Ias vinod kumar e1766763283295 300x161

ଦ୍ବାଦଶ ଥର ଦୋଷୀ ସାବ୍ୟସ୍ତ ହେଲେ ବିନୋଦ କୁମାର

ଭୁବନେଶ୍ବର: ଓଡ଼ିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ(ଓଆରଏଚଡିସି)ର ପୂର୍ବତନ ପରିଚାଳନା ନିର୍ଦେଶକ ତଥା ଆଇଏଏସ ଅଧିକାରୀ ବିନୋଦ କୁମାର ପୁଣି ଥରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁର୍ନୀତି ମାମଲାରେ ସେ ଦ୍ବାଦଶ ଥର ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭିଜିଲାନ୍ସ କୋର୍ଟ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ସହିତ ଜରିମାନାରେ ଦଣ୍ଡିତ କରିଛନ୍ତି। ବିଦୋନଙ୍କ ସମେତ ୭ ଜଣଙ୍କୁ ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଅନୁସାରେ, ବିନୋଦ ଓଆରଏଚଡିସିର ପରିଚାଳନା ନିର୍ଦେଶକ […]

Read More Text.
Adg e1766762994131 300x201

୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀମୁକ୍ତ ହେବ ଓଡ଼ିଶା: ଏଡିଜି

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଓଡ଼ିଶା ମାଓବାଦୀମୁକ୍ତ ହେବ। କନ୍ଧମାଳ ଜିଲା ଫୁଲବାଣୀରେ ଶୁକ୍ରବାର ମାଓବାଦୀ ବିରୋଧୀ ଅପରେସନର ସମୀକ୍ଷା ସମୟରେ ଏହା କହିଛନ୍ତି ଏଡିଜି ସଞ୍ଜୀବ ପଣ୍ଡା। ସମୀକ୍ଷା ପରେ ଏଡିଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ତଥ୍ୟ ପ୍ରଦାନ କରିଥିଲେ। ଏଡିଜି ସଞ୍ଜୀବ କନ୍ଧମାଳ ଏନକାଉଣ୍ଟରରେ ସାମିଲ ସୁରକ୍ଷାକର୍ମୀମାନଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏବେ ବି ଅପରେସନ ଜାରି ରହିଛି। ଅପରେସନରେ ଅଧିକ ଟିମ୍‌ ସାମିଲ କରାଯାଇଛି। ବିପୁଳ ପରିମାଣର ସମାଓବାଦୀ […]

Read More Text.
Gyanesh kumar

୨୭ରେ ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ ଆୟୁକ୍ତ

ଭୁବନେଶ୍ବର : ଶନିବାର ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ ଆୟୁକ୍ତ(ଇସିଆଇ) ଜ୍ଞାନେଶ କୁମାର। ସେ ୩ ଦିନ ପାଇଁ ଓଡ଼ିଶା ଗସ୍ତରେ ଆସିବେ। ଭୁବନେଶ୍ଵରରେ ପହଞ୍ଚିବା ପରେ ସେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏହା ପରେ ପୁରୀରୁ ସେ କୋଣାର୍କ ଯିବେ। ଗସ୍ତର ଦ୍ବିତୀୟ ଦିନ ଅର୍ଥାତ ୨୮ ତାରିଖରେ ସେ ଐତିହ୍ୟ ଗ୍ରାମ ରଘୁରାଜପୁର ଯିବେ। ସେଠାରୁ ଫେରି ଧଉଳି, ଖଣ୍ଡଗିରି, ଉଦୟଗିରି, ମୁକ୍ତେଶ୍ଵର ମନ୍ଦିର ବୁଲିବେ। ଶେଷ ଦିବସ ବା […]

