Img 20260104 wa0178

ଆଇନଜୀବୀ ଅରବିନ୍ଦ ଦାସଙ୍କ ପରଲୋକ

ବାରିପଦା : ବାରିପଦା ର ଜଣେ ଜଣାଶୁଣା ପରିଚିତ ବ୍ୟକ୍ତି ଆଇନଜୀବୀ ଅରବିନ୍ଦ ଦାସ ଓରଫ ଗାନ୍ଧୀ ବାବୁଙ୍କ ଆଜି ଅପରାହ୍ନରେ ଅମ୍ବିକା ମନ୍ଦିର ସାହିରେ ଥିବା ନିଜ ବାସଭଵନ ରେ ପରଲୋକ ଘଟିଅଛି l ସ୍ୱର୍ଗତ ଗାନ୍ଧୀବାବୁ ଜଣେ ଆଇନଜୀବୀ ସାଙ୍ଗକୁ 2005 -2009 ପର୍ଯ୍ୟନ୍ତ ମୟୁରଭଞ୍ଜ ଆଥଲେଟିକ ଏସୋସିଏସନ ର ସମ୍ପାଦକ ଥିଲେ l ଏଥି ସହିତ ବାରିପଦା ମହାବିଦ୍ୟାଳୟ ର ପ୍ରତିଷ୍ଟାତା ସଭାପତି ଏବଂ କଂଗ୍ରେସ ଦଳର ଏଆଇସିସି ସଦସ୍ୟ ଥିଲେ l […]

Read More Text.
Elephant

ଦୁର୍ଗାପୁର ଅଞ୍ଚଳରେ ହାତୀ ଆତଙ୍କ; ଭାଙ୍ଗିଲେ ଘର ଖାଇଲେ ଧାନ ଚାଉଳ

ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ ଦେଖାଦେଇଛି ହାତୀ ଆତଙ୍କ l ଭାଙ୍ଗିଲେ ଘର ଖାଇଲେ ଧାନ ଚାଉଳ l ଏହିପରି ଘଟଣା ଆଜି ଦେଖିବାକୁ ମିଳିଅଛି ମୋରଡା ବ୍ଲକ ର ବେତନଟୀ ରେଞ୍ଜ ଅନ୍ତର୍ଗତ ଦୁର୍ଗାପୁର ଅଞ୍ଚଳରେ l ଗତ କିଛିଦିନ ହେଲା ଜିଲ୍ଲାର ରାସଗୋବିନ୍ଦପୁର ଏବଂ ବେତନଟୀ ରେଞ୍ଜ ଅଞ୍ଚଳରେ ଏକ କୋଡିଏ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ଆସି ଉପଦ୍ରବ ଚଳାଇଛନ୍ତି l ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ଭିତରେ ଆତଙ୍କ ଦେଖାଦେଇଅଛି l […]

Read More Text.
Img 20260104 wa0174

ଏକାଦଶ ବାର୍ଷିକୀ ରୟାଲସ ପ୍ରିମିୟର ଲିଗର ୨ୟ ଦିନରେ ୪ଟି ମ୍ୟାଚ ଅନୁଷ୍ଠିତ

ବାରିପଦା : ଷ୍ଟେସନ ଆଥେଲେଟିକ ଆସୋସିଏସନ୍ , ଷ୍ଟେସନ ବଜାର, ବାରିପଦା  ଆନୁକୁଲ୍ୟରେ ଆୟୋଜିତ ଏକାଦଶ ବାର୍ଷିକ ରୟାଲ୍ସ୍ ପ୍ରିମୀୟର ଲିଗର ୨ୟ ଦିନରେ ମଧ୍ୟ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା I ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଆଜିର ଖେଳକୁ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ସମ୍ମାନିତ ଅତିଥି ଭାବେ ଆଦିବାସୀ ମୋର୍ଚ୍ଚା ରାଜ୍ୟ ସଭାପତି […]

