ଶ୍ରମିକ ସ୍ୱାର୍ଥ ବିରୋଧୀ ୪ଟି ଶ୍ରମ କୋର୍ଡ ବାତିଲ୍ ଦାବିରେ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନର ବିକ୍ଷୋଭ
ବାରିପଦା : ଆମ ଦେଶ ଜଟିଳ ପରିସ୍ଥିତି ଦେଇ ଗତିକରୁଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଲଗାତାର ଭାବରେ ଦେଶର ଶ୍ରମଶକ୍ତିକୁ କର୍ପୋରେଟ ସଂସ୍ଥାମାନଙ୍କ ସ୍ୱାର୍ଥରେ ବିନିଯୋଗ କରିବାକୁ ପଛାଉନାହାନ୍ତି। ସମସ୍ତ ପ୍ରକାରର ଆନ୍ଦୋଳନକୁ ଭ୍ରୂକ୍ଷେପ ନ କରି ଏବଂ ଦେଶର ପ୍ରମୁଖ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ସହ ଆଲୋଚନା ନ କରି ୪୪ ଟି ଶ୍ରମ ଆଇନକୁ ଭାଂଗି ୪ ଟି ଘୃଣ୍ୟ ଶ୍ରମ କୋର୍ଡକୁ କାର୍ଯ୍ୟକାରୀ କରିଛନ୍ତି।ଦେଶର ଲାଭଜନକ, ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରେଳବାଇ, […]
Read More Text.