ଦାଦନ ଖଟିବାକୁ ଗଲା ବେଳେ ୧୫ ଶିଶୁ ଶ୍ରମିକ ଉଦ୍ଧାର
ମାଲକାନଗିରି : ଦାଦନ ଖଟିବାକୁ ଗଲା ବେଳେ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ୧୫ ଶିଶୁଙ୍କୁ ଉଦ୍ଧାର କଲା ପୋଲିସ। ମାଲକାନଗିରି ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ ଶିଶୁ ଶ୍ରମିକ ଚାଲାଣ ହେଉଥିଲେ । ଏଥିରେ ୧୫ଜଣ ନାବାଳକ ଓ ନାବାଳିକା ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଉଥିବା ବେଳେ ସେମାନଙ୍କ ସହିତ କୌଣସି ଅବିଭାବକ ନଥିଲେ ଯେଉଁଥି ପାଇଁ ପୋଲିସ ସହାୟତା ରେ ଏମାନଙ୍କୁ ବସ ଭିତରୁ ଉଦ୍ଧାର କରାଯାଇଛି । ଏବେ ସମସ୍ତଙ୍କୁ ମାଲକାନଗିରି ଆଦର୍ଶ ଥାନାରେ […]
Read More Text.