ଅବସରକାଳୀନ ସମ୍ବର୍ଦ୍ଧନା ସଭା
ଆଗରପଡ଼ା :ବନ୍ତ ବ୍ଳକ ଗୋବିନ୍ଦପୁର ପଂଚାୟତ ଅନ୍ତର୍ଗତ ତରାଗୋ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରିଷ୍ଠ ଶିକ୍ଷୟିତ୍ରୀ ଶାନ୍ତିଲତା ବିଶ୍ୱାଳଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ହେମଲତା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ବନ୍ତ ବ୍ଲକ ବିଆରସିସି ହରେକୃଷ୍ଣ ଆପଟ, ମୁଖ୍ୟ ବକ୍ତା ଏବିଇଓ ପ୍ରମୋଦ ପଣ୍ଡା,ସମ୍ମାନିତ ଅତିଥି ଭାସ୍କର ଚନ୍ଦ୍ର ପାଢୀ, ଶଶୀଶେଖର କରଶର୍ମା, କୃଷ୍ଣ ଚନ୍ଦ୍ର ସାହୁ, ବସନ୍ତ ମହାପାତ୍ର, ଧର୍ମେନ୍ଦ୍ର ନାରାୟଣ ଜେନା, […]
Read More Text.