‘ନବ ଦାସଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି’
ଭୁବନେଶ୍ଵର: ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ପରିବାର ଲିଖିତ ଅଭିଯୋଗ ଦେବା ପ୍ରସଙ୍ଗରେ ବିଜେଡ଼ି ଚାପ ପକାଉଛି। ଏପରି କିଛି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ। ସିବିଆଇ ତଦନ୍ତ ପାଇଁ ପରିବାର ଲୋକେ ଲିଖିତ ଅଭିଯୋଗ କଲେ ବିଜେଡ଼ି ଫସିଯିବ ବୋଲି କହିଛନ୍ତି ପ୍ରଦୀପ। ଏନେଇ ଗଣମାଧ୍ୟମକୁ ପ୍ରଦୀପ ଦେଇଥିବା ବୟାନରେ କହିଛନ୍ତି, ନବ ଦାସଙ୍କ ପରିବାର ଲୋକେ ସିବିଆଇକୁ ଲେଖିଲେ ବିଜେଡିର ୨ ବଡ଼ମୁଣ୍ଡ ଫସିଯିବେ। ସେଥିପାଇଁ ଦୀପାଳିଙ୍କ ଉପରେ ବିଜେଡି […]
Read More Text.