ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀ ଅନୁଷ୍ଠିତ

ମହିଳାଙ୍କ ବିକାଶ ନୁହେଁ ମହିଳା ନେବେ ବିକାଶର ନେତୃତ୍ବ : ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବାରିପଦା : ରାଜ୍ୟରେ ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ, ସ୍ଵାବଲମ୍ବନ ଏବଂ ମହିଳା ନେତୃତ୍ୱାଧୀନ ବିକାଶକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ‘ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀ’ ବାରିପଦାଠାରେ ଅନୁଷ୍ଠିତ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ବ୍ଲକ୍ ସ୍ତରୀୟ ମହାସଂଘ (ବି.ଏଲ୍.ଏଫ୍)ର […]

Read More Text.

ନାଗାଲାଣ୍ଡରେଭୂସ୍ଖଳନ, ୮ ମୃତ, ୧୨ ରୁ ଅଧିକ ଆହତ

ନୂଆଦିଲ୍ଲୀ : ନାଗାଲାଣ୍ଡରେ ଭୟଙ୍କର ଭୂସ୍ଖଳନ । ନାଗାଲାଣ୍ଡର ମୋନ୍ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ରୁ ଅଧିକ ଆହତ ହୋଇଛନ୍ତି। ଲଗାତର ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୟାବହ ଭୂସ୍ଖଳନ ହୋଇଛି। ଭୂସ୍ଖଳନ ଯୋଗୁଁ ମୋନ୍ ସହର ଏବଂ ଆସାମ ରାଇଫଲ୍ସ କ୍ୟାମ୍ପ ନିକଟରେ ୪୦ରୁ ଅଧିକ ପକ୍କା ଓ କଚ୍ଚା ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି। ବିଦ୍ୟୁତ ସେବା, ମୋବାଇଲ୍ ନେଟୱର୍କ ଏବଂ ରାସ୍ତା ସମ୍ପୂର୍ଣ୍ଣ […]

Read More Text.

ଭାରତ ଆନ୍ତର୍ଜାତୀୟ କେନ୍ଦ୍ରରେ ବିଶିଷ୍ଟ ଚିତ୍ରଶିଳ୍ପୀ ବିରେନ୍ଦ୍ର ପାଣିଙ୍କ ଏକକ କଳା ପ୍ରଦର୍ଶନୀ ‘ନିଓ-ଅର୍ବାନ ଅବତାର’ ଅନୁଷ୍ଠିତ

ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର (ଆଇଆଇସି) ଆର୍ଟ ଗ୍ୟାଲେରୀରେ ଓଡ଼ିଶାର ବିଶିଷ୍ଟ ସମସାମୟିକ ଚିତ୍ରଶିଳ୍ପୀ ବିରେନ୍ଦ୍ର ପାଣିଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ‘ନିଓ-ଅର୍ବାନ ଅବତାର: ଏ ମାଇଥୋପୋଏସିସ୍ ଅଫ୍ ଦି କଣ୍ଟେମ୍ପୋରାରୀ ଟାଇମ୍ସ-୨’ ଅନୁଷ୍ଠିତ ହୋଇଯାଇଛି। ପୁରୁଷୋତ୍ତମ ପବ୍ଲିକ ଟ୍ରଷ୍ଟ ସହଯୋଗରେ ଆୟୋଜିତ ଏହି ପ୍ରଦର୍ଶନୀ ଗତ ଜୁଲାଇ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିବା ବେଳେ ଏଥିରେ ଜୁଲାଇ ୩୦ ତାରିଖରେ ଏକ ଭବ୍ୟ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ପ୍ରଦର୍ଶନୀକୁ ଜେଏନୟୁର […]

Read More Text.

