ବାମନଘାଟୀ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ବାରିପଦା : ଆଜି ଅପରାହ୍ନ ସମୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାର ଙ୍କ ଅଧ୍ୟକ୍ଷତାରେ ବାମନଘାଟୀ ଉପଖଣ୍ଡ ସଦରମହକୁମା ରାଇରଙ୍ଗପୁର ଷ୍ଟାଡିଅମ ପଡିଆ ଠାରେ ଆଗାମୀ ଅଗଷ୍ଟ ମାସ ୧୫ ତାରିଖ ପାଳିତ ହେବାକୁ ଥିବା ୮୦ତମ ସ୍ୱାଧୀନତା ଦିବସ -୨୦୨୬ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ରାଇରଙ୍ଗପୁର ଶ୍ରୀ ସୁରେଶ ଚନ୍ଦ୍ର ପାତ୍ର, ଉପଜିଲ୍ଲାପାଳ […]
Read More Text.