ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳିତ

ନିୟମିତ ବ୍ୟବଧାନରେ ରକ୍ତଚାପ ପରୀକ୍ଷା ଓ ସୁସ୍ଥ ଜୀବନଶୈଳୀ ଅନୁସରଣ ପାଇଁ ଆହ୍ୱାନ ବାରିପଦା : ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଧନୁର୍ଜୟ ମହନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ନିୟମିତ ପରୀକ୍ଷା, ସୁସ୍ଥ ଖାଦ୍ୟାହାର, ବ୍ୟାୟାମ ଓ ସଠିକ୍ ଜୀବନଶୈଳୀ ଅନୁସରଣ ଉପରେ […]

Read More Text.

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ଟେଣ୍ଟ ତଳେ ଚାପି ହୋଇ ୩ ମୃତ

କେନ୍ଦୁଝର :  କାଳବୈଶାଖୀ ନେଲା ୩ ଜୀବନ ।  କେନ୍ଦୁଝର ଟାଉନ ଥାନା ନରଣପୁର ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ।  ପ୍ରବଳ ଝଡ଼ପବନରେ ଭାଙ୍ଗିଲା ଟେଣ୍ଟ, ଚାପି ହୋଇ ୩ ମୃତ ।  ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା । ଆଜି ଅପରାହ୍ଣ ସମୟରେ ହଠାତ୍‌ ପ୍ରବଳ ଘୁର୍ଣ୍ଣିଝଡ଼, ପବନ ଏବଂ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା ଜଣାଯାଇଛି । ବିଭିନ୍ନ ଅଞ୍ଚଳରେ ଗଛ ଭାଙ୍ଗି ପଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି । […]

Read More Text.

କାଠଯୋଡ଼ି ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ବାରଙ୍ଗ : ବାରଙ୍ଗରେ ପୁଣି ଚାଞ୍ଚଲ୍ୟ । ମହିଳାଙ୍କୁ ମାରି ପୋତିଦେଲେ । କାଠଯୋଡ଼ି ନଦୀ ପଠାରୁ ମିଳିଲା ଅଧା ପୋତାହୋଇଥିବା ମୃତଦେହ । ଆଜି ସକାଳେ ମୃତଦେହକୁ କୁକୁର ଖାଉଥିବାଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ମହିଳାଙ୍କର କେବଳ ହାତ ଓ ଗୋଡ଼ ଦେଖା ଯାଉଥିବା ବେଳେ ଅବଶିଷ୍ଟ ଶରୀର ବାଲି ଭିତରେ ପୋତି ହୋଇ ରହିଛି । ତେବେ ମହିଳା ଜଣକ କିଏ ଓ ତାଙ୍କର ମୃତ୍ୟୁ କିଭଳି ହେଲା ତାହା ଜଣାପଡ଼ିନି […]

Read More Text.

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାବାଳିକାଙ୍କୁ ଦୁଷ୍କର୍ମ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଭିତରେ ଜଣେ ମହିଳା ରହିଥିବା ସୂଚନା ରହିଛି । ମୁଖ୍ୟ ଅଭିଯୁକ୍ତର ପରିଚୟ ରାଜା ବେସନ (୨୪) ବୋଲି ଜଣାପଡିଛି । ତାକୁ ସ୍ଥାନୀୟ ଅଞ୍ଚଳର ଆକାଶ ପ୍ରଧାନ (୨୦) ଏବଂ ତୃପ୍ତି ନାଏକ (୧୯) ନାମକ ଜଣେ ଯୁବତୀ ଏଥିରେ ସହଯୋଗ କରିଥିଲେ । ପୋଲିସର […]

Read More Text.

୩ ଦଫା ଦାବି ନେଇ ଔଷଧ ଦୋକାନ ଵନ୍ଦ, ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ 

ବାରିପଦା  : କେମିଷ୍ଟ, ଫାର୍ମାସିଷ୍ଟ ଏବଂ ଔଷଧ ବିତରକଙ୍କ ପ୍ରତିନିଧିତ୍ବ କରୁଥିବା ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ( ଏଆଇଓସିଡି)ଡାକରାରେ ଅଲ୍ ଓଡିଶା ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆଜି ଦେଶଵ୍ଯାପୀ  ତଥା ସମଗ୍ର ଓଡ଼ିଶାରେ ଧର୍ମଘଟ ଡାକରା ଦେଇଛି ।ଏହି ସଂଗଠନ ପକ୍ଷରୁ କୁହାଯାଇଛି ଯେ ଇ- ଫାର୍ମାସୀ ଓ ଇନଷ୍ଟାଣ୍ଟ ମେଡ଼ିସିନ୍ ଡେଲିଭରି ପ୍ଳାଟଫର୍ମଗୁଡିକୁ ପରିଚାଳନା କରୁଥିବା ନିୟମାବଳୀ ରେ ଥିବା ତ୍ରୁଟି ପ୍ରତି କେନ୍ଦ୍ର ସରକାରଙ୍କ ଦୃଷ୍ଟି […]

Read More Text.

