ତାଣ୍ଡିପାଣି-ବଡବିଲ-ଗୋରୁମହିଷାଣୀ ସଂଯୋଗୀକରଣ ରାସ୍ତା ଶିଳାନ୍ୟାସ କଲେ ବିଧାୟକ
ବାରିପଦା : ଗୋଟାଏ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗମନାଗମନ ଓ ପରିବହନ ଵ୍ଯଵସ୍ଥାର ଭୂମିକା ଅନନ୍ଯ ।ଯେଉଁ ଅଞ୍ଚଳର ରାସ୍ତାଘାଟ,ଗମନାଗମନ,ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ,ଗ୍ରାମାଞ୍ଚଳ ରାସ୍ତା ରେ ଭିତ୍ତିଭୂମି ଯେତେ ସୁଦୃଢ ସେ ଅଞ୍ଚଳର ବିକାଶ ସେତେ ସୁଦୃଢ ।ମୟୂରଭଂଜ ଜିଲ୍ଲାର ସବୁଠାରୁ ପଛୁଆ ବିଶୋଇ ଏବଂ ବିଜାତଳା ବ୍ଳକର ପ୍ରଗତିର ମଙ୍ଗ ଧରିଛନ୍ତି ସ୍ଥାନୀୟ ବିଧାୟକ ଭାଦଵ ହାଁସଦାଃ,ଵରିଷ୍ଠ ବିଜେପି ନେତା ସଞ୍ଜିବ ମହାନ୍ତି,ଅଞ୍ଚଳର ସୁଖ ଦୁଃଖର ସାଥୀ ସରୋଜ ମହାନ୍ତ ଏବଂ ଅଭୟ […]
Read More Text.