ଲକ୍ଷ୍ମୀପୁରରେ କାଳବୈଶାଖୀ ତାଣ୍ଡବ: ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ

ଲକ୍ଷ୍ମୀପୁର : କାଳ ବୈଶାଖୀ ନେଇଗଲା ଜୀବନ । ଏମିତି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ।  କାଳ ବୈଶାଖୀ ବଜ୍ରପାତରେ ପୃଥକ ସ୍ଥାନରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ।  ଆଜି ଅପରାହ୍ନରେ ହଠାତ କାଳ ବୈଶାଖୀ ବର୍ଷା ଆରମ୍ଭ ହୋଇଥିଲା ।  ଏଥିରୁ ରକ୍ଷା ପାଇବା ପାଇଁ କାଇପଦର ଗାଁ ନିକଟରେ ଥିବା ଡାଳ ଖାଇ ମନ୍ଦିର ପାଖରେ ବର୍ଷା ଯୋଗୁଁ ଦୁଇ ଜଣ ଫେରିବାଲା ଆଶ୍ରୟ ନେଇଥିଲେ  । ଏହି ସମୟରେ […]

Read More Text.

ହାର୍ଡକୋର୍ ଅପରାଧୀଙ୍କୁ ଏନକାଉଣ୍ଟର କର : ଡିଜିପି

ଭୁବନେଶ୍ୱର : ମବ ଲିଞ୍ଚିଂ ଘଟଣା ପରେ ଆକ୍ସନ ମୋଡ଼ରେ ପୋଲିସ ।  ଅସାମାଜିକ ଓ ଅପରାଧୀଙ୍କ ବିରୋଧରେ NSA ।  ଅପରାଧୀଙ୍କ ଜାଗା ଓଡ଼ିଶାରେ ନାହିଁ ବୋଲି କହିଛନ୍ତି ଡିଜିପି ୱାଇ.ବି.ଖୁରାନିଆ ।  ଅପରାଧୀଙ୍କ ଉପରେ କଡା ନଜର ରଖିବାକୁ ସମସ୍ତ ଏସପିଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।  ଅସାମାଜିକ, ହାର୍ଡକୋର ଅପରାଧୀଙ୍କୁ ବାନ୍ଧି ଭିତରେ ରଖିବାକୁ କହିଛନ୍ତି ।  ମବ ଲିଞ୍ଚିଂ ଘଟଣା ପରେ ସବୁ ଥାନାରେ ସକାଳୁ ବ୍ରିଫିଙ୍ଗ ନେଉଛନ୍ତି ଥାନା ଅଧିକାରୀ  I […]

Read More Text.

ଲାଞ୍ଚୁଆ ଜେଇଙ୍କୁ ବାନ୍ଧିଲା ଭିଜିଲାନ୍ସ, ନେଉଥିଲେ ୧ ଲକ୍ଷ ୩୬ ହଜାର ଟଙ୍କା

ଭୁବନେଶ୍ବର: ଲାଞ୍ଚୁଆ ସରକାରୀ ବାବୁଙ୍କୁ ଓଡ଼ିଶା ଭିଜିଲାନ୍ସର ଶକ୍ତ ଚାପୁଡ଼ା । ୧ ଲକ୍ଷ ୩୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜେଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ନୟାଗଡ଼ ଜିଲ୍ଲା ଭାପୁର ଗ୍ରାମ୍ୟ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ବେସରକାରୀ ସହଯୋଗୀ ଆଶୁତୋଷ ବଳିଆର ସିଂହଙ୍କୁ ଗିରଫ କରିଛି ଭିଜିଲାନ୍ସ ।  ଜଣେ ଠିକାଦାରଙ୍କ ଠାରୁ ବକେୟା ବିଲ୍ ପାସ୍ ଏବଂ ସିକ୍ୟୁରିଟି ମନି ଫେରସ୍ତ କରିବା ପାଇଁ ୧ଲକ୍ଷ […]

