ସର୍ପାଘାତରେ ନାବାଳିକା ମୃତ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଵିଜାତଳା ବ୍ଳକର ଯୋଡ଼ା ପୋଖରୀ ଗ୍ରାମର ଜନୈକ ନାବାଳିକା  ସର୍ପାଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଯୋଡ଼ାପୋଖରୀ ଗ୍ରାମର ଦିବା ଟୁଡୁର ୩ ଜଣ ନାବାଳିକା ଝିଅ ସୋମବାର ମଧ୍ୟ ରାତିରେ ଖାଇ ପିଇ  ସାଙ୍ଗ ହୋଇ ଖଟରେ ଶୋଇଥିଲେ ।ତଳେ ମା,ଖୁଡି  ଏବଂ ଅନ୍ୟମାନେ ଶୋଇଥିଲେ ।ହଠାତ୍ ମଧ୍ୟ ରାତ୍ରରେ ଏକ ବିଷାକ୍ତ ଚିତି ସାପ ଖଟ ଉପରେ ଚଢ଼ି ମଝିଆ ଝିଅ […]

Read More Text.
IMG 20260602 WA0199

୬ଷ୍ଠ ବାର୍ଷିକ ନାଟ୍ୟ ମହୋତ୍ସବର ୨ୟ ସନ୍ଧ୍ୟା,  ଦର୍ଶକଙ୍କୁ ବିମୋହିତ କଲା ନାଟକ “ନିଷ୍ପତ୍ତି

ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ବାରିପଦା କଳାକାର ପରିବାର ଆନୁକୂଲ୍ୟରେ ଆୟୋଜିତ ୬ଷ୍ଠ ବାର୍ଷିକ ନାଟ୍ୟ ମହୋତ୍ସବର ୨ୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ନିଷ୍ପତ୍ତି” I ପରିବାରର ସଭାପତି ସନ୍ତୋଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ସଂଜୀବ ଦ୍ବିବେଦୀ ଓ ବିଶିଷ୍ଟ ବ୍ୟବସାୟୀ ମନୋଜ କୁମାର ଷେଣ୍ଢ ଏବଂ ପରିବାରର ମୁଖ୍ୟ ଉପଦେଷ୍ଟା ତଥା ପ୍ରତିଷ୍ଠିତ ଅଭିନେତା ନିର୍ଦ୍ଦେଶକ ଧୀର ବଶା କାର୍ଯ୍ୟକ୍ରମକୁ ଉଦଘାଟନ […]

Read More Text.
IMG 20260602 WA0198

ବାରିପଦାରେ ଏସ୍‌ଆଇଆର୍-୨୦୨୬ ସଚେତନତା ରଥର ଶୁଭାରମ୍ଭ

ବାରିପଦା : ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମକୁ ନେଇ ଜନସଚେତନତା ବୃଦ୍ଧି ଏବଂ ମତଦାତାଙ୍କ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ବାରିପଦା ଉପ-ଜିଲ୍ଲାପାଳ ତଥା ବାରିପଦା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀମତୀ କସ୍ତୁରୀ ପଣ୍ଡା ସବୁଜ ପତାକା ପ୍ରଦର୍ଶନ କରି ଏହି ସଚେତନତା ରଥକୁ ଉଦ୍‌ଘାଟନ କରିଥିଲେ। ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ଅନ୍ତର୍ଗତ ଏକ ନିର୍ଭୁଲ, ଅଦ୍ୟତନ ଓ […]

Read More Text.
IMG 20260602 WA0192

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ବାରିପଦା : ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ମୟୂରଭଞ୍ଜ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ସମ୍ମିଳନୀ କକ୍ଷରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଧନୁର୍ଜୟ ମହାନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତମାଖୁ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇଥିଲା ।                ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ […]

Read More Text.
IMG 20260602 WA0205

 ଆଇଏମଏଫଏଲ୍ ଦୋକାନ ବଣ୍ଟନ ଲଟେରି ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ

ବାରିପଦା : ମୟୂରଭଞ୍ଜ ଅବକାରୀ ଜିଲ୍ଲାର ୨୦୨୬-୨୭ ବର୍ଷ ପାଇଁ ଆଇଏମଏଫଏଲ୍ ତଥା ଠିପି ବନ୍ଦ ବିଦେଶୀ ମଦ ଦୋକାନଗୁଡ଼ିକର ବନ୍ଦୋବସ୍ତ ନିମନ୍ତେ ସାର୍ବଜନୀନ ଲଟେରି ପ୍ରକ୍ରିୟା ଆଜି ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ସଫଳତାର ସହ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଚଳିତ ବର୍ଷ ୫୩ଟି ଦୋକାନ ପାଇଁ ମୋଟ ୩୮୮ ଜଣ ଯୋଗ୍ୟ ଆବେଦନକାରୀ ଲଟେରି ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ବେଳେ ସମଗ୍ର ପ୍ରକ୍ରିୟା ସ୍ୱଚ୍ଛ, ନିରପେକ୍ଷ […]