Read More Text.
Img 20260104 wa0168

“ରୂପାନ୍ତର”ର ବାର୍ଷିକ ବନ୍ଧୁମିଳନ

ବାରିପଦା : ସ୍ଥାନୀୟ ମୁନିସିପାଲିଟି ଅତିଥି ଭବନ ପରିସରରେ ବାରିପଦାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନର ବାର୍ଷିକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ନଗରପାଳ କୃଷ୍ଣIନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ  ମଞ୍ଚନାଟକର ଉତ୍ଥାନ କ୍ଷେତ୍ରରେ ଅନୁଷ୍ଠାନର ଉଲ୍ଲେଖନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ I ତତସହିତ ହିଡେନ ଟ୍ରେଜର କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭିତରେ ଥିବା କଳାର ବିକାଶ କ୍ଷେତ୍ରରେ ମଧ୍ୟ ନେଇଥିବା ପଦକ୍ଷେପ ବେଶ ପ୍ରଶଂସନୀୟ ବୋଲି […]

Read More Text.
Img 20260103 wa0175

ସର୍ବଭାରତୀୟ କାରାଟେ ଚମ୍ପିୟାନସିପ; ବ୍ରୋଞ୍ଜ ପଦକ ହାସଲ କଲେ ବାରିପଦାର ଦୀପକ 

ବାରିପଦା : “ତୁଳସୀ ଦୁଇ ପତ୍ରରୁ ବାସେ” – ଏହା ପ୍ରମାଣିତ କରିଛନ୍ତି ବାରିପଦାର ଦୀପକ କୁଁଅର I ୨୦୧୯ ମସିହାରେ ଜୁବୁଲି ପେଟ୍ରୋଲ ପମ୍ପ ନିକଟରେ ଅନ୍ୟମାନଙ୍କର କାରାଟେ ଅଭ୍ୟାସ କରୁଥିବାର ଦେଖି ୭ ବର୍ଷର ଦୀପକ କାରାଟେ ପ୍ରତି ଆକୃଷ୍ଟ ହୋଇଥିଲେ I ଦିବ୍ୟାଙ୍ଗ ପିତା ରଙ୍ଗକାମ କରି ପରିବାର ପାଳୁଥିଲେହେଁ ପୁଅର ଜିଦ ଆଗରେ ହାରମାନି କାରାଟେ ସ୍କୁଲରେ ନାମ ଲେଖେଇଦେଇଥିଲେ I ଗୁରୁ ସୁଶାନ୍ତ ବାରିକଙ୍କ ଠାରୁ ଉପଯୁକ୍ତ ପ୍ରଶିକ୍ଷଣ ପାଇ […]

Read More Text.

ତାଳଚେରରେ ବଢ଼ୁଛି ପ୍ରଦୂଷଣ, ସ୍ବତନ୍ତ୍ର ଗାଇଡ଼ ଲାଇନ ପ୍ରସ୍ତୁତ କଲେ ଜିଲ୍ଲାପାଳ

ତାଳଚେର: ବାୟୁ ପ୍ରଦୂଷଣକୁ ନେଇ ସାରା ଦେଶ ଚିନ୍ତାରେ ଥିବାବେଳେ ଏବେ ଆସିଛି ଆଉ ଏକ ବଡ଼ ଖବର । ୩୩୨ ଏକ୍ୟୁଆଇ ସହ ରାଜ୍ୟର ସବୁଠାରୁ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି ତାଳଚେର ।  ଦିନକୁ ଦିନ ତାଳଚେର ଅଞ୍ଚଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା ନେଇ ଅନୁଗୁଳ ଜିଲ୍ଲାପାଳଙ୍କ ପକ୍ଷରୁ ତାଳଚେର ସହର ପାଇଁ  ଏକ ସ୍ବତନ୍ତ୍ର ଗାଇଡ଼ ଲାଇନ ପ୍ରସ୍ତୁତ କରିଥିବା ଜଣା ପଡ଼ିଛି । ଯେଉଁଥିରେ ତାଳଚେର ପୌରପାଳିକାର ନିର୍ମାଣ […]