Read More Text.
IMG 20260516 WA0252

ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର 

ବାରିପଦା : ଦିନକୁ ଦିନ ଯୁବ ମହଲରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି ।କିଏ ପାରିବାରିକ ନିର୍ଯାତନା,ସ୍ବାମୀ ସ୍ତ୍ରୀ କଳି,ଆର୍ଥିକ ଅନାଟନ ,ପରକ୍ରୀୟା ପ୍ରିତି , ଅବସାଦ ରୋଗ,ଜୁଆ ଖେଳ ,ନିଶାଖୋର ଯୋଗୁଁ ଆତ୍ମହତ୍ୟା ପ୍ରବଣତା ବଢ଼ିଚାଲିଛି ।ଯାହାକୁ ନେଇ ସାମାଜିକ କର୍ମି ମଧ୍ୟରେ ଉଦବେଗ ବୃଦ୍ଧି ପାଉଛି ।   ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବଡଦୁନ୍ଦୁ ଗ୍ରାମ ନିକଟରେ ଏକ ଗଛରେ  ଝୁଲନ୍ତା ଯୁବକର ମୃତଦେହକୁ ଵହଳଦା ପୋଲିସ ଉଦ୍ଧାର କରିଛି ।  […]

Read More Text.

ଜିଲ୍ଲାସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ପାଳିତ

ବାରିପଦା : ଜିଲ୍ଲାସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ମୟୂରଭଞ୍ଜ ପକ୍ଷରୁ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଭି.ବି.ଡି.) ଡା. ବିଜୟ କୁମାର ଦାସ ଅଧ୍ୟକ୍ଷତା କରିଥିଲେ ।             ଏହି ଅବସରରେ ଡା. ଦାସ ଡେଙ୍ଗୁ ରୋଗର ଲକ୍ଷଣ ଓ ପ୍ରତିକାର ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, […]

Read More Text.

କିଲୋମିଟର ପିଛା ୨ ପଇସା ବଢ଼ିଲା ଘରୋଇ ବସ ଭଡ଼ା

କଟକ: ବସରେ ଯାତାୟାତ କରୁଥିବା ଯାତ୍ରୀଙ୍କ ପକେଟକୁ ମହଙ୍ଗା ମାଡ଼। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରେ ବଢ଼ିଲା ଘରୋଇ ବସ ଭଡ଼ା । ସାଧାରଣ ବସ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି । ଏକ କିଲୋ ମିଟରକୁ ପୂର୍ବରୁ ୮୮ ପଇସା ଭଡ଼ା ଥିବା ବେଳେ ଏବେ ତାହା ୯୦ ପଇସାରେ ପହଞ୍ଚିଛି । ସେହିପରି ଏକ୍ସପ୍ରେସ ବସ ଭଡ଼ା କିଲୋ ମିଟର ପିଛା ୯୨ ପଇସା ଥିବା ବେଳେ ଏବେ […]

Read More Text.

ତୈଳ ସଙ୍କଟ: ସୋମବାର ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ, ଡିଲର ସଂଘର ପ୍ରତିଶ୍ରୁତି

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ପେଟ୍ରୋଲ ଓ ଡିଜେଲ ଅଭାବ ମଧ୍ୟରେ ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ୱାସନାଜନକ ଖବର ଆସିଛି। ପେଟ୍ରୋଲ ପମ୍ପଗୁଡ଼ିକରେ ସୃଷ୍ଟି ହୋଇଥିବା ଅଭାବନୀୟ ଭିଡ଼ ଏବଂ କୃତ୍ରିମ ସଙ୍କଟକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନ ଓ ତୈଳ କମ୍ପାନୀଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ କରିଛନ୍ତି। ସ୍ଥିତିକୁ ସୁଧାରିବା ପାଇଁ ସାଧାରଣତଃ ଛୁଟି ରହୁଥିବା ଆସନ୍ତା ରବିବାର ଦିନ ମଧ୍ୟ ରାଜ୍ୟର ସମସ୍ତ ତେଲ ଡିପୋ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। […]

Read More Text.