Read More Text.
Bibhishana e1766762468614 300x261

୮ ଦିନ ପରେ ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଭବାନୀପାଟଣା: କର୍ଲାପାଟ ଥାନା ଅନ୍ତର୍ଗତ ସାଏସୂର୍ଣ୍ଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ହେଇଛି। ମୃତକ ହେଉଛନ୍ତି ବିଭୀଷଣ ଗୌଡ (୪୩)। ସେ ସାଏସୂର୍ଣ୍ଣି ହାଇସ୍କୁଲରେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ। ଗତ ପ୍ରାୟ ୮ ଦିନ ହେଲା ସେ ନିଖୋଜ ଥିଲେ। ବିଭୀଷଣଙ୍କ ମୃତଦେହ ମିଳିବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି। କେହି ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ କହିଛନ୍ତି। ଅଭିଯୋଗ […]

Read More Text.
Medium ww1334729.bbb04fc8.fill 375x500.format webp

ଶିଖରଚଣ୍ଡୀ ପାହାଡ଼ ନିକଟରେ ହାତୀ, ସତର୍କ କରାଇଲା ବନ ବିଭାଗ

ବାରଙ୍ଗ: ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼କୁ ପିକନିକ୍ କରିବାକୁ ଯାଉଛନ୍ତି କି ? ଯଦି ଯାଉଛନ୍ତି ଟିକେ ସାବଧାନତା ଅବଲମ୍ବନ କରନ୍ତୁ ।  କାରଣ ପାହାଡ଼ ନିକଟ ଜଙ୍ଗଲରେ ବୁଲୁଛନ୍ତି ହାତୀ ।  ଦୁଇ ବଡ଼ ଦନ୍ତାହାତୀ ଘୂରି ବୁଲୁଛନ୍ତି ପାହାଡ଼ ନିକଟରେ ।  ଆଜି ସକାଳୁ ଦୁଇଟି ଦନ୍ତା ଭରତପୁର ଜଙ୍ଗଲରୁ ଆସି ଶିଖରଚଣ୍ଡୀ ପାହାଡ଼ ନିକଟରେ ଲୁଚି ରହିଛନ୍ତି । ବନ ବିଭାଗ କର୍ମଚାରୀ ଦନ୍ତା ଦୁଇଟି ଉପରେ ନଜର ରଖିଛନ୍ତି । ଦନ୍ତା ଦୁଇଟି କିପରି ସୁରକ୍ଷିତ ଭାବେ ପୁଣି ଭରତପୁର ଜଙ୍ଗଲକୁ ଫେରିବେ ସେ ନେଇ ବନ ବିଭାଗ ଟିମ ଉଦ୍ୟମ କରୁଛି ।  ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ମାଇକ ଯୋଗେ ସତର୍କ କରିଛି ବନ ବିଭାଗ ।

Read More Text.

ରାଉରକେଲାରେ ବସ୍ ଜାଳିଦେଲେ ଦୁର୍ବୃତ୍ତ

ରାଉରକେଲା: ରାଉରକେଲାରେ ବସ୍ ଜାଳିଦେଲେ ଦୁର୍ବୃତ୍ତ ।  ସହରର ସ୍ବପ୍ନେଶ୍ବର ମନ୍ଦିର ନିକଟ ପାର୍କିଂରେ ଥିବା ଏକ ଘରୋଇ ବସ୍ ଜାଳିଦେଲେ ଦୁର୍ବୃତ୍ତ ।  ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି ।  ଏନେଇ ବସ୍ ମାଲିକ ଅନୟ ମଲ୍ଲିକ ଟାଙ୍ଗରପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଉରକେଲାରୁ ଭୁବନେଶ୍ୱର ଯାଉଥିବା ଏହି ଘରୋଇ ବସ୍ କୌଣସି ବୈଷୟିକ ତ୍ରୁଟି କାରଣରୁ ନିଜ ଘର ନିକଟରେ ଥିବା ରାସ୍ତା ଉପରେ ପାର୍କିଂ କରିଥିଲା ।  […]

Read More Text.

