ରାଜ୍ୟରେ ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ହେଲା ମହଙ୍ଗା ଭତ୍ତା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ହୋଇଛି। ଏହା ୨୦୨୬ ଜାନୁଆରୀ ଆରମ୍ଭରୁ ପିଚ୍ଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମେ ମାସ ଦରମାରେ ନଗଦ ଆକାରରେ ମିଳିବ। ଏହା ସହ ପେନ୍‌ସନ ଭୋଗୀ ମାନଙ୍କ ଟି.ଆଇରେ ମଧ୍ୟ ଦୁଇ ପ୍ରତିଶତ […]

Read More Text.
Minister c

ଗୁଜବ ଉପରେ ଗୁରୁତ୍ବ ଦିଅନ୍ତୁ ନାହିଁ, ପେଟ୍ରୋଲ ସଙ୍କଟ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରିତିକ୍ରିୟା

ଭୁବନେଶ୍ୱର : ରାଜ୍ୟରେ ତେଲର ଅଭାବ ନାହିଁ । ଆହୁରି ୧୩ ଦିନ ତେଲ ମହଜୁଦ ଅଛି। ପେଟ୍ରୋଲ ସଙ୍କଟ ନେଇ ପ୍ରିତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ । ପାରାଦୀପରେ ତେଲ ରିଫାଇନାରି ଅଛି । ଅସାଧୁ ବେପାରୀଙ୍କ ଉପରେ ନଜର ରଖାଯାଇଛି। ଯେତିକି ଆବଶ୍ୟକ ସେତିକି ତେଲ ପକାନ୍ତୁ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତେଲ ନେଇ କୌଣସି କଟକଣା କରାଯାଇନାହିଁ । କୌଣସି ଗୁଜବ ଉପରେ ଗୁରୁତ୍ବ ଦିଅନ୍ତୁ ନାହିଁ । ଗହଳିକୁ ନଜରରେ […]

Read More Text.

ଭଦ୍ରକରେ ପେଟ୍ରୋଲ ପମ୍ପରେ ଜିଲ୍ଲା ପ୍ରଶାସନର ଚଢ଼ାଉ

ଭଦ୍ରକ: ପେଟ୍ରୋଲ ପମ୍ପ୍‌ରେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଗ୍ରାହକ। ଗତ ରାତିଠାରୁ ରାଜ୍ୟର ସମସ୍ତ ଅଞ୍ଚଳରେ ଏପରି ସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଅଭାବ ଉତ୍କଟ ରୂପ ନେଇଛି। ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗିବା ସହ ଗାଡ଼ିରେ ତେଲ ପକାଇବା ପାଇଁ ଟାଙ୍କିକୁ ଟାଙ୍କି ଘୂରି ବୁଲିଛନ୍ତି। କେବଳ ରାଜଧାନୀ ନୁହେଁ ଭଦ୍ରକରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଭଦ୍ରକରେ ପେଟ୍ରୋଲ ପକେଇବା ପାଇଁ ବିଭିନ୍ନ ପେଟ୍ରୋଲ ପମ୍ପରେ […]

Read More Text.

ଜମି ବିବାଦ: ହୋମିଓପାଥି ଡାକ୍ତରଙ୍କୁ ପିଟିପିଟି ମାରିଦେଲେ

କେନ୍ଦ୍ରାପଡ଼ା: କିଛି ଦିନ ତଳେ ବାଲିଅନ୍ତା ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା। ନେତାଠୁ ଜନତା ସବୁ ମହଲରେ ହୁଲୁସ୍ତୁଲ ହୋଇଥିଲା। ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ କିଛି ଲୋକେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଘଟିବାର କିଛି ଦିନ ନବିତୁଣୁ ଏବେ ଜଣେ ଡାକ୍ତରଙ୍କୁ ସମାନ ଏପରି ଭାବେ ହତ୍ୟା କରାଯାଇଛି। ଜମିବାଡ଼ି ବିବାଦରୁ ଡାକ୍ତରଙ୍କୁ ପିଟିପିଟି ମାରିଦେଲେ। ବଡ଼ଭାଇ ପରିବାର ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ସାନଭାଇ ମୃତ। […]

Read More Text.