ଉପଖଣ୍ଡ ଚିକିତ୍ସାଳୟରେ କିଡନୀ ରୋଗ ବିଶେଷଜ୍ଞ ଡା଼. ବିଶ୍ବଜିତ ମହାନ୍ତିଙ୍କ ଦ୍ବାରା ଚିକିତ୍ସା ଆରମ୍ଭ

ବାରିପଦା : ମୟୂରଭଂଜ ଜିଲ୍ଲାର ଵାମନଘାଟୀ ଉପଖଣ୍ଡର କୌଣସି ନା କୌଣସି କାରଣରୁ କିଡନୀ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଛି ।ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ।ଏହି ମାରାତ୍ମକ ରୋଗ ଯୋଗୁଁ ବହୁ ଯୁବରୁ ଵୟସ୍କଙ୍କ ଅମୂଲ୍ୟ ଜୀବନ ଅକାଳରେ ଧରି ପଡୁଛି ।ଏହାକୁ ଲକ୍ଷ୍ୟ କରି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ବିଧାୟକ ଜଲେନ ନାଏକ,ଜିଲ୍ଲା ପ୍ରଶାସନ  ସମାଜସେବୀ ନବିନ ରାମ, ସାଂସଦ ପ୍ରତିନିଧି […]

Read More Text.

 ବୈଷୟିକ ତାଲିମ ପ୍ରତିଷ୍ଠାନରେ ରକ୍ତଦାନ ଶିବିର

ବାରିପଦା  : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ତକତପୁର ବୈଷୟିକ ତାଲିମ ପ୍ରତିଷ୍ଠାନ ଆନୁକୂଲ୍ୟରେ ତଥା ଦୃଷ୍ଟି ସ୍ବେଛାସେବୀ ସଂଗଠନ, ଖୁଣ୍ଟା ର ସହଯୋଗରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଅତିଥି ଭାବେ ଯୋଗଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଓ ଜିଲ୍ଲା କୌଶଳ ବିକାଶ ଓ କର୍ମ ନିୟୋଜନ ଅଧିକାରୀ ଆଶିଷ କୁମାର ବସନ୍ତିଆ ଏହି ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I […]

Read More Text.

ନାସକମ୍ NASSCOM ସିକ୍ସଓ (CXO) କନେକ୍ଟ କାର୍ଯ୍ୟକ୍ରମରେ ମୟୂରଭଞ୍ଜର ନିଜର ସ୍ୱତନ୍ତ୍ର ପରିଚିୟ ସୃଷ୍ଟି କରିଛି 

ବାରିପଦା : ନିକଟରେ କୋଲକାତାସ୍ଥିତ ନୋଭୋଟେଲ ହୋଟେଲ ଆଣ୍ଡ ରେସିଡେନ୍ସିରେ ଅନୁଷ୍ଠିତ ହୋଇଥିବା  ସମ୍ମାନଜନକ **ନାସକମ୍ (NASSCOM), ସିଏକ୍ସଓ (CXO) କନେକ୍ଟ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି ସ୍ୱତନ୍ତ୍ର ନେଟୱର୍କିଂ ଏବଂ ପାରସ୍ପରିକ ଆଲୋଚନା ଅଧିବେଶନରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ପ୍ରମୁଖ ଆଇଟି ଉଦ୍ୟୋଗୀ, ଶିଳ୍ପ ନେତୃତ୍ୱ ଏବଂ ନାସକମ୍ ସଦସ୍ୟ କମ୍ପାନୀଗୁଡ଼ିକ ନାସକମ୍ ସଭାପତି ରାଜେଶ ନାମ୍ବିଆର ଙ୍କ ସହ ଯୋଗ ଦେଇଥିଲେ। ଉତ୍ତର ଓଡ଼ିଶା ତଥା ମୟୂରଭଞ୍ଜର ପ୍ରତିନିଧିତ୍ୱ […]

Read More Text.