ୟ ରେଜଲ୍ଟ ପ୍ରକାଶିତ । ଏସବୁ ୱେବସାଇଟରେ ନିଜର ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ । ଚଳିତବର୍ଷ ରେଜଲ୍ଟ ହାର ୮୫.୨୦% । ଗତବର୍ଷ ତୁଳନାରେ ପରୀକ୍ଷା ପାସ୍ ହାର ୩.୧୯% କମ୍ । ଗତବର୍ଷ ପାସ୍ ହାର ୮୮.୯୩% ରହିଥିଲା । ଚଳିତବର୍ଷ ୧୭ ଲକ୍ଷରୁ […]

Read More Text.

ଦେଶବାସୀଙ୍କୁ ଅପିଲ୍ ପରେ ନିଜ କାରକେଡରେ ଗାଡ଼ି ସଂଖ୍ୟା ଅଧା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶବାସୀଙ୍କୁ ଅପିଲ୍ ପରେ ନିଜେ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନିଜ ତରଫରୁ ସମସ୍ତଙ୍କୁ ଉଦାହରଣ ଦେଇଛନ୍ତି । ନିଜ କାରକେଡକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି ପିଏମ୍ ମୋଦି । ପ୍ରଧାନମନ୍ତ୍ରୀ ନିଜେ ବ୍ୟବହାର କରୁଥିବା କନଭୟ ବା ସୁରକ୍ଷା ଯାନବାହାନ ସଂଖ୍ୟା ଯଥେଷ୍ଟ ସୀମିତ କରିଦେଇଛନ୍ତି । ନିଜ ସୁରକ୍ଷାରେ ନିୟୋଜିତ ଗାଡ଼ିକୁ ୫୦ ପ୍ରତିଶତ ହ୍ରାସ କରିଛନ୍ତି ପ୍ରଧାନମନ୍ତ୍ରୀ । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ […]

Read More Text.

ମୁଲାୟମ ସିଂହଙ୍କ ପୁଅ ପ୍ରତୀକ ଯାଦବଙ୍କ ଦେହାନ୍ତ

ଉତ୍ତରପ୍ରଦେଶ : ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହଙ୍କ ପୁଅ ପ୍ରତୀକ ଯାଦବଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ହସ୍ପିଟାଲକୁ ନିଆଯିବା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ହସପିଟାଲରେ ଡାକ୍ତର ତାଙ୍କୁ ଆନୁଷ୍ଠାନିକ ଭାବରେ ମୃତ ଘୋଷଣା କରିଥିଲେ । ପ୍ରତୀକ ଯାଦବ ବିଜେପି ନେତା ଅପର୍ଣ୍ଣା ଯାଦବଙ୍କ ସ୍ୱାମୀ ଥିଲେ । ପ୍ରତୀକ ଯାଦବ ସ୍ବର୍ଗତ […]

Read More Text.

ଧାନର MSP ୭୨ ଟଙ୍କା ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:ଧାନର MSP  କ୍ବିଣ୍ଟାଲ ପିଛା ୭୨ ଟଙ୍କା ବୃଦ୍ଧି କଲେ କେନ୍ଦ୍ର ସରକାର। ବୁଧବାର କେନ୍ଦ୍ର ସରକାର ୨୦୨୬-୨୭ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) କୁ ପ୍ରତି କ୍ୱିଣ୍ଟାଲ ୭୨ ଟଙ୍କା ବୃଦ୍ଧି କରିବାକୁ ଅନୁମୋଦନ  ହୋଇଛି। ଯାହା ପ୍ରତି କ୍ୱିଣ୍ଟାଲ ୨,୪୪୧ ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସଂଶୋଧିତ ହାର ଅନୁଯାୟୀ, ସାଧାରଣ […]

Read More Text.

ମୋଦିଙ୍କୁ ଅନୁସରଣ କଲେ ମୁଖ୍ୟମନ୍ତ୍ରୀ, କମିଲା କାରକେଡ୍ ଗାଡ଼ି ସଂଖ୍ୟା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଅଧାକୁ କମିଲା । ମୁଖ୍ୟମନ୍ତ୍ରୀ କାରକେଡ୍ ଗାଡ଼ି ସଂଖ୍ୟା ଅଧା ହେଲା । ପ୍ରଧାନମନ୍ତ୍ରୀ ଆହ୍ବାନକୁ ସମ୍ମାନ ଦେଇ କାରକେହ୍ ଅଧା କଲେ ମୁଖ୍ୟମନ୍ତ୍ରୀ । ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ଗାଡ଼ିକୁଡିକୁ କମ୍ କରି ଅଧା କଲେ । ଅଧିକ ମାତ୍ରାରେ ବପ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ । ସୁନା ନ କିଣିବା ଓ ଅନାବଶ୍ୟକ ବିଦେଶଗସ୍ତ ନ କରିବାକୁ ମଧ୍ୟ ପରାମର୍ଶ ଦେଲେ । ଅନ୍ୟପଟେ, […]

Read More Text.