Read More Text.
Truck driver

ଆମେରିକାରେ ଅବୈଧ ଭାବେ ରହୁଥିବା ୩୦ ଭାରତୀୟ ଟ୍ରକ ଡ୍ରାଇଭର ଗିରଫ

ନୂଆଦିଲ୍ଲୀ : ଆମେରିକୀୟ ଏଜେନ୍ସୀ ଅବୈଧ ଭାବେ ରହୁଥିବା ୩୦ରୁ ଅଧିକ ଭାରତୀୟଙ୍କ ଗିରଫ କରିଛି । ଏମାନେ ବେଆଇନ ଭାବେ ରହି ବ୍ୟବସାୟିକ ଟ୍ରକ୍ ଚଲାଉଥିଲେ । ଆମେରିକା ଫେଡେରାଲ୍ ଏଜେନ୍ସି ପକ୍ଷରୁ ଚଲାଇଯାଇଥିବା ଏକ ବଡ଼ ଧରଣର ସ୍ୱତନ୍ତ୍ର ଅଭିଯାନ ସମୟରେ ଏହି ଗିରଫଦାରୀ ହୋଇଛି । ଖବୁଶୀଘ୍ର ଏମାନଙ୍କୁ ଭାରତ ଡିପୋର୍ଟ କରାଯିବ ବୋଲି ଜଣାପଡିଛି । ଆମେରିକା କଷ୍ଟମ୍ସ ଆଣ୍ଡ ବୋର୍ଡର ପ୍ରୋଟେକ୍ସନ ଜାରି କରିଥିବା ଏକ ବିବୃତି ଅନୁଯାୟୀ, ଗତ ମେ […]

Read More Text.
CBSE

ଦ୍ୱାଦଶ ଶ୍ରେଣୀ ଖାତା ଯାଞ୍ଚ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ, ଖୋଲିଲା CBSE Re-evaluation ପୋର୍ଟାଲ୍

ନୂଆଦିଲ୍ଲୀ: CBSE ଦ୍ୱାଦଶ ଶ୍ରେଣୀ ଖାତା ଯାଞ୍ଚ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ! । CBSE ଖାତା ଯାଞ୍ଚ ପୋର୍ଟାଲ୍ ଖୋଲିଲା । ଟେକ୍ନିକାଲ୍ ସମସ୍ୟା ଯୋଗୁଁ ଦିନେ ବିଳମ୍ବ ପରେ ଶେଷରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ- CBSE ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖାତା ଯାଞ୍ଚ ଓ ପୁନଃ-ମୂଲ୍ୟାୟନ ପୋର୍ଟାଲକୁ ସକ୍ରିୟ କରିଛି । ଯେଉଁ ଛାତ୍ରଛାତ୍ରୀ ନିଜ ମାର୍କରେ ସନ୍ତୁଷ୍ଟ ନାହାନ୍ତି, ସେମାନେ ଏବେ ଅନଲାଇନରେ ଆବେଦନ କରିପାରିବେ। ଗତକାଲିଠୁ ପୋର୍ଟାଲ୍ ଖୋଲିବାକୁ […]

Read More Text.
Vg5 4774 1024x683

ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି : ରାଇରଙ୍ଗପୁର ସାଧାରଣ ସଭାରେ ଯୋଗ ଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ବିଶାଳ ସାଧାରଣ ସଭା ହେବ । କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।  କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳୀର ସୁରକ୍ଷା ବ୍ୟବସ୍ଥା, ସଭାରେ ଯୋଗଦେଉଥିବା ସାଧାରଣ ଲୋକଙ୍କ ପାଇଁ ସୁବିଧା, […]

Read More Text.
Bus 1

ପୁଣି ବଢ଼ିଲା ବସ ଭଡା : ଯାତ୍ରୀ ଅସନ୍ତୁଷ୍ଟ

କଟକ : ପୁଣି ବଢ଼ିଲା ବସ ଭଡା । ସାଧାରଣ ଓ ଏକ୍ସପ୍ରେସରେ କିଲୋମିଟର ପିଛା ଭଡ଼ା ୨ ପଇସା ବୃଦ୍ଧି । ଡିଲକ୍ସ, ଏସି ଡିଲକ୍ସ ବସରେ କିଲୋମିଟର ପିଛା ୪ ପଇସା ଭଡ଼ା ବଢ଼ିଲା । ସେହିପରି ସୁପର ଡିଲକ୍ସ ବସ ଭଡା କିଲୋମିଟର ପିଛା ୬ ପଇସା ବଢ଼ିଲା । ଅଟୋମେଟିକ ମେକାନିଜିମ ମାଧ୍ୟମରେ ବଢ଼ିଲା ବସ ଭଡା । ତେଲ ଦର ବୃଦ୍ଧି ପରେ ବସ ଭଡା ବୃଦ୍ଧି କଲେ ଏସଟିଏ । […]

Read More Text.
COVER IMAGE VhIxKUKy5

ଘରୋଇ ହିଂସା ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏନଏଲୟୁ ଓଡ଼ିଶାର ଜାତୀୟସ୍ତରୀୟ ପରାମର୍ଶ କାର୍ଯ୍ୟଶାଳା ସମ୍ପନ୍ନ

ଭୁବନେଶ୍ୱର : ଓଡ଼ିଶା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନଏଲୟୁଓ) ପକ୍ଷରୁ ଘରୋଇ ହିଂସାର ଶିକାର ହେଉଥିବା ମହିଳାମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଏବଂ ସାଂସ୍ଥାନିକ ଢାଞ୍ଚାର ପୁନର୍ବିନ୍ୟାସ ଉପରେ ଏକ ଦୁଇଦିନିଆ ଜାତୀୟସ୍ତରୀୟ ପରାମର୍ଶ କର୍ମଶାଳା ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଭୁବନେଶ୍ୱରର ‘ଦି କ୍ରାଉନ୍’ ହୋଟେଲଠାରେ ମେ’ ୩୦ ଓ ୩୧ ତାରିଖରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଶିଷ୍ଟ ଶିକ୍ଷାବିତ୍, ନ୍ୟାୟପାଳିକା, ପୋଲିସ ଅଧିକାରୀ, ସରକାରୀ ବିଭାଗର ପ୍ରତିନିଧି, ଆନ୍ତର୍ଜାତୀୟ ସଂଗଠନ ଏବଂ […]

Read More Text.