 ଅଂଶୁଘାତରେ ଟଳି ପଡିଲେ ସାଇକେଲ ଆରୋହୀ

ବାରିପଦା  :  ଅଂଶୁଘାତରେ ଟଳି ପଡିଲେ ୪୮ ବର୍ଷୀୟ  ଭେଣ୍ଡିଆ ଯୁବକ   ।ଗତ ୪/୫ ଦିନ ହେଲା ୪୦ ଡିଗ୍ରୀରୁ ଉର୍ଦ୍ଧ୍ବ ତାପମାତ୍ରାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି  । ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଯୁବଗୋଷ୍ଠୀ ।ଵହଳଦା ଥାନା ଅନ୍ତର୍ଗତ ଅଁଳାଯୋଡି ପଞ୍ଚାୟତର ତିଖିଆ ଗ୍ରାମର ଯୁବକ ଛୁଟୁ ମୁଦି(୪୮) ମଙ୍ଗଳବାର ଦିନ ଉଦୁଉଦିଆ ଖରା ସମୟରେ ସାଇକେଲରେ ଘରର କାମ ପାଇଁ କାଶିପୁର ଗାଁକୁ ନିଜ ଶୂନ ଗାଡ଼ିରେ ଯାଉଥିବା […]

Read More Text.

ଯୁକ୍ତ ଦୁଇ ପରୀକ୍ଷା ଫଳ: ମୟୁରଭଞ୍ଜ ଜିଲାରେ ପାସହାର 85.90 ପ୍ରତିଶତ

ବାରିପଦା : ଆଜି ପୂର୍ବାହ୍ନରେ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ର ପରୀକ୍ଷା ଫଳ ପ୍ରକାଶିତ ହୋଇଅଛି l ଉତ୍ତରଓଡିଶା ଜୋନ ର ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲା ର କଳା, ବାଣିଜ୍ୟ, ବିଜ୍ଞାନ ର ପରୀକ୍ଷା ଫଳ ବାରିପଦା ଜୋନ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲାରେ କଳା ରେ ମୋଟ 12,432 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ 11,107 ଜଣ ପାସ କରଛିନ୍ତି l ପାସହାର 89.34 […]

Read More Text.
Plus two

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ, ପୁଣି ବାଜି ମାରିଲେ ଛାତ୍ରୀ

କଟକ : ପ୍ରକଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ। ଏକାସଙ୍ଗେ ବାହାରିଲା ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଏଥର ବି ବାଜି ମାରିଲେ ଛାତ୍ରୀ । କଳା, ବାଣିଜ୍ୟ ଓ ବିଜ୍ଞାନରେ ଛାତ୍ରଙ୍କ ତୁଳନାରେ ଆଗୁଆ ରହିଛନ୍ତି ଛାତ୍ରୀ । କଳାରେ ଛାତ୍ରଙ୍କ ପାସ ହାର ୭୭.୯୭% ଥିବାବେଳେ ଛାତ୍ରୀଙ୍କ ପାସ ହାର ରହିଛି ୮୯.୪୫%। କଳାରେ ମୋଟ ପାସହାର ୮୪.୫୦% । ସେହିପରି ବାଣିଜ୍ୟରେ ଛାତ୍ରଙ୍କ ପାସହାର […]

Read More Text.

ଅନୁଗୋଳ ବନଖଣ୍ଡରେ ହାତୀ ଆତଙ୍କ, ପୁଣି ଗଲା ଦୁଇ ଜୀବନ

ଅନୁଗୋଳ :  ଥମୁନି ହାତୀ-ମଣିଷ ସଂଘର୍ଷ, ପୁଣି ଗଲା ଦୁଇ ଜୀବନ| ହାତୀ ଆକ୍ରମଣରେ ଦୁଇ ମୃତ । ଅନୁଗୋଳ ବନଖଣ୍ଡରେ ହାତୀ ଆତଙ୍କ ଜାରି ରହିଛି । ରାତି ପାହିଲେ ଆସୁଛି ହାତୀ ଆକ୍ରମଣରେ ଜୀବନ ଯିବାର ଖବର । ଆଜି ପୃଥକ ପୃଥକ ସ୍ଥାନରେ ଗୋଟିଏ ପଂଚାୟତରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି […]

Read More Text.

ଘର ଜାଳି ଦେଲେ ଦୁର୍ବୃତ୍ତ, ଦମ୍ପତି ଗୁରୁତର

ଜଳେଶ୍ୱର : ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ନିଆଁରେ ପୋଡ଼ି ହୋଇ ଦମ୍ପତି ଗୁରୁତର । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଚକ୍ରଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ବିଜୟ ବେହେରାଙ୍କ ପରିବାର ଶୋଇଥିବା ବେଳେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଘରର କବାଟ ଭାଙ୍ଗି ବିଛଣାରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ଫଳରେ ବିଜୟ ବେହେରା ଓ ତାଙ୍କ ସ୍ତ୍ରୀ ଆରତୀ ଗୁରୁତର ହୋଇଛନ୍ତି । ଉଭୟଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ି ଯାଇଛି […]

Read More Text.