Read More Text.
Befunky collage 2 87 1731736273 1068x601

ଆନ୍ଧ୍ରରେ ସଡ଼କ ଦୁର୍ଘଟଣା: ୩ ଓଡ଼ିଆ ମୃତ, ୨ ଗୁରୁତର

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ବାରୁଆ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଦୃତ ବେଗରେ ଆସୁଥିବା କାର ଲରିର ପଛପଟୁ ଧକ୍କା ଦେବାରୁ ଘଟିଛି ଏଭଳି ଅଘଟଣ । ମୃତ ସମସ୍ତ ୩ ଜଣ ଓଡ଼ିଆ ବୋଲି ଜଣାପଡ଼ିଛି । ସେମାନେ କାର ଯୋଗେ ବାଲେଶ୍ବରରୁ ଆନ୍ଧ୍ର ଯାଉଥିଲେ । ୨ ଗୁରୁତରଙ୍କୁ ଶ୍ରୀକାକୁଲମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । […]

Read More Text.
Ama bus 1

ଏଣିକି ସ୍କ୍ରିନିଂ ଟେଷ୍ଟରେ ପାସ୍ କଲେ ଆମ ବସ୍ ଚଳାଇପାରିବେ ଡ୍ରାଇଭର: ପରିବହନ ସଚିବ

ଭୁବନେଶ୍ବର:  ଆମ ବସ୍ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର ବଡ଼ ପଦକ୍ଷେପ । ଏଣିକି ସ୍କ୍ରିନିଂ ଟେଷ୍ଟ ପାସ୍ କଲେ ଆମ ବସ୍ ଚଳାଇପାରିବେ ଡ୍ରାଇଭର । ତେବେ ଥାର୍ଡ ପାର୍ଟି ଅଧିନରେ ଚାଳକଙ୍କ ସ୍କ୍ରିନିଂ ଟେଷ୍ଟ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଉଷା ପାଢ଼ୀ । ରୋଡ ସେଫ୍ଟି ପାଇଁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ କମାଣ୍ଡ ସିଷ୍ଟମ କରାଯାଇଛି । ଏହା ସହ ଲେନ୍ ଡ୍ରାଇଭକୁ ପରିବହନ ବିଭାଗ ଗୁରୁତ୍ବ ଦେଉଛି ଏବଂ […]

Read More Text.
Accident

କାରକୁ ଧକ୍କା ଦେଲା ଟ୍ରକ; ଗୋଟିଏ ପରିବାରର ୩ ମୃତ

ପାରଳାଖେମୁଣ୍ଡି : ନୂଆବର୍ଷର ପ୍ରଥମ ରବିବାରରେ ଗଜପତି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଶ୍ରୀକାକୁଲମ ଜିଲ୍ଲା ବାରୁଆ ଥାନା ଅଧୀନ ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଶିଶୁକନ୍ୟା ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଶିଶୁକନ୍ୟା ସମେତ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଆନ୍ଧ୍ରପ୍ରଦେଶର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର ସାମ୍ନା କରିଥିବା ଲୋକେ ଗୋଟିଏ ପରିବାରର କୁହାଯାଉଛି। ମୃତାହତମାନଙ୍କର ପରିଚୟ ମିଳିପାରି ନାହିଁ। ସୂଚନା […]

Read More Text.
Dead

ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ, ୨ ଗୁରୁତର

କେନ୍ଦ୍ରାପଡା : ପାରିବାରିକ କଳହର କରୁଣ ପରିଣତି ।  ସଂଘବଦ୍ଧ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଓ ଦୁଇ ଗୁରୁତର ।  ଗୁରୁତରମାନେ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି ଅଛନ୍ତି ।  କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନରିଲୋ ଗାଁରେ ଅଘଟଣ  l  ଦାଦାର ଶାବଳ ମାଡରେ ଘରର ଏକମାତ୍ର ପୁଅ ଉପେନ୍ଦ୍ର ଓଝାର ମୃତ  l  ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି  l  ଜମିବାଡି ବିବାଦରୁ ଏହି ମଡର ଘଟିଥିବା ଜଣାପଡିଛି  l ସଂଘବଦ୍ଧ ଆକ୍ରମଣରେ ମୃତ୍ୟୁ […]

Read More Text.