ସଂସଦରେ ଆସିବ ୭ ବିଲ୍, ବଦଳିବ ଅନେକ ନିୟମ

ନୂଆଦିଲ୍ଲୀ: ସଂସଦରେ ଆସିବ ୭ଟି ବଡ଼ ବିଲ୍ । ବଦଳିଯିବ ଅନେକ ନିୟମ । UGC ଏବଂ AICTE ଇତିହାସ ହେବ? ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ପାଇଁ ଆସୁଛି ମେଗା ବିଲ୍! । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ମୋଦି ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାରମୂଳକ ବିଲ୍ ଆଣିବାକୁ ପ୍ରସ୍ତୁତ ହୋଇଛନ୍ତି। ଦେଶର ଶିକ୍ଷା ବ୍ୟବସ୍ଥା, ଜାତୀୟ ସୁରକ୍ଷା, ନ୍ୟାୟପାଳିକା ଏବଂ ବ୍ୟବସାୟିକ କ୍ଷେତ୍ରରେ ବଡ଼ ସଂସ୍କାର ଆଣିବା ଲକ୍ଷ୍ୟରେ ଏହି ବିଲ୍ […]

Read More Text.

ଜମ୍ମୁ କଶ୍ମୀରରେ ବର୍ଷାର ତାଣ୍ଡବ; ୧୧ ମୃତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବର୍ଷାର କରାଳ ରୂପ । ଲଗାତାର ବର୍ଷାରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଛି । ଫଳରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ପୁଞ୍ଚ ଜିଲ୍ଲାରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ମୁଷଳଧାରାର ବର୍ଷା ଯୋଗୁଁ ୨୫୦ରୁ ଅଧିକ ଗାଡ଼ି ଭାସିଯାଇଥିବା ସୂଚନା ରହିଛି । ରାଜୌରୀ, ଅନନ୍ତନାଗ ଏବଂ ଉଧମପୁର ସମେତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । […]

Read More Text.

ବଢ଼ୁଛି ଜଳସ୍ତର: ବନ୍ୟା ଜଳ ନିଷ୍କାସନ ପାଇଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ସ୍ଲୁଇସ୍ ଗେଟ୍

ସମ୍ବଲପୁର: ଛତିଶଗଡ଼ ସମେତ ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଅବ୍ୟାହତ ରହିଛି। ଫଳରେ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳର ପ୍ରବାହ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଜଳଭଣ୍ଡାରର ସ୍ଥିତି ଓ ବର୍ଦ୍ଧିତ ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଆଜି ଆଉ ୪ଟି ଅତିରିକ୍ତ ସ୍ଲୁଇସ୍ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଡ୍ୟାମ୍‌ରୁ ବନ୍ୟା ଜଳ ନିଷ୍କାସନ ଜାରି ରହିଥିବା ବେଳେ ବର୍ତ୍ତମାନ ଏହି ଅତିରିକ୍ତ ଗେଟ୍ ଖୋଲିବା ଦ୍ୱାରା ମହାନଦୀରେ ଜଳପ୍ରବାହ […]

Read More Text.

ଶ୍ରଦ୍ଧା ଓ ଶୃଙ୍ଖଳାର ଅପୂର୍ବ ସମନ୍ୱୟ: ଆଡପ ମଣ୍ଡପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ:ଶ୍ରଦ୍ଧାଳୁଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ରଥଯାତ୍ରାର ମହାପର୍ବ ମଧ୍ୟରେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀ ତଥା ଆଡପ ମଣ୍ଡପକୁ ବିଜେ କରିଛନ୍ତି କାଳିଆ ସାଆନ୍ତେ। କେବଳ କାଳିଆ ଠାକୁର ନୁହନ୍ତି, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ମଧ୍ୟ ପରମ ଶୃଙ୍ଖଳାର ସହ ଆଡପ ମଣ୍ଡପରେ ବିରାଜମାନ କରିଛନ୍ତି। ଆଜି ଅର୍ଥାତ୍ ରବିବାର ସକାଳୁ ଶ୍ରଦ୍ଧାଳୁମାନେ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି| ଗତକାଲି ଶନିବାର ସନ୍ଧ୍ୟାରେ ରଥ ଉପରେ […]

Read More Text.

