ଯୋଜନାକୁ ୫ବର୍ଷ ପୂରିଲା, ନିର୍ମାଣାଧିନ ଶୌଚାଳୟରେ ଝୁଲୁଛି ତାଲା

ଆଗରପଡ଼ା :ଆଉ ଏକ ନୂତନ ଆର୍ôଥକ ବର୍ଷ ଆରମ୍ଭ ହେବା ସହିତ ଯୋଜନାକୁ ୫ବର୍ଷ ପୂରିଯିବା ପରେ ମଧ୍ୟ ୩ଲକ୍ଷରୁ ଉର୍ଦ୍ଧ ଅର୍ଥ ବ୍ୟୟରେ ନିର୍ମିତ ଗୋଷ୍ଠୀ ପରିମଳ କେନ୍ଦ୍ର ବା ଶୌଚାଳୟ କାମରେ ନ ଲାଗିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ । ୨୦୨୦-୨୧ ଆର୍ଥିକ ବର୍ଷରେ ସରକାରଙ୍କ ତରଫରୁ ଗରିବ ରୋଜଗାର ଯୋଜନାରେ ଗୋଷ୍ଠୀ […]

Read More Text.

ଶୀତଳଷଷ୍ଠୀର ଆଦ୍ୟ ପର୍ବ ଥାଳ ଉଠା ଅନୁଷ୍ଠିତ

ସମ୍ବଲପୁର : ସମ୍ପନ୍ନ ହେଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ କାର୍ଯ୍ୟକ୍ରମ ଥାଳ ଉଠା ପର୍ବ । ସମ୍ପୂର୍ଣ୍ଣ ରୀତି ନୀତି ଅନୁଯାୟୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ଥାଳ ଉଠା ପର୍ବ ।  ଆଜି ପବିତ୍ର ଅକ୍ଷୟ ତୃତୀୟାରେ ସହରର ପ୍ରସିଦ୍ଧ ଶିବାଳୟ ଗୁଡିକରେ ଅନୁଷ୍ଠିତ ହୋଇଯାଇଛି ଏହି ଥାଳ ଉଠା ପର୍ବ। ଯଥା ରୀତି ନୀତି ଅନୁଯାୟୀ ନନ୍ଦପଡାର ବମ ବରାଡ଼ ବାବା ବାଲୁଙ୍କେଶ୍ୱର, ଝାଡୁଆପଡାର ଲୋକନାଥ ବାବା, ଓ ମୋଦୀପଡାର ଜାଗେଶ୍ୱର […]

Read More Text.

ମା’ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ ନେଇ ବୈଠକ

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ହାସିନପୁର ସ୍ଥିତ ମଙ୍ଗଳା ପଡିଆ ନିକଟରେ ନବନିର୍ମିତ ମା’ ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ମଇ ମାସ ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୋମବାର ଦିନ ମା’ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ପାଇଁ ନିର୍ମିତ ମୂର୍ତ୍ତି ଏବଂ ପାର୍ଶ୍ୱ ଦେବତାଙ୍କୁ ଶୋଭାଯାତ୍ରାରେ ଭଜନ କୀର୍ତ୍ତନ, ବାଜା ବାଣ ରୋଷଣୀ ରେ ବଜାର ଗ୍ରାମ ପରିକ୍ରମା କରାଯାଇ […]

Read More Text.

