ଟାଟା ପାୱାରକୁ ରାଜ୍ୟ ସରକାର ଦେଇଥିବା ଅର୍ଥର ସିଏଜି ରିପୋର୍ଟ ସାର୍ବଜନୀନ କରିବାକୁ ଦାବୀ
ବାରିପଦା : ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ ପାଇଁ ଟାଟା ପାୱାରକୁ ରାଜ୍ୟ ସରକାର ଦେଇଥିବା ଅର୍ଥର ସିଏଜି ଅଡିଟ୍ କରି ସାର୍ବଜନୀନ କରିବା ଓ ଟାଟା ପାୱାର ର ଘନ ଘନ ବିଜୁଳି କାଟ ସହ ଲୋଭୋଲଟେଜ ଏବଂ ପ୍ରବଳ ଗରମ ରେ ନିରବଛିନ୍ନ ବିଜୁଳି ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ମୟୁରଭଞ୍ଜ ଜିଲ୍ଲାପାଳ ଙ୍କ ଜରିଆରେ ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଜିଲ୍ଲା ଜରୁରୀ କାଳିନ ଅଧିକାରୀ ଶ୍ରୀ […]
Read More Text.