ବୁଲେଟ – ବାଇକ୍ ଧକ୍କା; ଦୁଇ ଜଣ ଗୁରୁତର ଆହାତ
ବାରିପଦା : ଆଧୁନିକ ଯୁଗରେ ଯୁବଗୋଷ୍ଠୀଙ୍କର ପ୍ରିୟ ହେଉଛି ବୁଲେଟ ଚାଳନା ।କିଏ କାହାକୁ କେତେ ଶିଘ୍ର ଅତିକ୍ରମ କରିବ !ଟ୍ରାଫିକ ବ୍ୟବସ୍ଥା ସହରରେ ବିପର୍ଯ୍ୟସ୍ତ ।ଏମଭିଆଇ ନିଘୋଡ଼ ନିଦରେ ଶୋଇଛି ।ପୋଲିସ ଏବଂ ପ୍ରଶାସନ ବିଭାଗ ମଧ୍ୟରେ କିଛି ସମ୍ପର୍କ ନାହିଁ ।ବାଇକ୍ ଚେକିଂ ଇତ୍ୟାଦିକୁ ପରିବହନ ବିଭାଗର ଗୁରୁତ୍ଵ ନାହିଁକି ପୋଲିସ ବିଭାଗର ନିଘା ନାହିଁ ।କିଛି ଅଘଟଣ କି ଦୁର୍ଘଟଣା ଘଟିସାରିଲା ପରେ ପୋଲିସ ପହଞ୍ଚେ ଏବଂ ପିଡିତାକୁ ନେଇ ଡ଼ାକ୍ତରଖାନା ପହଞ୍ଚାଏ […]
Read More Text.