ରାଇରଙ୍ଗପୁର ପ୍ରସିଦ୍ଧ ଗୁଣ୍ଡିଚାଯାତ୍ରା ମହାସମାରୋହରେ ଅନୁଷ୍ଠିତ

ବାରିପଦା :  ବାମନଘାଟି ଉପଖଣ୍ଡ ର  ରାଇରଙ୍ଗପୁର ରେ ଦୁଇ ଦିବସୀୟ ୩୯ ତମ ଗୁଣ୍ଡିଚା ଯାତ୍ରା ବୈଦିକ ପରଂପରା ଓ ଶ୍ରୀମନ୍ଦିର ପ୍ରଚଳିତ ବିଧିବିଧାନ ଅନୁଯାୟୀ ଭକ୍ତି ଓ ଉତ୍ସାହର ସହ ମହାସମାରୋହରେ ଶାନ୍ତିଶୃଙ୍ଖଳାର ସହ  ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ରଥଯାତ୍ରା ରେ ପ୍ରଥମ ଦିନରେ  ପୌରାଧ୍ଯକ୍ଷ ଅଭିଷେକ ପଟନାୟକ ଛେରା ପହଁରା କରିଵା ପରେ ଡାହୁକ କୃଷ୍ନଵିହାରୀ ମହାନ୍ତିଙ୍କ ନିର୍ଦ୍ଦେଶରେ ରଥଟଣା ହୋଇଥିଲା । ନିଶାମଣି ଲଜ ସମ୍ମୁଖରୁ ମାଉସୀମା ମନ୍ଦିର […]

Read More Text.

ଶ୍ରୀ ଶ୍ରୀ ଦେବେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୩ ନଂ ୱାର୍ଡ ସ୍ଥିତ ବଳରାମପୁରରେ ଶ୍ରୀ ଶ୍ରୀ ଦେବେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଵିଧିବିଧାନ ଅନୁସାରେ ଚଳିତ ମାସ ୧୪ ତାରିଖ ଦିନ ଅଂକୁର ରୋପଣ କରାଯାଇଥିବା ବେଳେ ୧୫ ତାରିଖ ଦିନ ଘଟଉତ୍ତୋଳନ ଓ କଳସ ଯାତ୍ରା ପର୍ବ ଅନୁଷ୍ଠିତ ହୋଇଥିଲା I ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବା ସହ ଶେଷ ଦିନ ପୂର୍ଣ୍ଣାହୁତି […]

Read More Text.

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଟଣା ସମ୍ପୁର୍ଣ୍ଣ

ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେଲା ବଦଦାଣ୍ଡ, ମାଉସୀମା ମନ୍ଦିର ସମ୍ମୁଖରେ ତିନି ରଥ ବାରିପଦା  : ପ୍ରଥା ଅନୁଯାୟୀ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରେ ପହଣ୍ଡି ପର ଦୁଇଦିନ ରଥଟଣା ହୋଇଥାଏ l ଗତକାଲି  ରଥଟଣାର ପ୍ରଥମ ଦିନରେ ବଡ଼ଠାକୁର ବଳଭଦ୍ର ଙ୍କ ତାଳଧ୍ୱଜ ରଥ ମାଉସୀମା ମନ୍ଦିର ପାଖରେ ପହଁଞ୍ଚିଥିଲା l ସେହିପରି ମା ସୁଭଦ୍ରା ଙ୍କ ଦର୍ପୋଦୋଳନ ରଥ ବଦଦାଣ୍ଡ ର ଟାଉନ ଥାନା ସମ୍ମୁଖ ପର୍ଯ୍ୟନ୍ତ ଆସିଥିଲା l ଆଜି ଦ୍ୱିତୀୟ […]

Read More Text.