ସୀତାକୁଣ୍ଡରେ ବୁଡ଼ିଗଲେ ଦୁଇ ଯୁବକ

ମୟୁରଭଞ୍ଜ : ପିକନିକ ହେଲା କାଳ । ଶିମିଳିପାଳ ପାଦଦେଶ ସୀତାକୁଣ୍ଡ ଜଳପ୍ରାପତରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଯୁବକ ।  ଘଟଣା ସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବାହିନୀ ।  ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରି ମେଡିକାଲକୁ ପଠାଇଛି ।  ସୂଚନା ମୁତାବକ ମୃତକମାନେ ଭଦ୍ରକ ଜିଲ୍ଲାରୁ ଆସିଥିବା ବେଳେ ଆଜି ସକାଳୁ ସୀତାକୁଣ୍ଡରେ ପହଞ୍ଚି ବଣଭୋଜି କରୁଥିଲେ ।  ଘଟଣା ସ୍ଥଳରେ ବାରିପଦା ସଦର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ […]

Read More Text.
School student 1

ସ୍କୁଲ ପିଲାଙ୍କୁ ମିଳିବ ମାଗଣା ବସ ସେବା

ଭୁବନେଶ୍ବର:  ସ୍କୁଲ ପିଲାଙ୍କୁ ମାଗଣାରେ ବସ ସେବା । ଛାତ୍ର ଛାତ୍ରୀ ଏବେ ମାଗଣାରେ ସ୍କୁଲ ଯାଇପାରିବେ । ଏ ନେଇ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଦ୍ୱାରା ଆଗତ ପ୍ରସ୍ତାବକୁ ଅନୁମୋଦନ କଲେ ସରକାର । ସ୍କୁଲ ପିଲା ଯାଇ ପାରିବେ ଉଭୟ ଏସି ଓ ନନ ଏସି ବସରେ । ସ୍କୁଲରେ ଛାତ୍ର ଡ୍ରପ ଆଉଟ ହାର କମାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନା ନାମରେ […]

Read More Text.
Korei

ପୂର୍ବତ୍ତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ଦେହାନ୍ତ

ଭୁବନେଶ୍ବର: କୋରେଇର ପୂର୍ବତ୍ତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କର ଭୁବନେଶ୍ୱରରେ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା । ସୂଚନା ଅନୁଯାଇ ଶ୍ରୀମତୀ ମହାନ୍ତି ଗତ କିଛିଦିନ ହେବ ଭୁବନେଶ୍ୱରର ଏମ୍ସ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ସକାଳେ ତାଙ୍କର ମୃତ୍ଯୁ ହୋଇଥିବା ଖବର ମିଳିଛି  । ତାଙ୍କ ମୃତ୍ୟୁ ଖବର କୁ ନେଇ ଯାଜପୁର ଜିଲ୍ଲା ତଥା କୋରେଇ ନିର୍ବାଚିତ ମଣ୍ଡଳୀ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତେବେ ଶ୍ରୀମତୀ ମହାନ୍ତି ୨୦୦୪ ରୁ […]

Read More Text.
Ajjj 750x430

ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଶଙ୍ଖ ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ, ସରକାରକୁ ଟାର୍ଗେଟ କଲେ ନବୀନ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ପାଳୁଛି ୨୯ତମ ପ୍ରତିଷ୍ଠା ଦିବସ ।  ଶଙ୍ଖ ଭବନରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏହି ଅବସରରେ ସମସ୍ତଙ୍କୁ ନବୀନ ଶୁଭେଚ୍ଛା ଜଣାଇ ନିଜ ଅଭିଭାଷଣ ରଖିଥିଲେ । ଯେଉଁଥିରେ ଦଳ କରିଥିବା ରାଜ୍ୟର ବିକାଶ କୁ ମନେପକାଇଥିଲେ ଏବଂ ଏବେର ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ନବୀନ କହିଥିଲେ, ବିଜୁ ଜନତା ଦଳ ଦେଶର ଏକ ସଫଳ ଆଞ୍ଚଳିକ ଦଳ । ୧୯୯୭ ରୁ […]

Read More Text.