ସରୁନି ଦାଦନ ଦୁଃଖ, ଭିଡିଓ ଜାରି କରି ଉଦ୍ଧାର ପାଇଁ କଲେ ନିବେଦନ
କେନ୍ଦ୍ରାପଡା: ଅଭାବ ଅନଟନ ଦୁଃଖରେ ଚାଲିଥିଲା ଜୀବନ । କିନ୍ତୁ ଅଭାବରେ ଜୀବନ କାଟିବା ମୁସ୍କିଲ ହୋଇପଡ଼ିଲା । ତେଣୁ ଘରେ ବାପା ମା’ ସ୍ତ୍ରୀ ପେଟରେ ଦି ମୁଠା ଦାନା ଯୋଗାଇବା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ । ହେଲେ ଏବେ ସେଠାରୁ ଫେରିବା ପାଇଁ ଭିଡିଓ ମାଧ୍ୟମରେ ସହାୟତା ପାଇଁ ନିବେଦନ କରିଛନ୍ତି । ଘରୁ ଗୋଡ଼ କାଢ଼ି ବାହାର ରାଜ୍ୟକୁ ଯାଇଥିଲେ ସତ କିନ୍ତୁ ପରିସ୍ଥିତି ଏପରି ହୋଇପଡ଼ିଲା ଯେ ନା […]
Read More Text.