ଜୁଲାଇ ୧ରୁ ଓଡ଼ିଶା ସମେତ ୧୬ ରାଜ୍ୟରେ SIR

ଭୁବନେଶ୍ୱର: ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଗୁରୁବାର ଦିନ ଓଡ଼ିଶା ସମେତ ୧୬ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି। ତେବେ ଦେଶବ୍ୟାପୀ ଭୋଟର ଯାଞ୍ଚ ପ୍ରକ୍ରିୟାରେ ହିମାଚଳ ପ୍ରଦେଶ, ଜମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ ବାଦ ଦିଆଯିବ। ଏହି ପ୍ରକ୍ରିୟାରେ ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଡିଏନଏଚ ଏବଂ ଡିଡି, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, […]

Read More Text.

ଇଭି କରାଯିବ OSRTCର ସମସ୍ତ ବସ୍: ପରିବହନ ମନ୍ତ୍ରୀ

ଭୁବନେଶ୍ୱର : OSRTCର ସମସ୍ତ ଗାଡିକୁ ଇଭି କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ଏହାସହ ରାଜ୍ୟରେ ଚାର୍ଜିଂ ଷ୍ଟେସନର ଅଭାବ ରହିବ ନାହିଁ । ଇଭି ଚାର୍ଜିଂ ଷ୍ଟେସନ କମ୍ପାନୀ ସହିତ ପ୍ରାଥମିକ ଆଲୋଚନା ଶେଷ ହୋଇଛି । ୧୦୦ଟି ଚାର୍ଜିଂ ଷ୍ଟେନସ ପାଇଁ ନିର୍ଦେଶ ଦିଆଯାଇଥିବାବେଳେ ୩୦ଟି ଶେଷ ହେଇଛି l ୧୫ ଟି ଷ୍ଟେସନ କେବଳ ଭୁବନେଶ୍ୱରରେ କରାଯିବ । ଇଭି ଗାଡିର ବ୍ରବହାର ପାଇଁ ପ୍ରଧାନମନ୍ତ୍ରୀ […]

Read More Text.

ରାଜଧାନୀରେ ପେଟ୍ରୋଲ ସଙ୍କଟ, ଅଧିକାଂଶ ପମ୍ପରେ ତାଲା: ଗ୍ରାହକ ହନ୍ତସନ୍ତ

ଭୁବନେଶ୍ୱର : ମିଳୁନି ପେଟ୍ରୋଲ କି ଡିଜେଲ । ଗ୍ରାହକ ହନ୍ତସନ୍ତ ହେଉଛନ୍ତି । ରାଜଧାନୀରେ ପେଟ୍ରୋଲ ସଙ୍କଟ ଦେଖା ଦେଇଛି । ଘାଟିକିଆ ଓ କଳ୍ପନାର ବିଭିନ୍ନ ଟାଙ୍କିରେ ପେଟ୍ରୋଲ ମିଳୁନି । ଏଥିଯୋଗୁ କଳ୍ପନା ସମେତ ଘାଟିକିଆର ବିଭିନ୍ନ ପେଟ୍ରୋଲ ପମ୍ପ୍ ବନ୍ଦ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ପ୍ରଥମେ ଖୋର୍ଦ୍ଧାର ବେଗୁନିଆ ପରେ ଜଗତସିଂହପୁର ଓ ଏବେ ରାଜଧାନୀରେ ତୈଳ ସଙ୍କଟ ଦେଖିବାକୁ ମିଳିଛି। ଏଥିଯୋଗୁ ଧିରେ ଧିରେ ଜନଅକ୍ରୋଶ ବୃଦ୍ଧି ପାଉଥିବା […]

Read More Text.

