ଅଧ୍ୟାପକଙ୍କ ଅସଦାଚରଣ ଲାଗି ଜୀବନ ହାରିଲେ ଛାତ୍ରୀ
ପଟ୍ଟାମୁଣ୍ଡାଇ: ମୋ ଝିଅ…ମୋ ଝିଅ…କୁଆଡ଼େ ଗଲୁ ମୋ ସୁନା ….କାହିଁକି ଏମିତି କଲୁ ….ମୋତେ ଛାଡ଼ି ଚାଲିଗଲୁ … କିଏ ମୋତେ ବୋଉ ବୋଲି ଆଉ ଡାକିବ…..କଲେଜରୁ ଆସି ଖାଇବାକୁ ଦେ ବୋଲି ମାଗିବ…. ଏମିତି ଭାବି ଭାବି ଭୋ ଭୋ ହୋଇ କାନ୍ଦୁଛି ମା । ଆଉ ଗୋଟେ ପରୀକ୍ଷା ଦେଇଥିଲେ +୩ ରେ ପାଠ ପଢ଼ି ଥାଆନ୍ତା ଝିଅ । ତା ଉଜ୍ଜ୍ବଳ ଭବିଷ୍ୟତ ପାଇଁ ସଫଳତାର ଆଉ ଗୋଟିଏ ପାହାଚ ଚଢ଼ିଥାଆନ୍ତା । ବାପା […]
Read More Text.