ସରକାରୀ ବସ୍‌ରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଭୁବନେଶ୍ୱର : EV ଗାଡ଼ି ଅଧିକ ବ୍ୟବହାର କରିବାକୁ ରାଜ୍ୟ ସରକାରଙ୍କ ଅପିଲ । ଇଭି ଗାଡ଼ି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀ ଅପିଲ୍ କରିଛନ୍ତି । ଅଧିକ ଇଭି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ଅପିଲ୍ । ଇଭି ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ପଶ୍ଚିମ ଏସିଆର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଭାରତର ଅର୍ଥନୀତି ସୁରକ୍ଷା ପାଇଁ ସୁନା, ତେଲ କମ୍ ବ୍ୟବହାର, ବୈଦେଶିକ ଗସ୍ତ ବର୍ଷକ […]

Read More Text.

ନିଶାଶକ୍ତ ଅବସ୍ଥାରେ ଡବଲ ମର୍ଡର କଲା ଯୁବକ: ହାତ ଗୋଡ଼ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ

ମୟୂରଭଞ୍ଜ: ଯେସାକୁ ତେସା । ନିଶାରେ ନୃଶଂସ ହତ୍ୟା କଲା ଯୁବକ । ଅଭିଯୁକ୍ତକୁ ବାନ୍ଧି ନିର୍ଘାତ ମାଡ ମାରିଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅନ୍ତର୍ଗତ କୁଲୁଘୁଟୁ ଗାଁରେ ଘଟିଛି ଏହି ଘଟଣା । ଶାବଳରେ ଆକ୍ରମଣ କରି ଦୁଇ ଜଣଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ମୋଚକା ଆଲଦା । ମୃତକ ଦୁଇଜଣ ହେଲେ କୁଲୁଘୁଟୁ ଗାଁର ଗୋପୀନାଥ ସର୍ଦ୍ଦାର ଓ ବୁଦ୍ଧେଶ୍ୱର ରଣା । ଏହା ପରେ ଅଭିଯୁକ୍ତ ମୋଚକା ଆଲଦାକୁ କାବୁ […]

Read More Text.

ସିଏସଡି କେଣ୍ଟିନର ସ୍ଥାନ ନିରୂପଣ ପାଇଁ ପ୍ରଶାସନ ଓ ସେନା କର୍ମଚାରୀଙ୍କ ବୈଠକ

ବାରିପଦା : ମୟୂରଭଂଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର ଠାରେ ସେନା କର୍ମଚାରୀଙ୍କ ପାଇଁ ସିଏସଡି କେଣ୍ଟିନ ସ୍ଥାପନା ପାଇଁ  ଦିର୍ଘବର୍ଷ ବର୍ଷ ହେଲା ସେନା କର୍ମଚାରୀମାନେ ଦାବି କରି ଆସୁଥିଲେ ।ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ  ୪ ଟି ଜାଗା ନିରୂପଣ କରାଯାଇଅଛି । ଏଥି ନିମନ୍ତେ ପ୍ରଶାସନ ପକ୍ଷରୁ ଦୁଇ ଏକର ଯାଗା ପ୍ରଦାନ କରାଯାଇଅଛି l ଏହାକୁ ସରଜମିନ କରିବା ପାଇଁ ବାଲେଶ୍ବରର ଡିଫେନ୍ସ ଷ୍ଟେସନ ହେଡକ୍ବାର୍ଟରରୁ କର୍ଣ୍ଣେଲ  ଆନନ୍ଦ […]

Read More Text.

ଭାରତୀୟ ରଗଵୀ ଦଳର ଅଧିନାୟିକା ସାଜି ଇତିହାସ ରଚିଲେ ମୟୁରଭଞ୍ଜ ମାଟିର ଝିଅ ପାର୍ବତୀ ହାଁସଦା 

ବାରିପଦା : ଉଜବେକିସ୍ଥାନ ସ୍ଥିତ ତାସକେଣ୍ଟ ଠାରେ ଚଳିତ ମାସ ୧୬ ଓ ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମଧ୍ୟ ଓ ଦକ୍ଷିଣ ଏସିଆ ( CASA ) ସେଭେନସ ରଗଵୀ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ଅଧିନାୟିକା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ବାରିପଦାର ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ପାର୍ବତୀ ହାଁସଦା I ଭାରତୀୟ ଦଳର ନେତୃତ୍ୱ ନେବାରେ ସେ ମୟୁରଭଞ୍ଜ ମାଟିର ପ୍ରଥମ ଖେଳାଳି ଭାବେ ଇତିହାସ ରଚିଛନ୍ତି I ପାର୍ବତୀଙ୍କ ଜନ୍ମ […]

Read More Text.