୭,୪୩୬.୨୨ କୋଟିର ପ୍ୟାକେଜ୍ କୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ
ଭୁବନେଶ୍ୱର : ୭ ହଜାର ୪୩୬ କୋଟି ୨୨ ଲକ୍ଷର ଯୋଜନାକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ । ଜନଜାତି, ଚାଷୀ, ସିଚାଇ, ଆବାସ ଓ ସହର ବିକାଶକୁ ପ୍ରାଥମିକତା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଜନଜାତି କଲ୍ୟାଣ, ସିଚାଇ ବ୍ୟବସ୍ଥାର ସମ୍ପ୍ରସାରଣ, କୃଷି ଯାନ୍ତ୍ରିକୀକରଣ, ସହରାଞ୍ଚଳ ଆବାସ, GST ସଂସ୍କାର, ସରକାରୀ ଆଇନ ସେବା ଓ ଆର୍ଥିକ ଅଞ୍ଚଳ ବିକାଶ ସମ୍ପର୍କିତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ […]
Read More Text.