ମୂଲ୍ୟହୀନ ପାଲଟିଛି ସୂଚନାଫଳକ, ନିର୍ମାଣ ନ ସରୁଣୁ ଗଡ଼ିପଡ଼ିଲାଣି ଫଳକ

ଆଗରପଡ଼ା :ସରକାରୀ ଅନୁଦାନରେ ଯେକୈାଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟସ୍ଥଳି ନିକଟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରି ସେଥିରେ ସବିଶେଷ ସୂଚନା ଲେଖାଯିବାର ନିୟମ ଥିଲେ ସୁଦ୍ଧା ଭଦ୍ରକ ଜିଲ୍ଲା ବନ୍ତ ପଂଚାୟତ ସମିତି ପକ୍ଷରୁ ହେଉଥିବା ଉନ୍ନୟନ କାର୍ଯ୍ୟରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳୁଛି । ସେହିପରି ନିର୍ମାଣାଧିନ ଫଳକ ନିର୍ମାଣର ଅଳ୍ପ ଦିନ ମଧ୍ୟରେ କେଉଁଠି ଗଡ଼ିପଡ଼ିଲାଣିତ ଆଉ କେଉଁଠି ଗଡ଼ାଇଦିଆଗଲାଣି । ଯଦ୍ୱାରା ସୂଚନା ଫଳକ […]

Read More Text.

ଲାଞ୍ଚ ମାମଲାରେ ତତକାଳୀନ ଆର ଆଇ ନିର୍ଦୋଷରେ ଖଲାସ

ବାରିପଦା – ପ୍ରାପ୍ତ ତଥ୍ୟ ଅନୁଯାୟୀ ଅଭିଯୋଗକାରୀ ମୟୁରଭଞ୍ଜ ଜିଲ୍ଲା ସାରସକଣା ଅଞ୍ଚଳର କମଲ ଲୋଚନ ସାହୁ ତାଙ୍କର ଏକ ମ୍ୟୁଟେସନ କେସ ନମ୍ବର 50/15 ର ଏନକୁଆରୀ ରିପୋର୍ଟ ଦେବା ପାଇଁ ଆର ଆଇ ଅନିମା ଘୋଷ ପ୍ରଥମେ 15 ହଜାର ଏବଂ ପରେ 10 ହଜାର ଟଙ୍କା ଲାଞ୍ଚ ମାଗିଥିଲେ l ଲାଞ୍ଚ ଟଙ୍କା ନଦେଲେ ଇନକୁଆରୀ ରିପୋର୍ଟ ଦେବାକୁ ମନାକରିଥିଲେ l ଏ ସଂକ୍ରାନ୍ତରେ ଅଭିଯୋଗକାରୀ ବାଲେଶ୍ବର ଭିଜିଲାନ୍ସ ଏସ ପି ଙ୍କ […]

Read More Text.

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ  କମିଟି ବୈଠକ ଅନୁଷ୍ଠିତ

୨୦୨୪-୨୫ଖରିଫ ବର୍ଷ ପାଇଁ ମୟୁରଭଞ୍ଜ ଜିଲ୍ଲାରେ ରବି ଋତୁ ଧାନ ସଂଗ୍ରହ  ଚଳିତ ବର୍ଷ  ମଇ ମାସ ୨୧ତାରିଖ ରୁ ଆରମ୍ଭ ହେବ ବାରିପଦା : ତା ୨୯-୦୪- ଆଜି ପୂର୍ବାହ୍ନରେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ମୟୁରଭଞ୍ଜ ଜିଲ୍ଲା ରେ ଚଳିତ ୨୦୨୪-୨୫ ବର୍ଷ ପାଇଁ ଚାଷୀମାନଙ୍କ ଠାରୁ ରବି ଋତୁ  ଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ  ଧାନ ସଂଗ୍ରହ କମିଟି ବୈଠକ ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟଙ୍କ ଅଧ୍ୟକ୍ଷତା […]

Read More Text.

ଜିଲ୍ଲାସ୍ତରୀୟ କନିଷ୍ଠ ପୁରୁଷ ଆନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୮ମ ଦିନ 

ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଜିଲ୍ଲାସ୍ତରୀୟ କନିଷ୍ଠ ପୁରୁଷ ( ୧୬ ଓ ୧୯ ବର୍ଷରୁ କମ ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ୮ମ ଦିନର ମ୍ୟାଚରେ ରାଇରଙ୍ଗପୁର କ୍ଲବ ମୟୁରଭଞ୍ଜ ଗ୍ରୀନକୁ ୯୫ ରନରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ରାଇରଙ୍ଗପୁର କ୍ଲବ ୨୬. ୪ ଓଭରରେ ସମସ୍ତ ଉଇକେଟ ହରାଇ ୧୨୩ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ସୁରାଇ ହେମ୍ବ୍ରମ ୩୫ ଓ ପ୍ରିୟଙ୍କ ପଟ୍ଟନାୟକ ୨୯ […]

Read More Text.

