ବାରିପଦା ଷ୍ଟାଡିୟମରେ ଫ୍ଲଡଲାଇଟର ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
ବାରିପଦା : ମୟୁରଭଞ୍ଜର ସର୍ବପ୍ରାଚୀନ ବାରିପଦା ଷ୍ଟାଡିୟମରେ ତିନିବର୍ଷ ପୂର୍ବରୁ ଫ୍ଲଡଲାଇଟ ଷ୍ଟାଣ୍ଡ ନିର୍ମାଣ ସରିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେଥିରେ ଆଲୋକ ସଂଯୋଗୀକରଣ ହୋଇପାରିନାହିଁ I ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଏହା କରାଯାଇଥିଲା ତାହା ଫଳପ୍ରଦ ହୋଇପାରୁନଥିବାରୁ କ୍ରୀଡ଼ାବିତ ଓ କ୍ରୀଡ଼ାପ୍ରେମୀଙ୍କୁ ବ୍ୟଥିତ କରିଛି ବୋଲି ସାଧାରଣରେ ଆଲୋଚନା ହେଉଛି I ଏନେଇ ପୂର୍ବତନ ରାଜ୍ୟସ୍ତରୀୟ କ୍ରିକେଟ ଖେଳାଳି ଲୋହିତ ଦାଶଙ୍କ ନେତୃତ୍ୱରେ କ୍ରୀଡ଼ାବିତ ବିନୋଦ ରାମ, ସୁଜନ ମହାନ୍ତି, ଗଣେଶ ଦାସ, ସୁଶାନ୍ତ […]
Read More Text.