ବାରିପଦାରେ ପ୍ରଥମ ଗ୍ରୀଷ୍ମକାଳୀନ ଖୋ-ଖୋ ପ୍ରଶିକ୍ଷଣ ଶିବିର – ୨୦୨୬ ଉଦଘାଟିତ

ବାରିପଦା : ମୟୂରଭଞ୍ଜର କ୍ରୀଡ଼ା ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରି ବାରିପଦା ତକତପୁରସ୍ଥିତ ଆଇନ ମହାବିଦ୍ୟାଳୟ ପଡ଼ିଆରେ ଆଜି ଗ୍ରୀଷ୍ମକାଳୀନ ଖୋ-ଖୋ ପ୍ରଶିକ୍ଷଣ ଶିବିର -୨୦୨୬ ଉଦଘାଟିତ ହୋଇଯାଇଛି I ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ଯୋଗଦେଇଥିବା  କ୍ରୀଡ଼ାବିତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା I ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାରିପଦା ବି.ଡି.ଓ ଦେବେନ୍ଦ୍ର ପ୍ରସାଦ ବଳ ଏହି ଶିବିରର ଉଦଘାଟନ କରିବା ସହ ଖେଳାଳି […]

Read More Text.

ମୟୂରଭଞ୍ଜରେ ତିନି ଦିନିଆ ଜିଲ୍ଲାସ୍ତରୀୟ ଦକ୍ଷତା ନିର୍ମାଣ ଓ ବିପଣନ ଜ୍ଞାନ କୌଶଳ ବୃଦ୍ଧି କର୍ମଶାଳା ଉଦଘାଟିତ

ବାରିପଦା : ଓରମାସ, ଜିଲ୍ଲା ପରିଷଦ, ମୟୂରଭଞ୍ଜ ପକ୍ଷରୁ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର, ବାରିପଦା ଠାରେ ତିନିଦିନିଆ ଜିଲ୍ଲାସ୍ତରୀୟ ଦକ୍ଷତା ନିର୍ମାଣ ଓ ବିପଣନ ଜ୍ଞାନ କୌଶଳ ବୃଦ୍ଧି କର୍ମଶାଳା ଉଦଘାଟିତ ହୋଇଯାଇଛି। ଗ୍ରାମୀଣ ଜୀବିକାର ସୁଦୃଢିକରଣ, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଆର୍ଥିକ ସଶକ୍ତିକରଣ, ବିପଣନ କ୍ଷମତା ବୃଦ୍ଧି ଏବଂ ଉତ୍ପାଦିତ ସାମଗ୍ରୀକୁ ବ୍ୟାପକଭାବେ ବଜାରକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହା ଆୟୋଜନ କରାଯାଇଛି । ଉଦଘାଟନୀ ସମାରୋହରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଲୋକନାଥ ମିଶ୍ର, ଉପନିର୍ଦ୍ଦେଶକ […]

Read More Text.

ମୋଦିଙ୍କୁ ଅନୁସରଣ କଲେ ମୁଖ୍ୟମନ୍ତ୍ରୀ, କମିଲା କାରକେଡ୍ ଗାଡ଼ି ସଂଖ୍ୟା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଅଧାକୁ କମିଲା । ମୁଖ୍ୟମନ୍ତ୍ରୀ କାରକେଡ୍ ଗାଡ଼ି ସଂଖ୍ୟା ଅଧା ହେଲା । ପ୍ରଧାନମନ୍ତ୍ରୀ ଆହ୍ବାନକୁ ସମ୍ମାନ ଦେଇ କାରକେହ୍ ଅଧା କଲେ ମୁଖ୍ୟମନ୍ତ୍ରୀ । ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ଗାଡ଼ିକୁଡିକୁ କମ୍ କରି ଅଧା କଲେ । ଅଧିକ ମାତ୍ରାରେ ବପ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ । ସୁନା ନ କିଣିବା ଓ ଅନାବଶ୍ୟକ ବିଦେଶଗସ୍ତ ନ କରିବାକୁ ମଧ୍ୟ ପରାମର୍ଶ ଦେଲେ । ଅନ୍ୟପଟେ, […]

Read More Text.