ଡାହାଣୀ ସନ୍ଦେହରେ ବଡମାଆକୁ ହତ୍ୟା କଲା ସମ୍ପର୍କୀୟ ପୁତୁରା

 ବାରିପଦା: ଏବେ ବି ସମାଜରେ ବଞ୍ଚି ରହିଛି ଅନ୍ଧ ବିଶ୍ବାସ ଓ କୁସଂସ୍କାର । ସରକାର ସମାଜରୁ ଅନ୍ଧ ବିଶ୍ବାସ ଓ କୁସଂସ୍କାର ରୁ ଦୂରେଇ ରହିବା ପାଇଁ ସଚେତନତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ତଦସହ ଆଇନ ମଧ୍ୟ ବହୁ କଠୋର ହୋଇଛି ।ହେଲେ ସମାଜରୁ ଏହା ଦୂରେଇ ଯାଉନାହିଁ ।ଵିଶେଷତଃ  ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ଏହାର ପ୍ରଭାବ ଏବେ ବି ରହିଛି ।  ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ଯୁଡିଆ ପଞ୍ଚାୟତର […]

Read More Text.

ନୂତନ ଶ୍ରୀ ଶ୍ରୀ ବାବା କାଲେଶ୍ଵର ଶିବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ 

ବାରିପଦା: ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ଜୟପୁର ପଞ୍ଚାୟତ ଅନ୍ତର୍ଗତ କୁଲଡ଼ିହା ଗ୍ରାମର ପୂର୍ବ ପୁରୁଷ ଆଧ୍ଯାତ୍ମ ଶୈବ ଭକ୍ତମାନେ ବାବା  କାଲେଶ୍ବର  ଶିବ ଲିଙ୍ଗ ଆଣି ଚାଳଛପର ଘରେ ଆଣି  ପୂଜା କରୁଥିଲେ ।ପରେ ବାବା ବାଲେଶ୍ବର ଜନୈକ ଶିବ ଭକ୍ତଙ୍କୁ ସ୍ୱପ୍ନାଦେଶ କରିଥିଲେ ମୁଁ ଏହି ଗପର ଘରେ ରହିବି ନାହିଁ  ।ପରେ ବାବା ଏକ ଗଛମୂଳରେ ଦିର୍ଘ ବର୍ଷ ଧରି ପୂଜା କରି ଆସୁଥିଲେ ।ଏହାକୁ ନେଇ କୁଲଡ଼ିହା ଗ୍ରାମର ସମେତ ଆଖପାଖ […]

Read More Text.

ଅକ୍ଷୟ ତୃତୀୟାରେ ଅକ୍ଷି ମୁଠି ଅନୁକୂଳ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ବରଗଡ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସରକାରୀ କୃଷି ଫାର୍ମ ଚକୁଳିରେ ରାଜସ୍ବ ମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲାସ୍ତରୀୟ  ଭୂମି ପୂଜନ ସହ ଅକ୍ଷି ମୁଠି ଅନୁକୂଳ କରିଛନ୍ତି ।ବରଗଡ଼ ଜିଲ୍ଲା ପାଲ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଭଟଲି ବିଧାୟକ  ଇରାସିସ ଆଚାର୍ଯ୍ୟ , ଜିଲ୍ଲା କୃଷି ଅଧିକାରୀ  ନିଶିକାନ୍ତ ମେହେର , ଜିଲ୍ଲା  ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟ […]

Read More Text.